Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ୟୁନିଟ ପିଛା ଅନ୍ୟୁନ 20 ପଇସାରୁ 73 ପଇସା ପର୍ଯ୍ୟନ୍ତ ବିଜୁଳି ଦେୟ ବୃଦ୍ଧି ହେବା ନିଶ୍ଚିତ

Ramesh Parida by Ramesh Parida
Feb 27, 2025, 03:14 pm GMT+0530
FacebookTwitterWhatsAppTelegram

ମାଗଣା ବିଜୁଳି ସ୍ବପ୍ନ ତୁଟିଲା  । ସୌର ବିଜୁଳି ବି ମିଳିଲା ନାହିଁ । ଆଉ ଏବେ ବୋଝ ଉପରେ ନଳିତା ବିଡ଼ା ପରି ଉପଭୋକ୍ତାଙ୍କ ଠାରୁ ଆଦାୟ ହେବ ଅଧିକ ବିଜୁଳି ଶୁଳ୍କ । ବିଦ୍ୟୁତ ଉତ୍ପାଦକ କମ୍ପାନୀ ଓଇଆରସି ନିକଟରେ କରିଥିବା ଦାବି ଯଦି ଗ୍ରହଣ ହୁଏ ତେବେ ୟୁନିଟ ପିଛା ଅନ୍ୟୁନ 20 ପଇସାରୁ 73 ପଇସା ପର୍ଯ୍ୟନ୍ତ ବିଜୁଳି ଦେୟ ବୃଦ୍ଧି ହେବା ନିଶ୍ଚିତ ବୋଲି କୁହାଯାଇଛି ।

ଓଇଆର୍‌ସି ପକ୍ଷରୁ ବିତରଣ ଓ ପରିବହନ କ୍ଷତି ହ୍ରାସ ଲକ୍ଷ୍ୟ ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକ ପୂରଣ କରିପାରୁ ନାହାନ୍ତି। ତେଣୁ ରାଜସ୍ୱ ବୃଦ୍ଧି ପାଇଁ ବିଜୁଳି ୟୁନିଟ୍‌ ଶୁଳ୍କ ବଢାଇବା ପାଇଁ ଯୁକ୍ତି କରୁଛନ୍ତି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗରେ ବିଦ୍ୟୁତ ଦେୟ ସମ୍ପର୍କିତ ଶୁଣାଣି ସମୟରେ ଓପିଜିସି, ଓପିଟିସିଏଲ ଓ ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ଦର ବୃଦ୍ଧି ପାଇଁ ଦାବି ରଖିଛନ୍ତି। ଯାହାଫଳରେ ଗ୍ରାହକଙ୍କ ଉପରେ ବିଜୁଳି ବୋଝ ବଢ଼ିବାର ଆଶଙ୍କା ଦେଖାଦେଇଛି।

୨୦୨୫-୨୬ ବର୍ଷ ପାଇଁ ଟିପିସିଓଡିଏଲର ରାଜସ୍ୱ ଆବଶ୍ୟକତା ୨୪୯୦ କୋଟି ଟଙ୍କା ଦର୍ଶାଇଛି । ସେହିପରି ରାଜସ୍ୱ ନିଅଣ୍ଟ ବୃଦ୍ଧି ଭରଣା ପାଇଁ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନିମନ୍ତେ ବିତରଣକାରୀ କମ୍ପାନୀ ଦାବି କରିଛି। ଅନ୍ୟପକ୍ଷରେ ଆଗକୁ ଏଆରଆର କଷ୍ଟ୍‌ ବଢ଼ିବା ଆଶଙ୍କାରେ ବିଜୁଳି ଦର ବୃଦ୍ଧି ପାଇଁ ସେମାନେ ଦାବି କରୁଛନ୍ତି। ବିଜୁଳି ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିବାକୁ ପୂର୍ବରୁ ଟିପିଏନଓଡିଏଲ ଦାବି କରିଥିବା ବେଳେ ୭୩ ପଇସା ବୃଦ୍ଧି ପାଇଁ ଦାବି କରିଥିଲା ଟିପିଏସଓଡିଏଲ। ଆଜି ଟିପିସିଓଡିଏଲ ମଧ୍ୟ ଶୁଳ୍କ ବୃଦ୍ଧି ସପକ୍ଷରେ ମତ ଦେଇଛି। ତେବେ ଆୟୋଗ ସମସ୍ତ ବିଷୟ ତର୍ଜମା କରିବା ପରେ ଗ୍ରାହକ, ଉତ୍ପାଦକ ସଂସ୍ଥା, ବିତରକ ସମସ୍ତଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଆସନ୍ତା ୨୭ରେ ଟିପିଡବ୍ଲୁଓଡିଏଲର ଶୁଣାଣି ରହିଛି। ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ହେବ। ତା ପରେ ଆୟୋଗ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଦାବିକୁ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ବିରୋଧ କରିଛି। ମହାସଂଗ କହିଛି ଯେ ପୂର୍ବ ବର୍ଷର ଟାର୍ଗେଟ ଅନୁଯାୟୀ ଟିପିସିଓଡିଏଲ ବିତରଣ ଓ ପରିବହନ କ୍ଷତି କମାଇ ପାରୁନି। ବୈଷୟିକ କ୍ଷତି ୮.୧୫ ପ୍ରତିଶତ ଲକ୍ଷ୍ୟରୁ କମ୍ପାନୀ ମାତ ୬.୪୮ ହାସଲ କରିବାରେ ସମର୍ଥ ହୋଇଛି। ଏହି କ୍ଷତି ଭରଣା କରିପାରିଲେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ଆଦାୟ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଯଦି ବିତରଣ ଓ ପରିବହନ କ୍ଷତି ହ୍ରାସ କରି ପାରିବ ନାହିଁ, ସେଥିପାଇଁ ଗ୍ରାହକ କାହିଁକି କ୍ଷତି ସହିବେ ବୋଲି ଉପଭୋକ୍ତା ମହାସଂଘ ପାଲଟା ଯୁକ୍ତି ବାଢ଼ିଛି। ଏହା ସହିତ କାପେକ୍ସରେ ଏତେ ଅର୍ଥ କାହିଁକି ସରକାର ବ୍ୟୟ କଲେ ବୋଲି ମଧ୍ୟ ଉପଭୋକ୍ତା ମହାସଂଘ ଦାବି କରିବା ସହ ଟିପିସିଓଡିଏଲର ଲାଇସେନ୍ସ ରଦ୍ଦ କରିବାକୁ ଦାବି କରିଛି।

 

Tags: INDIAodishaTOP NEWS
ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.