Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ବ୍ୟବସାୟ

ହୋଲିରେ ଜମିବ ବେପାର: ଦେଶରେ ହେବ 60 ହଜାର କୋଟି

Ramesh Parida by Ramesh Parida
Mar 10, 2025, 04:22 pm GMT+0530
FacebookTwitterWhatsAppTelegram

ମହାକୁମ୍ଭ ଭଳି ହୋଲିରେ ବେପାର ଜମିବ । ଦେଶରେ 80 ହଜାର କୋଟିର ବେପାର ହେବ । ଆଉ ରାଜ୍ୟ ଚଳିତ ବର୍ଷ ହୋଲିରେ   ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ହୋଲି ସମୟରେ ଦେଶରେ ବିପୁଳ ପରିମାଣରେ ରଙ୍ଗ, ପିଚ୍‌କାରୀ, ପୂଜା ସାମଗ୍ରୀ, ପୋଷାକ, ଚନ୍ଦନ କାଠ, ବେଲୁନ, ହର୍ବାଲ ରଙ୍ଗ ବିକ୍ରି ହୋଇଥାଏ। ଏହା ସହିତ ମିଷ୍ଟାନ୍ନ, ଡ୍ରାଏ ଫ୍ରୁଟ୍‌ସ, ଫୁଲ, ଫଳ, ଗ୍ରୋସରି, ଏଫ୍ଏମ୍‌ସିଜି ଉତ୍ପାଦର ଚାହିଦାରେ ମଧ୍ୟ ବୃଦ୍ଧି ଘଟିଥାଏ। ଧଳା ରଙ୍ଗର ଉଭୟ ପୁରୁଷ ଓ ମହିଳା ପୋଷାକ ବିକ୍ରି ବଢ଼ିଥାଏ।

ଗତବର୍ଷ ହୋଇଥିବା ବେପାର ତୁଳନାରେ ଚଳିତ ବର୍ଷ ଅଧିକ ହେବ । ରାଜ୍ୟରେ  20 ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ଏଥର ବେପାର ବଢ଼ିବାର ଏକ ବଡ଼ କାରଣ ହେଉଛି, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଏବର୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ଅନ୍ୟପକ୍ଷରେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ପାଖକୁ ବିପୁଳ ଟଙ୍କା ପଠାଯାଇଛି।

ତେଣୁ ଲୋକମାନେ ଉତ୍ସବ ପାଳନ କରିବାକୁ ଚାହୁଛନ୍ତି। ଆଗକୁ ଆସୁଥିବା ଦୋଳ ପୂର୍ଣ୍ଣିମା ଓ ହୋଲିରେ ସେମାନେ ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ ସ୍ଥାନରେ ହେଉଥିବା ଦୋଳ ଉତ୍ସବ ଦେଖିଯିବା, ମେଳା ବୁଲିବା, ହୋଲି ପାଇଁ ରଙ୍ଗ ଓ ପିଚ୍‌କାରୀ ଆଦି କିଣାକିଣି କରିବାରେ ଲୋକମାନେ ଖର୍ଚ୍ଚ କରିବେ। ତାହାର ପ୍ରଭାବରେ ସ୍ଥାନୀୟ ଅର୍ଥନୀତି ଉପକୃତ ହେବ ବୋଲି ସେ କହିଛନ୍ତି।

ମହାସଂଘ ପକ୍ଷରୁ ଆକଳନ କରାଯାଇଛି ଯେ ଏଥର ହୋଲିରେ ସାରା ‌ଦେଶରେ ୬୦ହଜାର କୋଟି ଟଙ୍କାର ବେପାର ହେବ। ଗତବର୍ଷ ହୋଲିରେ ୫୦ହଜାର କୋଟିର ବେପାର ହୋଇଥିଲା। ଏଥର ତା’ଠାରୁ ୨୦ ପ୍ରତିଶତ ଅଧିକ ବେପାର ହେବ ବୋଲି ଆକଳନ କରାଯାଇଛି। ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ହୋଲିରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ।

ତାହାର ପ୍ରଭାବରେ ସ୍ଥାନୀୟ ବ୍ୟବସାୟୀ, ଛୋଟ ବେପାରୀ ଓ କ୍ଷୁଦ୍ର ଶିଳ୍ପ ଲାଭବାନ ହେବ। ଉଭୟ ଖୁଚୁରା ବିକ୍ରେତା ଓ ବ୍ୟବସାୟୀଙ୍କ ପାଇଁ ହୋଲି ଲାଭଦାୟକ ହେବ ବୋଲି ସେ କହିଛନ୍ତି। ହୋଲିରେ କେବଳ ଦିଲ୍ଲୀରେ ୮ହଜାର କୋଟି ଟଙ୍କାର ବେପାର ହେବା ଆଶା କରାଯାଉଥିବା ସେ କହିଛନ୍ତି।

ହୋଲିଦିନ ସାରା ଦେଶରେ ହୋଟେଲ୍‌, ଫାର୍ମ ହାଉସ୍, ରେସ୍ତୋରାଁ, ପାର୍କ ଆଦିରେ ଲୋକମାନେ ଏକତ୍ରୀତ ହୋଇଥାନ୍ତି। ସେହି ସବୁ ସ୍ଥାନଗୁଡ଼ିକର ବୁକିଂ ବଢ଼ିବ। ଦିଲ୍ଲୀରେ ୩୦୦୦ରୁ ଅଧିକ ହୋଲି ମିଳନ ସମାରୋହ ଆୟୋଜନ କରାଯିବ। ପୂର୍ବବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ହୋଲିରେ ମଧ୍ୟ ବ୍ୟବସାୟୀ ଓ ଗ୍ରାହକମାନେ ଚୀନ୍‌ ଉତ୍ପାଦ ବର୍ଜନ କରିବେ ବୋଲି ଶ୍ରୀ ଖଣ୍ଡେଲୱାଲ କହିଛନ୍ତି।

 

 

 

 

 

Tags: businessHoli 2025Holi 2025 set to generate ₹60INDIAnewsodishaTOP NEWS
ShareTweetSendShare

RelatedNews

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ
ଜାତୀୟ

ରାଜଧାନୀରେ 90ହଜାର ହେଲା ସୁନା ଦର

ଋଣ ପରିଶୋଧ କରିବାରେ ପୁରୁଷମାନଙ୍କ ତୁଳନାରେ ମହିଳା ଭଲ ବୋଲି  ପ୍ରମାଣିତ
ବ୍ୟବସାୟ

ଋଣ ପରିଶୋଧ କରିବାରେ ପୁରୁଷମାନଙ୍କ ତୁଳନାରେ ମହିଳା ଭଲ ବୋଲି ପ୍ରମାଣିତ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.