Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା , ଟ୍ରେନ ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ମୁଖ୍ୟତଃ ଦାୟୀ – ତଦନ୍ତ ରିପୋର୍ଟ

Ramesh Parida by Ramesh Parida
Feb 17, 2025, 03:27 pm GMT+0530
FacebookTwitterWhatsAppTelegram

ଦିଲ୍ଲୀ ରେଳ ଷ୍ଟେସନରେ ଗତରାତିରେ ଘଟିଥିବା ଭୟଙ୍କର ଦଳାଚକଟା ପଛରେ ସମାନ ଟ୍ରେନ ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ମୁଖ୍ୟତଃ ଦାୟୀ ବୋଲି ପୁଲିସ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ଏହା ସହ ଟ୍ରେନ ଚଳାଚଳରେ ବିଳମ୍ବ ଓ ଭୁଲ ସୂଚନା ଯୋଗୁଁ ଯାତ୍ରୀମାନେ ବିଭାନ୍ତିର ଶିକାର ହୋଇଥିଲେ ଏବଂ ଏହା ଦଳାଚକଟାର ରୁପ ନେବାରୁ 18 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଦିଲ୍ଲୀ ପୁଲିସ ପ୍ରକାଶ କରିଛି ।

ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ପ୍ଲାଟଫର୍ମ ୧୬ରେ ପ୍ରୟାଗରାଜ ସ୍ପେସାଲ ଆସିବା ନେଇ ଘୋଷଣା ହେବା ପରେ ବଡ଼ ଧରଣର ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ସେତେବେଳକୁ  ୧୪ ନମ୍ବର ପ୍ଲାଟଫର୍ମରେ ପ୍ରୟାଗରାଜ ଏକ୍ସପ୍ରେସ ଲାଗିଥିଲା ଏବଂ ଏଥିରେ ଚଢ଼ିବାକୁ ଯାତ୍ରୀମାନେ ସଂଘର୍ଷ କରୁଥିଲେ।  ଶହ ଶହ ଯାତ୍ରୀ ଭୁଲବଶତଃ ପ୍ଲାଟ୍‌ଫର୍ମ ୧୬ ଆଡ଼କୁ ଦୌଡ଼ି ଆସିଥିଲେ, ଯାହା ଫଳରେ ସ୍ଥିତି ଅସମ୍ଭାଳ ହୋଇଉଠିଥିଲା। ପ୍ରୟାଗରାଜ ସ୍ପେସାଲ ପ୍ଲାଟଫର୍ମ ୧୬ରେ ପହଞ୍ଚିବା ନେଇ ଘୋଷଣା ପରେ ହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା କାରଣ ପ୍ରୟାଗରାଜ ଏକ୍ସପ୍ରେସ ପୂର୍ବରୁ ପ୍ଲାଟଫର୍ମ ୧୪ରେ ଥିଲା। ପ୍ଲାଟଫର୍ମ ୧୪ରେ ରହିଥିବା ଲୋକମାନେ ଭାବିଥିଲେ ଯେ ସେମାନଙ୍କ ଟ୍ରେନ୍ ପ୍ଲାଟଫର୍ମ ୧୬ରେ ପହଞ୍ଚୁଛି। ଏହାବ୍ୟତୀତ ପ୍ରୟାଗରାଜ ଅଭିମୁଖେ ଯାଉଥିବା ୪ଟି ଟ୍ରେନ୍ ମଧ୍ୟରୁ ୩ଟି ବିଳମ୍ବିତ ହୋଇଥିବାରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

ଗତକାଲି ଷ୍ଟେସନରେ ଯେଉଁ ଭିଡ଼ ଦେଖିବାକୁ ମିଳିଥିଲା ତାହା ଅଭୂତପୂର୍ବ ବୋଲି କୁହାଯାଉଛି। ପୂର୍ବରୁ କେବେ କୌଣସି ପର୍ବପର୍ବାଣୀ ସମୟରେ ମଧ୍ୟ ରେଳ ଷ୍ଟେସନରେ ଏତେ ଭିଡ଼ ଦେଖିବାକୁ ମିଳିନଥିଲା। ଭିଡ଼ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିବା ପରେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିଥିଲା। ମହାକୁମ୍ଭ ପାଇଁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍‌ରେ ଏକ ସମୟରେ ହଜାର ହଜାର ଯାତ୍ରୀ ଚଢ଼ିବାକୁ ଯାଉଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ଏହି ଦଳାଚକଟା ହୋଇଥିଲା। ଟ୍ରେନ୍‌ ବିଳମ୍ବ ଏବଂ ସୂଚନାକୁ ନେଇ ଦ୍ବନ୍ଦ୍ବ ଭିତରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆବ୍ୟକ ସୁରକ୍ଷା କର୍ମଚାରୀ ମଧ୍ୟ ନଥିଲେ।   ରେଳ ମନ୍ତ୍ରଣାଳୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ଏବଂ ଏଭଳି ସ୍ଥିତିର ପ୍ରତିକାର ବ୍ୟବସ୍ଥା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.