Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

ଭାରତ ନେବ 25 ବର୍ଷର ବଦଲା

Ramesh Parida by Ramesh Parida
Mar 7, 2025, 03:36 pm GMT+0530
FacebookTwitterWhatsAppTelegram

25 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଅଢେଇ ଦଶନ୍ଧି ପୂର୍ବେ ଭାରତୀୟ କ୍ରିକେଟ ଦଳ ଯେଉଁ ଭୁଲ କରିଥିଲା ତାକୁ ସୁଧାରିବାର ସୁବର୍ଣ୍ଣ ସୁଯୋଗ ହାତ ପାଆନ୍ତାରେ ପହଞ୍ଜିଯାଇଛି । ଦକ୍ଷିଣ ଆଫ୍ରିକାକୁ 50 ରନରେ ହରାଇ ନ୍ୟୁଜିଲାଣ୍ଡ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବା ପରେ ୨୦୦୦ ମସିହା ଫାଇନାଲ୍ ହାରିବାର ଦୁଃଖକୁ ଦୂର କରିବା ସହ ଏହାର ମଧୁର ପ୍ରତିଶୋ‌ଧ ନେବାର ସମ୍ଭାବନା ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିଛି। ୨୦୦୦ ମସିହା ପରେ ୨୦୨୫ରେ ଭାରତ ଓ ନ୍ୟୁଜିଲାଣ୍ଡ ରବିବାର ଦ୍ବିତୀୟଥର ଲାଗି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେଥର ଚକ୍‌ମା ଖାଇ ଯାଇଥିଲେ ମଧ୍ୟ ଏଥର ଭାରତ ବିଜୟ ମୁକୁଟ ପିନ୍ଧିବାର ଆଶାରେ ରହିଛି। ତେବେ ଲିଗ୍ ପର୍ଯ୍ୟାୟର ପରାଜୟ ସତ୍ତ୍ବେ ସନ୍ତୁଳିତ ନ୍ୟୁଜିଲାଣ୍ଡ ରୋହିତ ବାହିନୀକୁ ସେତେଟା ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉନି। ଚଳିତ ଥର ଭାରତ ଅପରାଜେୟ ରହି ଫାଇନାଲ୍ ଯାଇଛି। ନ୍ୟୁଜିଲାଣ୍ଡ କିନ୍ତୁ ଭାରତ ଛଡ଼ା ଅନ୍ୟ ସବୁ ଦଳ ବିପକ୍ଷ ମ୍ୟାଚ୍ ଜିତିଛି। ଏଣୁ ରବିବାର ଏକ ହାଇଭୋଲ୍‌ଟେଜ୍ ମୁକାବିଲା ଦେଖିବାକୁ ମିଳିବାର ଆଶା କ୍ରିକେଟ୍‌ପ୍ରେମୀ ରଖିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୦୦ ମସିହାରେ ଆ‌ଇସିସିର କୌଣସି ସୀମିତ ଓଭର ପ୍ରତିଯୋଗିତା ଫାଇନାଲ୍‌ରେ ଭେଟାଭେଟି ହୋଇଥି‌ଲେ। ସେହି ମ୍ୟାଚ୍‌କୁ ୪ ୱିକେଟ୍‌ରେ ଜିତି ନେଇ ନ୍ୟୁଜିଲାଣ୍ଡ ତା’ କ୍ରିକେଟ୍ ଇତିହାସର ପ୍ରଥମ ଆଇସିସି ଟ୍ରଫି ଜିତିଥିଲା। ଏହା ପରେ ନ୍ୟୁଜିଲାଣ୍ଡ ଥରେ ଅର୍ଥାତ୍ ୨୦୦୯ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଯାଇ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଏଥର କିୱି ଦଳ ତୃତୀୟ ଥର ପାଇଁ ଫାଇନାଲ୍ ଖେଳି ଦ୍ବିତୀୟଥର ବିଜେତା ହେବାକୁ ଲଢ଼େଇ କରିବ। ସେପଟେ ଭାରତ ପଞ୍ଚମ ଥର ଫାଇନାଲ୍ ‌ଖେଳିବ। ୨୦୦୨ରେ ଶ୍ରୀଲଙ୍କା ସହ ଯୁଗ୍ମବିଜେତା ଘୋଷିତ ହୋଇଥିବା ଭାରତ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଏକକ ବିଜେତା ହୋଇଥିଲା। ୨୦୧୭ରେ ଫାଇନାଲ୍ ଖେଳିଥିଲେ ବି ପାରମ୍ପିରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତ ଏଥର ମୋଟ ଉପରେ ତୃତୀୟ ଏବଂ ଏକକ ଭାବେ ଦ୍ବିତୀୟ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ‌ସେହିଭଳି ନ୍ୟୁଜିଲାଣ୍ଡ ୨୦୨୧ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ଭାରତକୁ ୮ ୱିକେଟ୍‌ରେ ହରାଇ ବିଜେତା ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଦୁଇଟି ଯାକ ଆଇସିସି ଟ୍ରଫି ଫାଇନାଲ୍‌ରେ ଭାରତ ପରାଜିତ ହୋଇଛି। ଏଥର କିନ୍ତୁ ଏହି ଧାରା ବଦଳିବ  ବୋଲି ପ୍ରଶଂସକ ଆଶା ରଖିଛନ୍ତି।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.