Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ୟୁଏସ୍‌ଏଆଇଡିକୁ ମାନବ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି

Ramesh Parida by Ramesh Parida
Feb 18, 2025, 04:31 pm GMT+0530
FacebookTwitterWhatsAppTelegram

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକୀୟ ସରକାରୀ ଦକ୍ଷତା ବିଭାଗ ଭାରତରେ ମତଦାନକୁ ପ୍ରଭାବିତ କରିବା ପାଇଁ ଉଦ୍ଧିଷ୍ଟ ଆମେରିକୀୟ ପାଣ୍ଠି ଯୋଗାଣ ବନ୍ଦ କରିବା ପରେ ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଇଡ଼େନ ପ୍ରଶାସନ ଅମଳର ଆମେରିକୀୟ ପାଣ୍ଠିରେ ଅନିୟମିତତେ ଠାକ କରିବା ପାଇଁ ଦାୟିତ୍ବରେ ଥିବା ଡ଼ୋଜି ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ ସେମାନେ ବିଭିନ୍ନ ଦେଶର ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠିକୁ ବାତତଲ କରିଛନ୍ତି । ସେଥିମଧ୍ୟରେ ଭାରତର ମତଦାନ ହାର ବୃଦ୍ଧି ପାଇଁ 21 ନିୟୁତ  ଡ଼ଲାର ବାଂଲାଦେଶରେ ରାଜନୈତିକ ବ୍ୟବସ୍ଥା ସୁଦୃଢ କରିବା ପାଇଁ 29 ନିୟୁତ ଡ଼ଲାର ଏବଂ ନେପାଳରେ ବତ୍ତୀୟ ସଂଘୀୟ ବ୍ୟବସ୍ଥା ପାଇଁ 20 ନିୟୁତ ଡ଼ଲାର ରହିଛି ।

ଆମେରିକା ସରକାରଙ୍କ ସର୍ବବୃହତ୍ ମାନବିକ ଶାଖା ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସ୍‌ଏଆଇଡି) ଡୋଜିର ଶୀର୍ଷ ଟାର୍ଗେଟରେ ରହିଛି, ଯାହା ଫେଡେରାଲ ଖର୍ଚ୍ଚ ହ୍ରାସ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛି। ଭାରତରେ ‘ମତଦାନ ବୃଦ୍ଧି’ ପାଇଁ ପାଣ୍ଠି ଯୋଗାଣ ହେଉଥିବା ନେଇ ଡୋଜିର ଦାବି ପରେ ଶାସକ ବିଜେପି ଦେଶର ନିର୍ବାଚନ ପ୍ରକ୍ରିୟାରେ ‘ବାହ୍ୟ ହସ୍ତକ୍ଷେପ’ ବନ୍ଦ କରାଯିବ ବୋଲି କହିଛି। ଅପରପକ୍ଷେ ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏହାକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି। ସଦ୍ୟତମ ମନ୍ତବ୍ୟ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲଙ୍କଠାରୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ  ପ୍ରଶ୍ନ କରିଛନ୍ତି- ଭାରତରେ କିଏ ୨୧ ନିୟୁତ ଡଲାର ପାଣ୍ଠି ପାଇଛି ? ୟୁଏସ୍‌ଏଆଇଡିକୁ ମାନବ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି ବୋଲି ବର୍ଣ୍ଣନା କରି ସାନ୍ୟାଲ କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାର କିଏ ଖର୍ଚ୍ଚ କରିଛି ତାହା ସେ ଜାଣିବାକୁ ଚାହାନ୍ତି। ୟୁଏସ୍‌ଏଆଇଡି ଏକ ବିଶାଳ ଦୁର୍ନୀତି ଭାବେ ଏବେ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି। ୨୦୧୦ରୁ ୨୦୧୨ ମଧ୍ୟରେ ନିର୍ବାଚନ ଆୟୋଗର ନେତୃତ୍ୱ ନେଇଥିବା ଏସ୍‌ୱାଇ କୁରେଶୀ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୨୦୧୨ରେ ମୁଁ ସିଇସି ଥିବା ବେଳେ ଇସିଆଇ ଦ୍ୱାରା ଭାରତରେ ମତଦାନ ବୃଦ୍ଧି ପାଇଁ ଆମେରିକାର ଏକ ଏଜେନ୍ସି ଦ୍ୱାରା ନିର୍ଦ୍ଦିଷ୍ଟ ନିୟୁତ ଡଲାର ପାଣ୍ଠି ଯୋଗାଣ ପାଇଁ ହୋଇଥିବା ବୁଝାମଣାପତ୍ର ସମ୍ପର୍କରେ ପ୍ରକାଶିତ ରିପୋର୍ଟରେ କୌଣସି ସତ୍ୟତା ନାହିଁ।

ଭାରତୀୟ ଅନୁଷ୍ଠାନଗୁଡ଼ିକ ଭିତରେ ବିଦେଶୀ ଶକ୍ତିମାନେ ଯୋଜନାବଦ୍ଧ ଭାବେ ଅନୁପ୍ରବେଶ କରୁଥିବା ଅଭିଯୋଗ କରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅମିତ ମାଲବ୍ୟ ଆମେରିକା ପାଣ୍ଠିରୁ କିଏ ଲାଭ ପାଇଛି ବୋଲି ଗତକାଲି ପ୍ରଶ୍ନ କରିଥିଲେ। ସେ କୋଟିପତି ନିବେଶକ ଜର୍ଜ ସୋରୋସ୍ ଓ ତାଙ୍କ ବିଶ୍ୱସ୍ତରୀୟ ପ୍ରଭାବର ନେଟ୍‌ୱର୍କକୁ ଟାର୍ଗେଟ କରି କହିଛନ୍ତି ଯେ ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ତାଙ୍କର କଳାଛାୟା ରହିଛି। କଂଗ୍ରେସ ନେତୃତ୍ବାଧୀନ ଉପା ଯୋଜନାବଦ୍ଧ ଭାବେ ଦେଶର ସ୍ୱାର୍ଥବିରୋଧୀ ଶକ୍ତିମାନଙ୍କ ଦ୍ୱାରା ଭାରତର ଅନୁଷ୍ଠାନଗୁଡ଼ିକର ଅନୁପ୍ରବେଶକୁ ସକ୍ଷମ କରିଥିଲା- ଯେଉଁମାନେ ପ୍ରତ୍ୟେକ ସୁଯୋଗରେ ଭାରତକୁ ଦୁର୍ବଳ କରିବାକୁ ଚାହୁଛନ୍ତି ଏବଂ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ବୋଲି ମାଲବ୍ୟ କହିଛନ୍ତି।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.