Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ମହାକୁମ୍ଭରେ ରେକର୍ଡ: 62 କୋଟି ଶ୍ରଦ୍ଧାଳୁ କଲେଣି ସ୍ନାନ, ମୁଖ୍ୟମନ୍ତ୍ରୀ ପକାଇଲେ ବୁଡ଼

ସାଂସଦ ପ୍ରତାପ ଷଡ଼ଙ୍ଗୀ ପକାଇଲେ ବୁଡ଼

Ramesh Parida by Ramesh Parida
Feb 24, 2025, 03:23 pm GMT+0530
FacebookTwitterWhatsAppTelegram

ମହାକୁମ୍ଭ ମେଳା 2025 କୁ କୋଟି କୋଟି ଲୋକ ବୁଡ଼ ପକାଇବାକୁ ଆସୁଛନ୍ତି ।  ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ କମିବାର ନାମ ନେଉନାହିଁ ।  62 କୋଟିରୁ ଅଧିକ ଲୋକ ଗଙ୍ଗା ସ୍ନାନ କରିଥିବା ବେଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଡ଼ ପକାଇଛନ୍ତି । ମହାକୁମ୍ଭରେ ବୁଡ଼ ପକାଇବା ସହ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରି ବାଲେଶ୍ବର ସାଂସଦ ମଧ୍ୟ  କୁମ୍ଭ ବୁଡ଼ ପକାଇଛନ୍ତି । “ବିଶ୍ୱାସ ଏବଂ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ମହାକୁମ୍ଭ” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କ ସହ ବୁଡ ପକାଇଛନ୍ତି ।

ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଆଜି, ତୀର୍ଥରାଜ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରେ ମହାନ ଏବଂ ଦିବ୍ୟ ମହାକୁମ୍ଭରେ ମା ଗଙ୍ଗା, ଯମୁନା ଏବଂ ସରସ୍ବତୀଙ୍କ ଆଶୀର୍ବାଦ ନେଇ ହୃଦୟ ଅଭିଭୂତ ହୋଇଗଲା। ମୁଁ ପ୍ରାର୍ଥନା କରୁଛି ଯେ ସଙ୍ଗମର ପବିତ୍ର ଧାରା ସମଗ୍ର ଜଗତର ଆଶୀର୍ବାଦ ଏବଂ କଲ୍ୟାଣ କରୁ।

ପ୍ରୟାଗରାଜର ପବିତ୍ର ଧରାରେ ଚାଲିଥିବା ବିଶ୍ବର ସବୁଠୁ ବଡ଼ ମହାକୁମ୍ଭ ମେଳା ଆଉ ଦୁଇ ଦିନ ମଧ୍ୟରେ ସମାପ୍ତ ହୋଇଯିବ। ତଥାପି ଭକ୍ତମାନଙ୍କର ଆସିବା ଅବିରତ ଭାବରେ ଜାରି ରହିଛି।

ପ୍ରତିଦିନ ଏକ କୋଟିରୁ ଅଧିକ ଭକ୍ତ ଗଙ୍ଗା ମଧ୍ୟରେ ପବିତ୍ର ସ୍ନାନ କରୁଛନ୍ତି।  ଆଜି ସୋମବାରରେ ଅଧିକ ଭିଡ଼ ଦେଖିବାକୁ ମିଳିଛି।  2ଟା ପର୍ଯ୍ୟନ୍ତ 91.84 ଲକ୍ଷ ଲୋକ ଗଙ୍ଗାସ୍ନାନ କରିଛନ୍ତି, ଯେଉଁଠି ଗତକାଲି ଏହି ସଂଖ୍ୟା କେବଳ 50 ଲକ୍ଷ ଥିଲା। 13 ଜାନୁଆରୀରୁ ଏପର୍ଯ୍ୟନ୍ତ ମୋଟ 62.61 କୋଟି ଭକ୍ତ ଗଙ୍ଗାସ୍ନାନ କରିସାରିଛନ୍ତି।

ଭିଡ ପାଇଁ ସହର ଜାମ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ଗାଡି ଘଣ୍ଟା ଘଣ୍ଟା ରାସ୍ତାରେ ଅଟକି ରହୁଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୈା ଏବଂ ଅୟୋଧ୍ୟା ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ କିଛି ଦୂରରେ ଅଟକାଯାଉଛି।

Tags: 62 crore devoteesINDIAmaha-kumbhmohannewsPratap SarangiPrayagrajTOP NEWStriveni-sangam
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

Latest News

ସକାଳର ମୁଖ୍ୟ ଖବ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.