Thursday, June 5, 2025
No Result
View All Result
Odisha 365

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜୀବନଶ yle ଳୀ

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ କନାକୁଣ୍ଡ

Ramesh Parida by Ramesh Parida
Mar 3, 2025, 09:10 am GMT+0530
FacebookTwitterWhatsAppTelegram

ବାଲିଶଙ୍କରା ବ୍ଳକ ଘୋଷର ନିକଟ କନାକୁଣ୍ଡ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ ଆରାୟାଂଶ ନାମଜ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏହି ସ୍ଥାନର କିଛି ଫଟୋରେ ଚମକୃତ ହୋଇ ମହିନ୍ଦ୍ରା ଗ୍ରୁପ କମ୍ପାନିର ମାଲିକ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାକୁ ରି ଟ୍ବିଟ କରିଥିଲେ । ହି ସ୍ଥାନକୁ ଜାତୀୟ ପର୍ଯ୍ୟଟନସ୍ଥଳ ଓ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍‌ କରିବା ଲାଗି ଆମକୁ କ’ଣ କରିବାକୁ ହେବ ବୋଲି ଆନନ୍ଦ ପ୍ରଶ୍ନ କରିଥିଲେ। ଏହା ପରେ ଓଡ଼ିଶା ସରକାର ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଶନିବାର ପର୍ଯ୍ୟଟନ ବିଭାଗର ଏକ ଟିମ୍‌ ସୁନ୍ଦରଗଡ଼ ଆସି ‘କନାକୁଣ୍ଡ’ ପରିଦର୍ଶନ କରିବା ସହ ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି ସ୍ଥାନର ବିକାଶ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କନାକୁଣ୍ଡ କିପରି ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ ସେ ଦିଗରେ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାଠାରୁ ୫୦ କିଲୋମିଟର ଦୂର ବାଲିଶଙ୍କରା ବ୍ଲକ୍‌ ଘୋଘର ଗ୍ରାମ ନିକଟ ଇବ୍‌ନଦୀ ମଧ୍ୟ ଭାଗରେ ସାତବଖରା ନାମରେ ପରିଚିତ ପଥରର ପ୍ରାକୃତିକ କଳାକୃତିର ଅପରୂପକୁ ଧରି ରଖିଥିବା ଏହିସ୍ଥାନ ବହୁବର୍ଷ ଧରି ଲୁକ୍କାୟିତ ଅବସ୍ଥାରେ ଥିଲା। ତେବେ କିଛି ପ୍ରକୃତିପ୍ରେମୀ ଏହାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ କରିବା ପରେ ଏବେ ଏଠାକୁ ଲୋକଙ୍କ ସୁଅ ଛୁଟିବା‌ରେ ଲାଗିଛି। ଯେଉଁ ପର୍ଯ୍ୟଟକ ଏଠାକୁ ଥରଟିଏ ବୁଲିବାକୁ ଆସିଛନ୍ତି, ତା’ର ସୌନ୍ଦର୍ଯ୍ୟରେ ହଜିଛନ୍ତି।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ
ଜୀବନଶ yle ଳୀ

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ
ଜୀବନଶ yle ଳୀ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?
ଜୀବନଶ yle ଳୀ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?

ହାଡକୁ ମଜବୁତ କରେ ଖଜୁର
ଜୀବନଶ yle ଳୀ

ହାଡକୁ ମଜବୁତ କରେ ଖଜୁର

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.