Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଆମେରିକାର ଜାତୀୟ ଗୁଇନ୍ଦା ମୁଖ୍ୟ ହୋଇଥିବା ତୁଳସୀ ଗବାର୍ଡ଼ କିଏ

Ramesh Parida by Ramesh Parida
Feb 14, 2025, 09:42 am GMT+0530
FacebookTwitterWhatsAppTelegram

ରିପବ୍ଲିକାନ ନେତ୍ରୀ ତୁଳସୀ ଗବାର୍ଡ଼ ବୁଧବାର ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସପକ୍ଷରେ 52 ଜଣ ସିନେଟର ଭୋଟ ଦେଇଥିବା ବେଳେ 48 ଜଣ ବିପକ୍ଷରେ ଭୋଟ ଦେଇଥିଲେ । ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ନିଷ୍ପତ୍ତିକ୍ରମେ ନିଯୁକ୍ତି ପାଇଥିବା ଗବାର୍ଡ଼ ଏବେ ଆମେରିକାର 18 ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ବରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟରେ ତଦାରଖ ଓ ସମନ୍ବୟ କରିବେ । 2001 ସେପ୍ଟେମ୍ବର 11 ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରକାଶିତ ଗୁଇନ୍ଦା ବିଫଳତାର ସମାଧାନ ପାଇଁ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଗଠନ କରାଯାଇଥିଲା।
ପାରମ୍ପରିକ ଗୁଇନ୍ଦା ଅଭିଜ୍ଞତାର ଅଭାବ ଏବଂ ସରକାରୀ ବିଭାଗରେ ନେତୃତ୍ୱର ଅଭାବ କାରଣରୁ ଗବାର୍ଡଙ୍କ ନାମାଙ୍କନକୁ ନେଇ କଡ଼ା ପ୍ରଶ୍ନ ଉଠିଥିଲା।

ସମାଲୋଚକମାନେ ଏଡୱାର୍ଡ ସ୍ନୋଡେନଙ୍କ ସମେତ ‘ଆମେରିକା ବିରୋଧୀ’ ଭାବରେ ପରିଗଣିତ ବ୍ୟକ୍ତିତ୍ୱଙ୍କ ପ୍ରତି ତାଙ୍କର ଅତୀତର ସମର୍ଥନ ଏବଂ ସିରିଆ ଓ ରୁଷ୍ ପ୍ରତି ତାଙ୍କର ଅନୁକୂଳ ମନ୍ତବ୍ୟକୁ ମଧ୍ୟ ଉଲ୍ଲେଖ କରିଥିଲେ। କାର୍ଯ୍ୟକାରୀ ନିର୍ଦେଶିକା ଲୋରା ସିଆଓଙ୍କୁ ଯଦି ଗଣନାକୁ ନିଆଯାଏ, ତେବେ ଗବାର୍ଡ ହେଉଛନ୍ତି ତୃତୀୟ ମହିଳା ଯିଏ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ତେବେ ସିନେଟ୍ ଦ୍ୱାରା ନିଶ୍ଚିତ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏ କି ଆବରିଲ୍ ହେନ୍ସଙ୍କ ପରେ ଏହି ସମ୍ମାନଜନକ ପଦବୀରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ନଭେମ୍ବର ୨୩ରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ମନୋନୀତ ହେନ୍ସ ୨୦୨୧ ଜାନୁଆରି ୨୦ରେ ନିଶ୍ଚିତ ହୋଇଥିଲେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଇସ୍ତଫା ଦେଇଥିଲେ ଏବଂ ଲୋରା ସିଆଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ୨୦୨୪ ନଭେମ୍ବର ୧୩ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଆଗାମୀ କାର୍ଯ୍ୟକାଳରେ ଗବାର୍ଡଙ୍କୁ ଏହି ଭୂମିକା ପାଇଁ ମନୋନୀତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ତୁଳସୀ ଗବାର୍ଡ ହେଉଛନ୍ତି  ଇରାକ ଯୁଦ୍ଧର ପୂର୍ବତନ ସୈନିକ। ନ୍ୟାସନାଲ ଗାର୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ ଗାବାର୍ଡ ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କ୍ଷେତ୍ରରେ ତିନିଥର ମୁତୟନ ହୋଇ କାର୍ଯ୍ୟ କରିଥିଲେ। ସେ ଜଣେ ଡେମୋକ୍ରାଟ ଥିଲେ ଯିଏ କି ଅକ୍ଟୋବର ୨୦୨୨ରେ ଦଳ ଛାଡି ସ୍ୱାଧୀନ ରାଜନେତା ହେବାକୁ ‘ଅଭିଜାତ’ (ଏଲିଟିଷ୍ଟ) ବୋଲି ଦାବି କରିଥିଲେ। ସେ ୪ ଥର କଂଗ୍ରେସଓମ୍ୟାନ୍, ୨୦୨୦ର ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ଏନ୍‌ୱାଇଟିର ବେଷ୍ଟସେଲିଂ ଲେଖିକା ମଧ୍ୟ ଅଟନ୍ତି। ଆମେରିକୀୟ କଂଗ୍ରେସରେ ତୁଳସୀ ପ୍ରଥମ ହିନ୍ଦୁ ଥିଲେ କିନ୍ତୁ ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଧର୍ମ କାରଣରୁ ତାଙ୍କୁ ଅନେକ ସମୟରେ ଭାରତୀୟ ବଂଶୋଦ୍ଭବ ବୋଲି ‌ମନେ କରି ଭୁଲ୍ କରାଯାଏ। ତୁଳସୀ ଆମେରିକାର ସାମୋଆ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ହାୱାଇ ଓ ଫିଲିପାଇନ୍ସରେ ଲାଳିତପାଳିତ ହୋଇଥିଲେ। ତାଙ୍କ ମା’ କ୍ୟାରୋଲ ପୋର୍ଟର ଗବାର୍ଡ ଏକ ବହୁସାଂସ୍କୃତିକ ପରିବାରରେ ବଡ଼ ହୋଇଥିଲେ ଏବଂ ହିନ୍ଦୁ ଧର୍ମ ପ୍ରତି ଆଗ୍ରହୀ ଥିଲେ। ତାଙ୍କର ସମସ୍ତ ସନ୍ତାନଙ୍କର ହିନ୍ଦୁ ନାମ ଅଛି – ଭକ୍ତି, ଜୟ, ଆର୍ଯ୍ୟନ, ତୁଳସୀ ଓ ବୃନ୍ଦାବନ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.