Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜୀବନଶ yle ଳୀ

କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା

Ramesh Parida by Ramesh Parida
Mar 1, 2025, 08:55 am GMT+0530
FacebookTwitterWhatsAppTelegram

କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା  । ଦହିବରା ନାଁ ଯେମିତି ସ୍ବାଦ ବି ସେମିତି । ନାଁ ଶୁଣିଲେ ପାଟିରେ ଆସିଯାଏ ପାଣି । ଦହିବରା ଉପରେ ଆଳୁଦମ ତା ଉପରେ ଘୁଘୁନି । ଓଃ କି ସ୍ବାଦିଷ୍ଟ ପେଟ ପୂରା ଶାନ୍ତି  ସକାଳ ହେଉ କି ସନ୍ଧ୍ୟା ଦହିବରା ଟିକେ ନହେଲେ ମନ ମାନେନା । ଦହିବରା ଖାଇସାରିଲା ପରେ ଦହିପାଣି ଆଉ ସେଓ ଖାଇବାର ମଜା ହିଁ କିଛି ଅଲଗା  ।

ଓଡିଆ ଲୋକଙ୍କ ଭାରି ପ୍ରିୟ ଦହିବରା ଆଳୁଦମ । ହେଲେ କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା । ଯିଏ ଖାଇଛି ସିଏ ଜାଣିଛି । ଆଜି ମାର୍ଚ୍ଚ 1 ବିଶ୍ୱ ଦହିବରା ଆଳୁଦମ ଦିବସରେ ଆସନ୍ତୁ ଖାଇବା ଦହିଭିଜା ଦହିବରା, ଆଳୁ କଷା ସାଙ୍ଗକୁ ଗରମ ଗରମ ଘୁଘୁନି ।

ସେଥିପାଇଁ ତ ସବୁ କଟକିଆ ସକାଳୁ ଉଠି ଚାଲି ଆସନ୍ତି ବୋଷ କଲେଜ ପାଖ ରଙ୍କ ଦହିବରା ଖାଇବାକୁ । ନହେଲେ ସନ୍ଧ୍ୟା ହେଲେ ସୁଲୁସୁଲିଆ ପବନ ଖାଇ କେତେବେଳେ କୃଷକ ବଜାରର ବାବୁଲା ଦହିବରା ଆଡେ ମାଡି ଯାଆନ୍ତି ତ ଆଉ କେତେବେଳେ ବିଡାନାସିର ରଘୁ ଦହିବରା ନହେଲେ କେତେବେଳେ କନିକା ଛକର ତ୍ରିନାଥ ଦହିବରା ।
ଏଠି ଦଶହରା ହେଉ କି ବାଲିଯାତ୍ରା କଟକିଆ ଦହିବରା ଖାଇବାକୁ ଭୁଲନ୍ତି ନାହିଁ  ।  କେବଳ ପର୍ବ ନୁହେଁ ସକାଳ ଜଳଖିଆ, ସନ୍ଧ୍ୟା ଜଳିଖିଆରେ ବି ଦହିବରା କଟକିଆଙ୍କ ମୁଖ୍ୟ ଖାଦ୍ୟ । ପେଟେ ଖାଇଦେଲେ ଦିନ ଯାକ ଭାତ ବି ଖାଇବାକୁ ଇଚ୍ଛା ହୁଏନି ।

Tags: INDIAnewsodishaTOP NEWSyogurt-day
ShareTweetSendShare

RelatedNews

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ
ଜୀବନଶ yle ଳୀ

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ
ଜୀବନଶ yle ଳୀ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?
ଜୀବନଶ yle ଳୀ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?

ହାଡକୁ ମଜବୁତ କରେ ଖଜୁର
ଜୀବନଶ yle ଳୀ

ହାଡକୁ ମଜବୁତ କରେ ଖଜୁର

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.