Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ରୁଷ ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ବଡ଼ ପଦକ୍ଷେପ ନେବେ ଡ଼ୋନାଲ୍ଟ ଟ୍ରମ୍ପ

Ramesh Parida by Ramesh Parida
Mar 6, 2025, 10:19 am GMT+0530
FacebookTwitterWhatsAppTelegram

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ ରୁଷ ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ବଡ଼ ପଦକ୍ଷେପ ନେବେ ବୋଲି ଆଜି ଆମେରିକା କଂଗ୍ରେସରେ ତାଙ୍କର ଉଦବୋଧନରେ ଘୋଷଣା କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ବୋଲଡ଼ିମିର  ଜେଲେନସ୍କିଙ୍କଠାରୁ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ସଂକ୍ରାନ୍ତରେ ଏକ ଚିଠି ପାଇଥିବା ଟ୍ରମ୍ପ କହିଛନ୍ତି। ଏହି ଚିଠିରେ ଲେଖାଯାଇଛି, ସ୍ଥାୟୀ ଶାନ୍ତିକୁ ନିକଟତର କରିବା ପାଇଁ ୟୁକ୍ରେନ ଯଥାଶୀଘ୍ର ଆଲୋଚନା ଟେବୁଲକୁ ଆସିବାକୁ ପ୍ରସ୍ତୁତ ଅଛି। ଏଥି ସହିତ ଆମେରିକା ସହ ଖଣିଜ ଚୁକ୍ତିରେ ସ୍ୱାକ୍ଷର କରିବାକୁ ଜେଲେନସ୍କି ତାଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳିର ପ୍ରଥମ କଂଗ୍ରେସ ଅଭିଭାଷଣ ଅବସରରେ  ଏହା ପ୍ରକାଶ କରିବା ସହ ଜେଲେନସ୍କିଙ୍କ ଚିଠିକୁ ପ୍ରଶଂସା କରିଛନ୍ତି। ହଜାର ହଜାର ରୁଷୀୟ ଓ ୟୁକ୍ରେନବାସୀ ଯୁଦ୍ଧରେ ମରୁଛନ୍ତି, ତେଣୁ ମୁଁ ଏହି ଅର୍ଥହୀନ ଯୁଦ୍ଧର ଅନ୍ତ କରିବାକୁ ଚାହୁଛି। ୟୁରୋପ ଓ ଜୋ ବାଇଡେନଙ୍କ ପୂର୍ବ ପ୍ରଶାସନ ପରିସ୍ଥିତିକୁ ଖରାପ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଯୁଦ୍ଧରେ ଆମେରିକା ପ୍ରାୟ ୩୫୦ ବିଲିୟନ ଡଲାର ସହାୟତା ଦେବା ଏବଂ ଏହା ଲମ୍ବା ସମୟ ଧରି ଚାଲିଥିବାରୁ ଭୀଷଣ ଅନର୍ଥକାରୀ ସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ବନ୍ଦ ହେବା ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ,  ନିକଟରେ ହ୍ବାଇଟ୍‌ହାଉସ୍‌ରେ ରୁଷ୍-ୟୁକ୍ରେନ ଯୁଦ୍ଧବିରତି ପାଇଁ ୟୁକ୍ରେନର ପଦକ୍ଷେପ କ’ଣ ହେବ ସେ ସଂପର୍କରେ ଆଲୋଚନା କରୁଥିବା ବେଳେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା।   ଗଣମାଧ୍ୟମ ସମ୍ମୁଖରେ ଦୁଇ ନେତା ମୁହାଁମୁହିଁ ହେବା ହଇଚଇ ସୃଷ୍ଟି କରିଥିଲା। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଅଭିଯୋଗ କରିଥିଲେ ଯେ ଓଭାଲ ଅଫିସରେ ଜେଲେନସ୍କି ଆମେରିକାକୁ ଓ ଆମେରିକା ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଛନ୍ତି। ଆମେରିକାଠାରୁ ୩୫୦ ବିଲିୟନ ଡଲାର  ସହାୟତା ପାଇବା ସତ୍ତ୍ବେ ଜେଲେନସ୍କି ସାମାନ୍ୟତମ କୃତଜ୍ଞତା ପ୍ରକାଶ କରିନାହାନ୍ତି। ଏହାପରେ ଜେଲେନସ୍କିଙ୍କ ଟିମ୍‌କୁ ଚାଲିଯିବାକୁ କୁହାଯାଇଥିଲା ଏବଂ ଆମେରିକା ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷରିତ ହୋଇ ନ ଥିଲା। ଏହାପରେ ଜେଲେନସ୍କି ଟ୍ରମ୍ପଙ୍କ ପାଖକୁ ଏକ ଚିଠି ପଠାଇ ଆମେରିକାର ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଶାନ୍ତି ଚାହୁଛନ୍ତି ଓ ଖଣିଜ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି ଜଣାଇଥିଲେ, ଯାହାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଆଜି ଯୁଦ୍ଧବିରତି ପାଇଁ କଂଗ୍ରେସ ଉଦ୍‌ବୋଧନରେ ଟ୍ରମ୍ପ  ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ରୁଷ୍‌ ୟୁକ୍ରେନରେ ଦଖଲ କରିଥିବା କୌଣସି ଅଂଚଳ ଛାଡ଼ିବ ନାହିଁ ବୋଲି ଦୋହରାଇଛି।

Tags: INDIAnewsodishaTOP NEWS
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.