Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଶୁଭଦ୍ରା ଯୋଜନା ଏକକୋଟି ମହିଳାଙ୍କୁ ଶସକ୍ତିକଣ କରିବ କି?

Ramesh Parida by Ramesh Parida
Mar 6, 2025, 03:23 pm GMT+0530
FacebookTwitterWhatsAppTelegram

ଶୁଭଦ୍ରା ଯୋଜନାକୁ ନେଇ ବଡ଼ ଉତ୍ସାହ ।  ଓଡ଼ିଶାରେ ମହିଳା ଶସକ୍ତିକରଣ ପାଇଁ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଉଛି, ଯାହା ମାଧ୍ୟମରେ ମହିଳାମାନେ ଅର୍ଥନୈତିକ ଓ ସାମାଜିକ ଭାବେ ସ୍ୱାଧୀନ ହେବାକୁ ସକ୍ଷମ ହେବେ ।

। ଏହି ଯୋଜନାର ଲକ୍ଷ୍ୟ ହେଉଛି ଏକ କୋଟି ମହିଳାଙ୍କୁ ଶସକ୍ତିକରଣ କରିବା ।  ସେମାନଙ୍କୁ ଅର୍ଥନୈତିକ ସାହାଯ୍ୟ ଏବଂ ସ୍ୱାବଳମ୍ବନ କରାଇବା । ଏହା ମାଧ୍ୟମରେ ମହିଳାମାନେ ନିଜେ କିଛି ଉଦ୍ୟମ କରି କିଛି ରୋଜଗାର ଆରମ୍ଭ କରିପାରିବେ ଓ ସାମାଜିକ ଭାବେ ଆଗକୁ ବଢ଼ିପାରିବେ।

ଏହି ପଦକ୍ଷେପ ଓଡ଼ିଶାର ମହିଳାମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାର ଆଶା ରହିଛି। ସୁଭଦ୍ରା ଯୋଜନାରେ ଏକ କୋଟି ମହିଳାଙ୍କୁ ସାମିଲ  କରିବା ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା, ପ୍ରାୟ 99 ଲକ୍ଷ ମହିଳା ଏହି ଯୋଜନାରୁ ଲାଭାନ୍ବିତ ହୋଇଛନ୍ତି। ଏହି ଯୋଜନା ଅଧିନରେ, ପ୍ରତ୍ୟେକ ହିତାଧିକାରୀଙ୍କୁ 5 ବର୍ଷ ମଧ୍ୟରେ 50,000 ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଉଛି, ଯାହା ସେମାନଙ୍କ ଅର୍ଥନୈତିକ ଶସକ୍ତିକରଣକୁ ବୃଦ୍ଧି କରିବ। ଯେଉଁ ମହିଳାମାନେ ଦାରିଦ୍ର୍ୟ ଭିତରେ ରହି ଦାଦନ ଖଟିବାକୁ ଯାଉଥିଲେ ସେମାନଙ୍କୁ ଏହା ନୂଆ ରାସ୍ତା ଦେଖାଇବ । ଆର୍ଥିକ ଦୁର୍ବଳ ମହିଳାମାନେ ଶୋଷଣରୁ ରକ୍ଷା ପାଇବେ ।

ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ନୂଆ ପଦକ୍ଷେପ, ଯାହା ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ଅର୍ଥନୈତିକ ସାହାଯ୍ୟ ଏବଂ ସଶକ୍ତିକରଣ ପ୍ରଦାନ କରାଯାଉଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ଏବଂ ସେମାନଙ୍କ ଜୀବନମାନ ଉନ୍ନତ କରିବା।

ଏହା ଅଧିନରେ, ହିତାଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ଅର୍ଥ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଅର୍ଥନୈତିକ ଶସକ୍ତିକରଣକୁ ସହାୟତା କରିବ। ମହିଳା ସଶକ୍ତିକରଣ କେବଳ ଏକ ନୀତି ନୁହେଁ, ଏହା ଏକ ଅଭିଯାନ, ଯାହା ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ, ଶିକ୍ଷା ଏବଂ ରାଜନୈତିକ ଭାବେ ସବଳ କରିବା ଉଦ୍ଦେଶ୍ୟରେ ହୋଇଥାଏ। ଏହା କିଛି ମୁଖ୍ୟ ପଦକ୍ଷେପ ମାଧ୍ୟମରେ ସମ୍ଭବ:

1. ଶିକ୍ଷା ଏବଂ ଜ୍ଞାନର ବୃଦ୍ଧି
ମହିଳାମାନଙ୍କ ପାଇଁ ମୁକ୍ତ ଏବଂ ଗୁଣତ୍ମକ ଶିକ୍ଷା ସହ  ବୃତ୍ତିଗତ ଶିକ୍ଷା ପ୍ରଦାନ, ଆଧୁନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ ।

ଅର୍ଥନୈତିକ ସ୍ୱାଧୀନତା
ମହିଳାମାନଙ୍କୁ ଧନର ଉପାର୍ଜନ ଅବସର ଦେବା, ସ୍ଵଯ଼ୋଜନା ଏବଂ ବ୍ୟବସାୟ ଉତ୍ସାହିତ କରିବା, ମହିଳା ସମୂହ ମାଧ୍ୟମରେ ଆର୍ଥିକ ସାହାଯ୍ୟ ପ୍ରଦାନ
3. ସ୍ୱାସ୍ଥ୍ୟ ଏବଂ ସମ୍ମାନ ରକ୍ଷା
ମହିଳା ସ୍ୱାସ୍ଥ୍ୟ ଏବଂ ପରିବାର ନିୟୋଜନ ସୁବିଧା,ନିରାପତ୍ତା ବ୍ୟବସ୍ଥା ଓ ଆଇନ ସୁରକ୍ଷା ଜୋରଦାର କରିବା ସହ ଗ୍ରାମ୍ୟ ଓ ଶହରୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ।
4. ସାମାଜିକ ସଶକ୍ତିକରଣ
ମହିଳାମାନଙ୍କ ଅଧିକାର ଏବଂ ସମାନ ସୁଯୋଗ ନିଶ୍ଚିତ କରିବା, ନିର୍ବାଚନିକ ଏବଂ ରାଜନୈତିକ ଅଂଶଗ୍ରହଣ ବୃଦ୍ଧି କରିବାକୁ ସଚେତନ କରିବା, ମହିଳାମାନଙ୍କୁ ନେତୃତ୍ୱ ଦକ୍ଷତା ଦେବା ଏବଂ ସ୍ୱାଧୀନ ଚିନ୍ତା ସୃଷ୍ଟି କରାଇବା ।
5. ସରକାରୀ ଯୋଜନାମାନଙ୍କ ମାଧ୍ୟମରେ ସାହାଯ୍ୟ
ସୁଭଦ୍ରା ଯୋଜନା (ଓଡ଼ିଶା ସରକାର), ଉଜ୍ଜ୍ୱଳା ଯୋଜନା (ଏଲପିଜି ଗ୍ୟାସ ସଂଯୋଗ), ସ୍ବୟଂସିଧା ଯୋଜନା (ମହିଳାମାନଙ୍କ ପାଇଁ ବ୍ୟବସାୟ ଅବସର)
ବେଟି ବଚାଓ, ବେଟି ପଢ଼ାଓ (ଶିକ୍ଷା ଏବଂ ଆର୍ଥିକ ସୁରକ୍ଷା) ଯୋଜନା ଗୁଡ଼ିକ ମଧ୍ୟ ମହିଳାଙ୍କୁ ଶସକ୍ତିକରଣ କରାଉଛି ।
ଯେପରିକି ସ୍ବୟଂସିଧା ଯୋଜନା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ମହିଳା ସଶକ୍ତିକରଣ ପଦକ୍ଷେପ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ଏବଂ ସହର ଅଞ୍ଚଳର ମହିଳାମାନଙ୍କୁ ସାମାଜିକ ଏବଂ ଅର୍ଥନୈତିକ ଭାବେ ସବଳ କରିବା।  ସ୍ୱୟଂସହାୟତା ଗୋଷ୍ଠୀର ସଦସ୍ୟା: ଗ୍ରାମ୍ୟ ଏବଂ ସହର ଅଞ୍ଚଳର ସ୍ୱୟଂସହାୟତା ଗୋଷ୍ଠୀରେ ସମ୍ପୃକ୍ତ ମହିଳାମାନେ ଏହାର ମୁଖ୍ୟ ଲାଭାନ୍ବିତ ହେଉଛନ୍ତି । ଆର୍ଥିକ ଦୁର୍ବଳ ପରିବାରର ମହିଳା, ନିମ୍ନ ଆୟ ବା ଆର୍ଥିକ ଦୁର୍ବଳ ପରିବାରର ମହିଳାମାନେ ଏହି ଯୋଜନାର ମାଧ୍ୟମରେ ଆର୍ଥିକ ସାହାଯ୍ୟ ଓ ପ୍ରଶିକ୍ଷଣ ପାଇପାରୁଛନ୍ତି । ଯେଉଁମାନେ ନିଜର ଦକ୍ଷତା ବିକାଶ କରିବାକୁ ଚାହୁଁଛନ୍ତି ଏବଂ ନିଜସ୍ୱ ଉଦ୍ୟମ ଆରମ୍ଭ କରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ଏହି ଯୋଜନା ଉପଯୋଗୀ ହୋଇପାରୁଛି । ତେଣୁ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆଗାମୀ ଦିନରେ ରାଜ୍ୟରେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.