Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ପ୍ରୟାଗରାଜରେ ହେଉଥିବା  ଆଧ୍ୟାତ୍ମିକ ସମାବେଶ ମୃତ୍ୟୁକୁମ୍ଭରେ ପରିଣତ ହୋଇଛି -ମମତା ବାନାର୍ଜୀ

Ramesh Parida by Ramesh Parida
Feb 19, 2025, 09:33 am GMT+0530
FacebookTwitterWhatsAppTelegram

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ମହାକୁମ୍ଭକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚା କରିଛନ୍ତି । ପ୍ରୟାଗରାଜରେ ହେଉଥିବା  ଆଧ୍ୟାତ୍ମିକ ସମାବେଶ ମୃତ୍ୟୁକୁମ୍ଭରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମହାକୁମ୍ଭରେ ଉପସ୍ଥିତ ଲୋକଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାରେ ଭେଦଭାବ ରହିଛି । ଏହା ହେଉଛି ମୃତ୍ୟୁକୁମ୍ଭ ମୁଁ ମହାକୁମ୍ଭକୁ  ସମ୍ମାନ କରେ ମୁଁ ପବିତ୍ର ଗଙ୍ଗା ମା ଙ୍କୁ ସମ୍ମାନ କରେ । କିନ୍ତୁ କୌଣସି ଯୋଜନା ନାହିଁ । ଧନୀ ଭିଆଇପିଙ୍କ ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟରେ କ୍ୟାମ୍ପ ପାଇବା ପାଇଁ ବ୍ୟବସ୍ଥା ରହିଛି । ଗରିବଙ୍କ ପାଇଁ କୁମ୍ଭରେ କୌଣସି ବ୍ୟବସ୍ଥା  ନାହିଁ ମେଳାରେ ଭିଡ଼ ଜମିବା ସାଧାରଣ କଥା କିନ୍ତୁ ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ ଥିଲା ବୋଲି ସେ କହିଛନ୍ତି । ମହାକୁମ୍ଭରେ ଘଟିଥିବା ଦଳାଚକଟା ଘଟଣା ପରେ କରାଯାଇଥିବା ଶବ ବ୍ୟବଚ୍ଛେଦ ଉପରେ ମଧ୍ୟ ଟିଏମସି ମୁଖ୍ୟ ପ୍ରଶ୍ନ ଉଠାଇବା ସହ ପୀଡ଼ିତଙ୍କୁ ୟୁପି ସରକାର କେତେ କ୍ଷତିପୂରଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଶ୍ଚିମବଙ୍ଗ ଲୋକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ନାହିଁ । ମୋ ସରକାର  ସେମାନଙ୍କ ଶବ ବ୍ୟବଚ୍ଛେଦ କରିଥିଲଲେ ବୋଲି ମମତା କହିଛନ୍ତି ।

ନିକଟରେ ମୌନୀ-ଅମାବାସ୍ୟା ଅବସରରେ ଅମୃତ ସ୍ନାନ ସମୟରେ ପ୍ରୟାଗରାଜରେ ଘଟିଥିବା ଦଳାଚକଟା ପରିପ୍ରେକ୍ଷୀରେ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ଦେଇଥିଲେ। ଚଳିତ ମହାକୁମ୍ଭ ମେଳା ପ୍ରସଙ୍ଗରେ ଟିଏମ୍‌ସି ସୁପ୍ରିମୋଙ୍କ ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗର ବିଜେପି ବିଧାୟକମାନେ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ବୋଲି ଆଖ୍ୟା ଦେଇ କହିଛନ୍ତି ଯେ ମହାକୁମ୍ଭର ଅପମାନକୁ ଭାରତବାସୀ ବରଦାସ୍ତ କରିବେ ନାହିଁ। ମମତାଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ହିନ୍ଦୁ ଓ ସନ୍ଥ ସମ୍ପ୍ରଦାୟକୁ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଦୃଢ଼ ବିରୋଧ କରିବାକୁ ନିବେଦନ କରିଛନ୍ତି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ମମତାଙ୍କ ଏହି ମନ୍ତବ୍ୟ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ପରାଜୟର ସଙ୍କେତ। ମମତା ବାନାର୍ଜୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ରାଜନୈତିକ ଭାଗ୍ୟର ସମ୍ମୁଖୀନ ହେବେ ବୋଲି ଦାବି କରି ମାଲବ୍ୟ କହିଛନ୍ତି ଯେ ମହାକୁମ୍ଭ ପ୍ରତି ମମତା ବାନାର୍ଜୀଙ୍କ ଅଯଥା ଆକ୍ରମଣ ୨୦୨୬ରେ ତାଙ୍କ ପରାଜୟର ପ୍ରଥମ ସଙ୍କେତ। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟ ପରେ ସେ ଅତ୍ୟନ୍ତ ଭୟଭୀତ ଅଛନ୍ତି ବୋଲି ମାଲବ୍ୟ କହିଛନ୍ତି।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.