Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ମନୋରଞ୍ଜନ

ମା ଭୈରବୀ ପୀଠରେ ବନ୍ଧୁମିଳନ: ପୀଠର ସୈାନ୍ଦର୍ଯ୍ୟକରଣ ପାଇଁ ଲଗାଯିବ ଶହେ ଫୁଲ ଗଛ

Ramesh Parida by Ramesh Parida
Feb 10, 2025, 08:48 am GMT+0530
FacebookTwitterWhatsAppTelegram

 

ନିରାକାରପୁର: ଚିତ୍ରକୂଟ ପାଦଦେଶରେ ସ୍ଥାପିତ ମା ଭୈରବୀ ଶକ୍ତି ପୀଠର ବିକାଶ, ସୈାନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କପାଇଁ ସମସ୍ତ ସୁବିଧା କିପରି ମିଳିପାରିବ ସେନେଇ କାର୍ଯ୍ୟ କରିବାକୁ ବନ୍ଧୁମିଳନ ଅବସରରେ ନିଷ୍ପତ୍ତି ନେଇଛନ୍ତି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନେ । ବନ୍ଧୁମିଳନ, ବଣଭୋଜି ପାଇଁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ମା ଭୈରବୀ ପୀଠରେ ମା ଙ୍କ ଆଶୀର୍ବାଦ ନେବା ସହ ବନ୍ଧୁମିଳନ ତଥା ବଣ ଭୋଜି ବେଳେ ହାଇସ୍କୁଲ ବେଳର ପାଠପଢ଼ା, ପୁରୁଣା ସ୍ମୁତି ମନେ ପକାଇଥିଲେ ବନ୍ଧୁମାନେ । ହାଇସ୍କୁଲରେ ଜ୍ଞାନ ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ବର୍ଧନା ଦିଆଯିବାପାଇଁ ସହମତି ପ୍ରକାଶ ପାଇଥିଲା । ଏହା ସହ ଏହି ପୀଠର ବିକାଶ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ମତ ଦେଇଥିଲେ । ଯିଏ ବି ଯେଉଁ କାର୍ଯ୍ୟରେ ଥାଉ ଅଂଚଳର ବିକାଶ ସହ ବନ୍ଧୁମାନଙ୍କର ସୁଖଦୁଃଖରେ ଭାଗିଦାର ହେବାକୁ ସମସ୍ତେ ମତପ୍ରକାଶ କରିଥିଲେ ।

30 ବର୍ଷ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବନ୍ଧୁମାନେ ମା ଭୈରବୀ ପୀଠର ବିକାଶ କରିବାକୁ ଆଗେଇ ଆସିବାକୁ କହିଥିଲେ, ମା ଭୈରବୀ ପୀଠର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହେ ଫୁଲ ଗଛ ଲଗାଯିବା ସହ ଆଲୋକୀକରଣ, ପରିମଳ ସୁବିଧା ପାଇଁ  କିଛି ସମୟ ଦେବାକୁ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରାଯାଇଥିଲା ।

ଏହି ଅବସରରେ ବନ୍ଧୁମାନଙ୍କ ପରିବାରର ଛୋଟ ପିଲାମାନଙ୍କ ପାଇଁ କିଛି କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବୟସ୍କମାନଙ୍କ ପାଇଁ ସଙ୍ଗୀତ ଚୌକିର ବ୍ୟବସ୍ଥା କରାଯାଇଥିଲା । ବନ୍ଧୁମାନଙ୍କ ଖାଦ୍ୟ ପେୟ ର ଅନନ୍ୟ ମଜା ସମସ୍ତେ ନେଇଥିଲେ। ବନ୍ଧୁମାନେ ହାଇସ୍କୁଲ ସମୟରେ ବିତାଇଥିବା ୩୦ ବର୍ଷର ସ୍ମୁତି ଅନୁଭୂତି ବାଣ୍ଟିଥିଲେ ।

ବନ୍ଧୁମିଳନ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ସହ ପରିଚୟ ପ୍ରଦାନ କରିବା ସହ ଏବେ କିଏ କେଉଁଠି କାର୍ଯ୍ୟ କରୁଛନ୍ତି କହିଥିଲେ । ଅନେକ ଦିନ ପରେ ବନ୍ଧୁମାନଙ୍କ ପୁଣି ପରିଚୟ ହୋଇଥିବାରୁ ଏହାର ଅନୁଭୂତି ନିଆରା ଥିଲା । ହାଇସ୍କୁଲ ସମୟର ଚେହେରା,  ମୁଁହ, କଥା ଅବଶ୍ୟ କିଛି ବଦଳିଥିଲା କିନ୍ତୁ ସେଦିନର ସ୍ମୃତି ପରେ ପୁଣି ସମସ୍ତେ ନାଚ ଗୀତରେ ସାମିଲ ହୋଇ କିଛି ସମୟ ପାଇଁ ହସ, ଖୁସି ବାଣ୍ଟିଥିଲେ  ।

କିଛି ବନ୍ଧୁ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁ ନଆସିପାରି ସୋସିଆଲ ମିଡିଆ ମାଧ୍ୟମରେ ଭିଡିଓ କଲ କରି ଦୁଃଖ ପ୍ରକାଶ କରିଥିଲେ। ସେମାନେ ଆଗାମୀ ଦିନରେ ବନ୍ଧୁମାନଙ୍କ ସହ ଯୋଡି ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ବନ୍ଧୁ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ  ବହୁ ଦୂରରୁ ଆସିଥିଲେ କେବଳ ବନ୍ଧୁମାନଙ୍କ ସହ ଦେଖାକରିବା ପାଇଁ । ମା ଭୈରବୀ ଏବଂ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ସମାପନ ହୋଇଥିଲା। ଆୟୋଜକ ମଣ୍ଡଳୀ ବନ୍ଧୁ କୁକୁଲି, ଜିତୁ, ବୁଲୁ, ନିର୍ମଳ, ଯୋଗୀ, ବିଜୟ, ଚଇନ,କାମା, ବାବୁଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ବନ୍ଧୁମାନେ ବହୁ ପରିଶ୍ରମ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଯେଉଁ ବନ୍ଧୁମାନଙ୍କର ଅକାଳରେ ବିୟୋଗ ଘଟିଥିଲା ( ଶ୍ରୀକୁମାର, କାମଦେବ, ଗଗି, ଗଣେଶ, ଦିଲ୍ଲୀପ,ଭିକୁ, ମିଲି,ସୁଶାନ୍ତ, ଜ୍ୟୋତ୍ସ୍ନା,ବିକ୍ରମ) ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବନ୍ଧୁମିଳନ ପୂର୍ବରୁ ପୀଠର ବିକାଶ ପାଇଁ ସମସ୍ତେ କିଛି ସମୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Tags: odisha
ShareTweetSendShare

RelatedNews

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
Latest News

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ
ମନୋରଞ୍ଜନ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ
Entertainment

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ
Latest News

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.