Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମହାକୁମ୍ଭ ସମୟରେ ମୋଟ 185 ଟି ଅଗ୍ନିକାଣ୍ଡ ଘଟିଥିଲା , ଯେଉଁଥିରୁ 24 ଟି ଅଗ୍ନିକାଣ୍ଡ ଘଟଣା ଗମ୍ଭୀର ଥିଲା

Ramesh Parida by Ramesh Parida
Mar 6, 2025, 08:22 pm GMT+0530
FacebookTwitterWhatsAppTelegram

ପ୍ରୟାଗରାଜର ସଙ୍ଗମ କୂଳରେ ଚଳିତ ମହାକୁମ୍ଭରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । 4000 ହେକ୍ଟର ଏବଂ 25 ଟି ସେକ୍ଟରରେ ବିଭକ୍ତ ମହାକୁମ୍ଭ ନଗରରେ ପ୍ରତିଦିନ ହାରାହାରି 1 କୋଟିରୁ ଅଧକ ଭକ୍ତ ସଙ୍ଗମ କୂଳକୁ ଆସୁଥିଲେ ।

ଏପରି ପରିସ୍ଥିତିର,ଉତ୍ତର ପ୍ରଦେଶ ଅଗ୍ନିଶମ ବିଭାଗ ନିଜର ଆଧୁନିକ ଉପକରଣ ଏବଂ ତତ୍ପରତା ସହିତ ମହାକୁମ୍ଭ ଭଳି ଏକ ମେଗା କାର୍ଯ୍ୟକ୍ରମରେ କୌଣସି ଜୀବନହାନି ବିନା ଅଗ୍ନିକାଣ୍ଡ ଦୁର୍ଘଟଣାକୁ ନିୟନ୍ତ୍ରଣ କରିପାରିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ଏହା ବ୍ୟତୀତ ଅଗ୍ନିଶମ ବିଭାଗ 16.5 କୋଟି ଟଙ୍କାର ଅଧିକ ଆର୍ଥିକ କ୍ଷତିକୁ ମଧ୍ୟ ଅଟକା ଯାଇ ପାରିଛି । ମହାକୁମ୍ଭ ସମୟରେ ମୋଟ 185 ଟି ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ଯେଉଁଥିରୁ 24 ଟି ଅଗ୍ନିକାଣ୍ଡ ଘଟଣା ଗମ୍ଭୀର ରହିଥିଲା ।ପ୍ରତିଦିନ ହାରାହାରି ଚାରିଟି ସ୍ଥାନରେ ନିଆଁ ଲାଗୁଥିଲା। ଯାହାକୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷିତ ମହାକୁମ୍ଭର ସ୍ୱପ୍ନକୁ ସାକାର କରିବାରେ ଅଗ୍ନିଶମ କର୍ମଚାରୀଙ୍କ ସକ୍ରିୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ଅଗ୍ନିକାଣ୍ଡ ଦୁର୍ଘଟଣା ଜାନୁଆରି ୧୯ତାରିଖରେ ମେଳାର ସେକ୍ଟର-୧୯ ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ବିଭାଗ ସମ୍ପୂର୍ଣ୍ଣ ସତର୍କତାର ସହିତ ସମସ୍ତ ଭକ୍ତ ଏବଂ କଳ୍ପବାସୀଙ୍କୁ ଉଦ୍ଧାର କରି ଅତି କମ ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରିପାରିଥିଲା।

ଏକ ସୁରକ୍ଷିତ ମହାକୁମ୍ଭର ଧାରଣାକୁ ଦୃଷ୍ଟିରେ ରଖି ମେଳା ଅଞ୍ଚଳରେ ୨୫ଟି ସେକ୍ଟରରେ ୫୦ଟି ଅଗ୍ନିଶମ କେନ୍ଦ୍ର ଏବଂ ୨୦ଟି ଅଗ୍ନିଶମ ପୋଷ୍ଟ ସ୍ଥାପନ କରାଯାଇଥିଲା। ମେଳା ସମୟରେ, ପ୍ରତ୍ୟେକ ସେକ୍ଟରରେ ୨,୨୦୦ ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଅଗ୍ନିଶମ ବିଭାଗର ସିଏଫଓ ପ୍ରମୋଦ ଶର୍ମା ସୂଚନା ଦେଇ କହିଛନ୍ତି।

ଏହା ବ୍ୟତୀତ ଅଗ୍ନିଶମ ବିଭାଗ 16.5 କୋଟି ଟଙ୍କାର ଅଧିକ ଆର୍ଥିକ କ୍ଷତିକୁ ମଧ୍ୟ ଅଟକା ଯାଇ ପାରିଛି । ମହାକୁମ୍ଭ ସମୟରେ ମୋଟ 185 ଟି ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ଯେଉଁଥିରୁ 24 ଟି ଅଗ୍ନିକାଣ୍ଡ ଘଟଣା ଗମ୍ଭୀର ରହିଥିଲା । 9348653959 ,

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.