Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଜାତି, ଧର୍ମ ଏବଂ ଭାଷାରୁ ଉପରକୁ ଉଠି ସମାଜରେ ସଦ୍ଭାବ ବୃଦ୍ଧି କରିବାର ଆବଶ୍ୟକତା ଅଛି: ଆରଏସଏସ ମୁଖ୍ୟ ମୋହନ ଭାଗବତ

Ramesh Parida by Ramesh Parida
Feb 24, 2025, 11:56 am GMT+0530
FacebookTwitterWhatsAppTelegram

ଗୌହାଟୀ: ଏକ ସମନ୍ୱିତ ସମାଜ ଗଠନ କରିବା ପାଇଁ ସମାଜରେ ବିଭିନ୍ନ ଜାତି, ଧର୍ମ, ଅଞ୍ଚଳ ଏବଂ ଭାଷା ମଧ୍ୟରେ ବନ୍ଧୁତା  ଆବଶ୍ୟକ । ଏହା ସହ ସମାଜ ଭିତରେ ଏକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ହିନ୍ଦୁ ମନ୍ଦିର, ଜଳାଶୟ ଏବଂ ଶ୍ମଶାନ ଭୂମିର ସୁରକ୍ଷା ପାଇଁ ସମସ୍ତେ ପାରସ୍ପରିକ ସମ୍ମାନ ଏବଂ ସହଯୋଗ ସହିତ ଏକଜୁଟ ହେବା ଉଚିତ। ପରିବାରରେ ଭାରତୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଦ୍ୱାରା ସମାଜ ସଠିକ ଦିଗରେ ଗତି କରିପାରିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ।

ଗୈାହାଟୀରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଭାଷଣ ଦେଇ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ ସାମାଜିକ ପରିବର୍ତ୍ତନ ପାଇଁ 5ଟି ପରିବର୍ତ୍ତନକୁ ଏକ ଗୁରୁତ୍ୱପୂର୍ଣ୍ଣ ଚାବିକାଠି ଭାବରେ ରେଖାଙ୍କିତ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଗୌହାଟି ମହାନଗର କ୍ଷେତ୍ର ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ। ସରସଂଘଚାଳକ ଡକ୍ଟର ଭାଗବତ ସାମାଜିକ ପରିବର୍ତ୍ତନ ପାଇଁ ଆବଶ୍ୟକ ପାଞ୍ଚଟି ପରିବର୍ତ୍ତନ, ଯଥା ସାମାଜିକ ସଦ୍ଭାବ, ପାରିବାରିକ ମୂଲ୍ୟବୋଧ, ପରିବେଶ ସୁରକ୍ଷା, ସ୍ୱଦେଶୀ ଏବଂ ନାଗରିକ କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଡକ୍ଟର ଭାଗବତ ପରିବେଶ ସୁରକ୍ଷାରେ ସମାଜର ସାମୂହିକ ଦାୟିତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଜଳ ସଂରକ୍ଷଣ, ପଲିଥିନ୍ ହ୍ରାସ ଏବଂ ବୃକ୍ଷ ରୋପଣ ଭଳି କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ପରିବାର ନିଜ ଭାଷା, ପୋଷାକ, ଖାଦ୍ୟ, ବାସସ୍ଥାନ ଏବଂ ଯାତ୍ରାରେ ସ୍ୱଦେଶୀକୁ ଗ୍ରହଣ କରିବା ଉଚିତ। ଡକ୍ଟର ଭାଗବତ ସମସ୍ତଙ୍କୁ ବିଦେଶୀ ଭାଷାର ବ୍ୟବହାର ହ୍ରାସ କରି ନିଜ ମାତୃଭାଷାରେ ଯୋଗାଯୋଗ କରିବାକୁ ଆହ୍ୱାନ କରିଥିଲେ।

ଡକ୍ଟର ଭାଗବତ କହିଥିଲେ ଯେ   ଆମେ ସମସ୍ତ ସରକାରୀ ନିୟମ ଏବଂ ଆଇନ ପାଳନ କରିବା ଉଚିତ, ସେହି ସମୟରେ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେଉଛି ପାରମ୍ପରିକ ସାମାଜିକ ନୈତିକ ମାନଦଣ୍ଡ ପାଳନ କରିବା, ଯାହା କୌଣସି ନାଗରିକ ନିୟମ ପୁସ୍ତକରେ ଉଲ୍ଲେଖ ନାହିଁ, ଯାହା ଦ୍ୱାରା ସମାଜ ଉପକୃତ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଉତ୍ତର ଆସାମ ପ୍ରଦେଶର ସଂଘଚାଳକ ଡକ୍ଟର ଭୂପେଶ ଶର୍ମା ଏବଂ ଗୌହାଟି ମହାନଗରର ସଂଘଚାଳକ ଗୁରୁ ପ୍ରସାଦ ମେଧି ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ ଡକ୍ଟର ମୋହନ ଭାଗବତ ବାର୍ଷିକ କାର୍ଯ୍ୟକ୍ରମ ଅଧୀନରେ ପାଞ୍ଚ ଦିନିଆ ଆସାମ ଗସ୍ତରେ ଅଛନ୍ତି।

Tags: mohan-bhagwatnewsTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

Latest News

ସକାଳର ମୁଖ୍ୟ ଖବ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.