Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ଅମିତ ଶାହ ଏବଂ ଏକନାଥ ସିନ୍ଦେଙ୍କ ଗୁପ୍ତ ବୈଠକ – ଶିବସେନାର ଦାବି

Ramesh Parida by Ramesh Parida
Mar 2, 2025, 01:54 pm GMT+0530
FacebookTwitterWhatsAppTelegram

ଶିବସେନା ଉଦ୍ଧବ ଗୋଷ୍ଠୀର ପତ୍ରିକା ସାମ୍ନାରେ ଦାବି କରାଯାଇଛି ଯେ ଗତ ଫେବୃଆରୀ 22 ରେ ପୁଣେରେ ଅମିତ ଶାହ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା । ସାମ୍ନା ପତ୍ରିକାରେ କୁହାଯାଇଛି ଯେ ଦିଲ୍ଲୀରେ ମରାଠୀ  ସାହିତ୍ୟ ସମ୍ମିଳନୀ ପାଳନ କରାଯାଇଥିଲା ଏବଂ ମହାରାଷ୍ଟ୍ରରେ ମରାଠୀ ଭାଷା ଗୌରବ ଦିବସ ପାଳନ କରାଯାଇଥିଲା କିନ୍ତୁ ଏସବୁ ଭିତରେ ମରାଠୀ ଲୋକଙ୍କ ସ୍ବାଭିମାନ ଏବଂ ଅସ୍ଥିତାର କୌଣସି ସ୍ଥାନରେ ହଜି ଯାଇଥିଲା । କାରଣ ଏବେ ମହାରାଷ୍ଟ୍ରରେ ଶାସନ ତୋର ସମ୍ପୂର୍ଣ୍ଣ ଭାବରେ ଦିଲ୍ଲୀ ହାତରେ ରହିଛି । ମହାରାଷ୍ଟ୍ର ନେତାମାନେ ଅମିତ ଶାହଙ୍କୁ ଭେଟିବା ପାଇଁ ସକାଳ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ସାମ୍ନାରେ ଲେଖା ଯାଇଛି, “ମହାରାଷ୍ଟ୍ରରେ ମରାଠା  ଅସ୍ମିତାକୁ ବାଜିରେ ଲଗାଇବାକୁ ଏକ ସୈନ୍ୟବାହୀନି ଗଠନ ହୋଇଛି । ଶିବାଜୀ ମହାରାଜ ଏବଂ ସମ୍ଭାଜୀ ମହାରାଜଙ୍କ ସମୟରେ ମଧ୍ୟ, ୱତନଦାରୀଙ୍କ ଲୋକମାନେ ବିଶ୍ୱାସଘାତ କରାଯାଉଥିଲା । ଆଜି ମଧ୍ୟ କ୍ଷମତା ଲୋଭ ପାଇଁ ଦିଲ୍ଲୀକୁ ସଲାମ କରାଯାଉଛି । ଯେତେବେଳେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ହୋଇଥିଲା, ଏକନାଥ ସିନ୍ଦେ କହିଥିଲେ ଯେ, ଏହା ‘ମରାଠା ସ୍ୱାଭିମାନ’ ପାଇଁ ଏକ ଲଢ଼େଇ । କିନ୍ତୁ ସେହି ସିନ୍ଦେ ଆଜି ଦିଲ୍ଲୀର ଦରବାରରେ ମୁଣ୍ଡ ନୂଆଇଁ ଠିଆ ହୋଇଛନ୍ତି ।

ଶାହଙ୍କୁ ଭେଟିବାକୁ ଅପେକ୍ଷା କିରଥିଲେ ସିନ୍ଦେ !
ସାମ୍ନା ପତ୍ରିକା ମୁତାବକ, ଏକନାଥ ଫେବୃଆରୀ ୨୨ ତାରିଖ ସକାଳ ୪ଟା ପର୍ୟ୍ୟନ୍ତ ପୁଣେର କୋରେଗାଓଁ ପାର୍କ ଅମିତ ଶାହଙ୍କ ଅପେକ୍ଷା କରିଥିଲେ । ସେଠାରେ  ଥିବା ‘ୱେଷ୍ଟିନ୍’ ହୋଟେଲରେ ସିନ୍ଦେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

ତାମିଲନାଡୁରେ ବିଜେପିର ଭାଗ୍ୟ
ରାଜନୀତି

ତାମିଲନାଡୁରେ ବିଜେପିର ଭାଗ୍ୟ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.