Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ମନୋରଞ୍ଜନ

ଆଶ୍ରମ ଜରିଆାରେ ଚମକ ଫେରିପାଇଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌

Ramesh Parida by Ramesh Parida
Mar 9, 2025, 03:56 pm GMT+0530
FacebookTwitterWhatsAppTelegram

ପୁଣି ଚର୍ଚ୍ଚାକୁ ଫେରିଲେ ବଲିଉଡ୍‌ ଅଭିନେତା ବବି ଦେଓଲ୍‌। ୯୦ ଦଶକରେ ଅନେକ ବଡ଼ ବଜେଟ୍‌ର ଫିଲ୍ମରେ କାମ କରି ନିଜର ସ୍ବତନ୍ତ୍ର ପରିଚୟ ଗଢ଼ିଥିବା ଷ୍ଟାର୍‌ସନ୍‌ ବବିଙ୍କୁ ଗତ କିଛି ‌ବର୍ଷ ହେଲାଣି ଭଲ ଫିଲ୍ମରେ ଦେଖିବାକୁ ମିଳୁ ନଥିଲା। ‌କୌଣସି ନିର୍ମାତା ବା ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ ନେବାକୁ ଚାହୁ ନଥିଲେ। ଏଭଳି ସ୍ଥିତିରେ ସେ ତାଙ୍କର ଚମକ ହରାଇସାରିଛନ୍ତି ବୋଲି ଭାବିସାରିଥିଲେ। ହେଲେ ଏହି ସମୟରେ ତାଙ୍କ ଉପରେ ବିଶ୍ବାସ ସ୍ଥାପନ କରି ‘ଆଶ୍ରମ’ ଭଳି ଏକ ୱେବ୍‌ସିରିଜ୍ ଅଫର୍‌ ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରକାଶ ଝା। ନିକଟରେ ଏହି ୱେବ୍‌ସିରିଜ୍‌ର ତୃତୀୟ ସିଜିନ୍ ରିଲିଜ୍ ହୋଇସାରିଥିବା ବେଳେ ଚାରିଆଡ଼େ ବବି ଦେଓଲ୍‌ ଓରଫ୍‌ ବାବା ନିରାଲାଙ୍କ ପ୍ରଶଂସା କରାଯାଉଛି।

ସଫଳତା ମିଳିବା ପରେ ବବି କହିଛନ୍ତି ଯେ, “ଆଶ୍ରମ ମୋ ଜୀବନକୁ ବଦଳାଇ ଦେଇଛି। ଏଥିରେ ଲୋକମାନେ ମୋତେ ଏକ ଭିନ୍ନ ଚରିତ୍ରରେ ଦେଖିଲେ। ଯେତେବେଳେ ମୋ ଜୀବନରେ ଆଉ କିଛି ବାକି ନଥିଲା, କେହି ମୋତେ ବିଶ୍ୱାସ କରୁ ନଥିଲେ, ସେତେବେଳେ ପ୍ରକାଶଜୀ ମୋତେ ବିଶ୍ୱାସ କରି ଏହି ଚରିତ୍ର ଦେଇଥିଲେ। ବାବା ନିରାଲା ଚରିତ୍ର ନିଭାଇବା ମୋ ପାଇଁ ସହଜ ନଥିଲା। କାରଣ ଏଭଳି ଚରିତ୍ରରେ ମୁଁ ପୂର୍ବରୁ କେବେ ଅଭିନୟ କରି ନଥିଲି। ପ୍ରଥମେ ମୋତେ ବହୁତ ଲାଜ ଲାଗିଥିଲା। ହେଲେ ଏବେ ଏତେ ପ୍ରଶଂସା ମିଳୁଥିବା ଦେଖି ଖୁସି ଲାଗୁଛି। ମୁଁ ବର୍ତ୍ତମାନ ବୟସର ଏପରି ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଠାରେ କେଉଁ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ତାହା ମୋ ପାଇଁ ଗୁରୁତ୍ୱ ରଖୁନାହିଁ, ବରଂ ମୁଁ କେଉଁ ଚରିତ୍ରରେ ଅଭିନୟ କରୁଛି ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅନେକ ଅଭିନେତାଙ୍କ ପାଇଁ ଓଟିଟି ପ୍ଲାଟ୍‌ଫର୍ମ ଏକ ଆଶୀର୍ବାଦ ପାଲଟିଛି।” ୨୦୨୩ ମସିହାରେ ବବିଙ୍କୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ‘ଆନିମଲ୍‌’ରେ ଦେଖିବାକୁ ମିଳିଥିଲା। ଭୂମିକା ଛୋଟ ହୋଇଥିଲେ ହେଁ ସିନେପ୍ରେମୀଙ୍କୁ ବବିଙ୍କ ଅଭିନୟ ପସନ୍ଦ ଆସିଥିଲା।

Tags: INDIAodishaTOP NEWS
ShareTweetSendShare

RelatedNews

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
Latest News

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ
ମନୋରଞ୍ଜନ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ
Entertainment

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ
Latest News

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.