Saturday, May 10, 2025
No Result
View All Result
Odisha 365

Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Videos Business

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ

Ramesh Parida by Ramesh Parida
Mar 7, 2025, 03:50 pm GMT+0530
FacebookTwitterWhatsAppTelegram

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ ହୋଇଥିବା ଚର୍ଚ୍ଚା ହେଉଛି । ସିନ୍ଧୁ ନଦୀ ଶଯ୍ୟାରେ ଠାବ କରାଯାଇଥିବା ସୁନା ଖଣିରେ 80 ହଜାର କୋଟି ଟଙ୍କାର ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି । ପଞ୍ଜାବ ପ୍ରଦେଶର ଆଟୋକ ଜିଲ୍ଲାରେ ସରକାରୀ ଏଜେନ୍ସି କରିଥିବା ସର୍ବେକ୍ଷଣରୁ ଏହି ଖଣି ଠାବ କରାଯାଇଛି। ସେଥିରୁ ସୁନା ଖନନ କରିବା ଲାଗି ପାକିସ୍ତାନ ସରକାର ଯୋଜନା କରୁଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟା‌ସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଓ ପଞ୍ଜାବର ଖଣି ବିଭାଗ ମିଳିତ ଭାବେ ସେହି ପ୍ରକଳ୍ପର ନେତୃତ୍ବ ନେବେ।

ଭୂତତ୍ତ୍ବବିତ୍‌ମାନେ କହିଛନ୍ତି ଯେ ଭାରତର ହିମାଳୟ ଅଞ୍ଚଳରୁ ସିନ୍ଧୁ ନଦୀରେ ପ୍ରବାହିତ ହୋଇ ସୁନାଗୁଡ଼ିକ ଆସିଛି। ଦେଶ ବିଭାଜନ ପରେ ସେହି ଅଞ୍ଚଳ ପାକିସ୍ତାନ ଭାଗରେ ପଡ଼ିଛି। ଯେହେତୁ ବହୁଦୂର ପର୍ଯ୍ୟନ୍ତ ସୁନା ଉପାଦାନଗୁଡ଼ିକ ପ୍ରବାହିତ ହୋଇ ଆସିଛି, ସେଥିପାଇଁ ସେଗୁଡ଼ିକ ଗୋଲାକାର କିମ୍ବା ଛୋଟ ଛୋଟ ଖଣ୍ଡରେ ଥିବା ଆଶା କରାଯାଉଛି। ପାକିସ୍ତାନ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦେଶ ଚଳାଇବା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଭିନ୍ନ ମିତ୍ର ଦେଶର ସହଯୋଗ ଲୋଡ଼ୁଛନ୍ତି। ଯଦି ସୁନା ଖଣିରୁ ଉତ୍ତୋଳନ ସମ୍ଭବ ହେବ, ତେବେ ପାକିସ୍ତାନ ସରକାରଙ୍କ ଏକ ବଡ଼ ମୁଣ୍ଡବ୍ୟଥା ଦୂର ହେବ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

୯୩୦୦୦ ଟପିଲା ସୁନା ଦର
Business

୯୮ ହଜାର ପାର ହେଲା ସୁନା ଦର

୯୩୦୦୦ ଟପିଲା ସୁନା ଦର
Business

୯୩୦୦୦ ଟପିଲା ସୁନା ଦର

ନୂଆଦିଲ୍ଲୀରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସମ୍ପନ୍ନ
Business

ନୂଆଦିଲ୍ଲୀରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସମ୍ପନ୍ନ

ଏପ୍ରିଲ ୨ରୁ ଭାରତ ଉପରେ ଲାଗୁ ହେବ ଟାରିଫ – ଟ୍ରମ୍ପଙ୍କ ଘେଷଣା
Business

ଟ୍ରମ୍ପଙ୍କ ଟ୍ୟାକ୍ସ ଭାରତ ପାଇଁ କେତେ ଭାରୀ ପଡ଼ିବ ?

Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.