Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଦିଲ୍ଲରେ ବିଜେପିର ବିଜୟ ପଛରେ ଆରଏସଏସ

Ramesh Parida by Ramesh Parida
Feb 10, 2025, 12:16 pm GMT+0530
FacebookTwitterWhatsAppTelegram

ଦିଲ୍ଲରେ ବିଜେପିର ବିଜୟ ପଛରେ ଆରଏସଏସ । କୁହାଯାଉଛି କେବଳ ଆରଏସଏସର ରଣନୀତି ଲାଗି ହିଁ ଦିଲ୍ଲୀରେ ବାଜି ମାରିଲା ବିଜେପି । କିଛି ଏମିତି ଚର୍ଚ୍ଚା ଏବେ ଜାତୀୟ ଗଣମାଧ୍ୟମରେ ହେଉଛି  । କୁହାଯାଉଛି ପରଦା ପଛରେ ରହି ପ୍ରତି ଭୋଟରଙ୍କୁ ବିଜେପିକୁ ଭୋଟ  ଦେବାକୁ ସଂଘ ଚେଷ୍ଟା କରିଥିଲା । ଖାଲି ଚେଷ୍ଟା କରିଥିଲା ତାହା ନୁହେଁ ବରଂ ରାଜନୈତିକ ଗୋଟି ଚଳାଇବାରେ ସଫଳ ବି ହେଲା । ସେଥିଲାଗି ତ ବିଧାନସଭାର ମୋଟ 70 ସିଟରୁ ଜିତି ବଡ଼ ବିଜୟ ହାସଲ କଲା ବିଜେପି ।

1998 ମସିହାରୁ ବିଜେପି ଦିଲ୍ଲୀରେ କେବେ ସରକାର କରିପାରିନି । 14ରେ ପୁରା ଦେଶରେ ମୋଦୀ ଲହରୀ ଥିବା ପରେ ବି ଦିଲ୍ଲୀରେ କ୍ଷମତା କରିବାରେ ବିଜେପି ସଫଳ ହୋଇନଥିଲା । କିନ୍ତୁ ଏଥର 27 ବର୍ଷ ପରେ ବନବାସରୁ ଫେରିଛି ବିଜେପି । କ୍ଲିନସିପ କରିବା ପରେ ଏବେ ବିଜେପି ଶିବିରରେ ଖୁସି ।

ସଂଘ ରାଜନୀତି କରେନି ବୋଲି କୁହାଯାଏ । ହେଲେ ପରଦା ପଛରେ ରହି ବିଜେପି ନେତାଙ୍କୁ ମଜବୁତ୍‌ କରେ, କେମିତି ରାଜନୈତିକ ଗୋଟି ଚାଳନା ହୁଏ ସେନେଇ ବାଟ ଦେଖାଏ । ଯାହା ଦିଲ୍ଲୀ ନିର୍ବାଚନକୁ ସ୍ପଷ୍ଟ ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସଂଘ ଭୋଟରଙ୍କୁ ନେଇ ଏକ ଜନଜାଗରଣ କରିଥିଲା । ଏହି ଆଲୋଚନାରେ ଦିଲ୍ଲୀରେ ବ୍ୟାପକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପାନୀୟ ଜଳଠୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । କେବଳ ଦିଲ୍ଲୀରେ ନୁହେଁ ବରଂ ହରିୟାଣା ଓ ମହାରାଷ୍ଟ୍ରରେ ବି ଆରଏସଏସ ସମାନ ପନ୍ଥା ଆପଣାଇଥିଲା । ତେଣୁ ଦିଲ୍ଲୀରେ ବି ସମାନ କଥା ଆପଣାଇ ବିଜେପିକୁ ଏକ ବଡ଼ ବିଜୟ ଦେଇଛି ।

ଦିଲ୍ଲୀରେ ସାଇଲେଣ୍ଟ ପ୍ରଚାର କରିଥିଲା ଆରଏସ୍‌ଏସ୍‌ । ଦିଲ୍ଲୀରେ କେମିତି ବିଜେପି ସରକାରକୁ ଫେରିବ ସେନେଇ ଜୋରଦାର ପ୍ରସ୍ତୁତି କରିଥିଲା ସଂଘ । ଏହାସହ ରୁଦ୍ଧଦ୍ବାର ବୈଠକ ବି କରାଯାଇଥିଲା । କେବଳ ଏତିକି ନୁହେଁ ବରଂ ଆପ୍‌ ବିରୋଧରେ ଭ୍ରଷ୍ଟାଚାର କଥା ବି ଉଠାଇଥିଲେ । କେମିତି ଦିଲ୍ଲୀରେ ସେମାନେ ଦୁର୍ନୀତି କରିଛନ୍ତି ସେନେଇ ଗୋଟି ଗୋଟି ତଥ୍ୟ ଲୋକଙ୍କ ପାଖରେ ରଖିଥିଲେ । ସୂତ୍ର ଅନୁସାରେ ସଂଘ କରିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ କେବଳ ସେହି ପ୍ରସଙ୍ଗ ଉଠାଯାଇଥିଲା ଯେଉଁ ପ୍ରସଙ୍ଗ ଲୋକଙ୍କୁ ପ୍ରଭାବିତ କରିବ । ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌ ଦେବା ଲାଗି ସଂଘ କେବେ ପ୍ରଚାର କରେ ନାହିଁ । କିନ୍ତୁ ଆପ୍‌ ବିରୋଧରେ ଯେଉଁ ପ୍ରଚାର କରାଗଲା ତାହା ବିଜେପିକୁ ବୁଷ୍ଟର ଡୋଜ୍‌ ଦେଲା । ଖାସକରି ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁପରି ଭାବରେ ସଂଘ ବୈଠକ କଲା ଲୋକେ ବି ସଚେତନ ହେଲେ । ବିଜେପିକୁ ବହୁମତ ଦେଲେ ।

ହରିୟାଣା ଓ ମହାରାଷ୍ଟ୍ରରେ ବି ସଂଘ ଲାଗି ଜିତିଥିଲା ବିଜେପି । ଏହି ୨ ରାଜ୍ୟରେ ବିଜେପି ପାଇଁ ଅନେକ କଣ୍ଟା ଥିଲା । ସହଜରେ ଏହି ଦୁଇ ରାଜ୍ୟରେ ବିଜେପି ଜିତିବା ସହଜ ନଥିଲା । କିନ୍ତୁ ସଂଘ ଏଥିପାଇଁ ସାମ୍ନାକୁ ଆସିନଥିଲେ ବି ପରଦା ପଛରେ ଯେଉଁ କାର୍ଯ୍ୟ କରିଥିଲା ତାହା ବିଜେପି ଲାଗି ଲାଭ ହେଲା । ନିର୍ବାଚନ ପୂର୍ବରୁ ସଂଘ ବଡ଼ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜେପିକୁ ଜିତାଇବା । ପ୍ରତି ବୈଠକରେ ବିକାଶର ବାର୍ତ୍ତା ଦେଇ ବିରୋଧୀଙ୍କୁ କଟାକ୍ଷ କରିଥିଲା । ତେଣୁ ଜନତାଙ୍କ ଭିତରେ ପରିବର୍ତ୍ତନ ଦେଖାଦେଇଥିଲା । ମୋଟ୍‌ ଉପରେ ଦେଶବାସୀ ଜାଣନ୍ତି କି ବିଜେପି ସରକାର କରିବା ପଛରେ ଆରଏସ୍‌ଏସ୍‌ର ହିଁ ହାତ ରହିଛି । ଯାହା ଏବେ ସ୍ପଷ୍ଟ ଭାବରେ ଦିଲ୍ଲୀରେ ପ୍ରମାଣିତ ହୋଇଛି ।

Tags: INDIAnewsNULLodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.