Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଦିଲ୍ଲୀବାସୀ ‘ହାତ’ରେ ଭୋଟ୍ ଦେବେକି ଦେବେନି ଭାବି ଭାବି ଶେଷରେ ଶୂନ ଦେଇଦେଲେ

Ramesh Parida by Ramesh Parida
Feb 8, 2025, 05:54 pm GMT+0530
FacebookTwitterWhatsAppTelegram

ଗଲା ଏଥର ବି ଗଲା … ହାତ ହାତରୁ ଦିଲ୍ଲୀ ସୁଯୋଗ ବି ଗଲା । 2025 ପରେ 2020 ଆଉ ଏବେ 2025ରେ ବି ଦଳର ଦୁର୍ବଳତା କାରଣରୁ ହାତ ପଛରେ ପଡ଼ିଛି ଆଉ ଶେଷରେ ହାରିଛି । ଲଗାତାର 3 ଥର ପାଇଁ ପରାଜୟର ସ୍ବାଦ ଚାଖୁଥିବା କଂଗ୍ରେସ ଏତେ ଶୌଚନୀୟ ପ୍ରଦର୍ଶନ କରିଛି ଯେ ଆପଣ ଜାଣିଲା ଆଶ୍ଚର୍ଯ୍ୟ ହେବେ କଂଗ୍ରେସ ଏଥର ବି ଖାତା ଖୋଲି ପାରିନି । ଆଉ ବିଜୟର କଥା ଉଠୁଛି କେଉଁଠି

ଦିଲ୍ଲୀ ଦଖଲ ପାଇଁ ପ୍ରତିବର୍ଷ ୩ ପ୍ରମୁଖ ଦଳ ଦମଦାର ପ୍ରଦର୍ଶନ କରନ୍ତି, ଝାଳବୁହା ପ୍ରଚାର କରନ୍ତି, ରଣନୀତି ରଚନ୍ତି । ସିଂହାସନରେ ବସି ସରକାରକୁ ଫେରିବାକୁ କଂଗ୍ରେସ ବି ଉଦ୍ୟମ କରେ ହେଲେ ପ୍ରତିଥର ଫେଲ୍ ହୁଏ ଆଉ ଏଥର ବି କଂଗ୍ରେସ ଦିଲ୍ଲୀ ଛାତିରେ ଦମ୍ ଦେଖାଇଥିଲା, ପୂର୍ବ ପ୍ରସ୍ତୁତି ବି କରିଥିଲା ହେଲେ ଫଳ ଆସିବା ବେଳକୁ ସବୁକିଛି ଓଲଟପାଲଟ ହେଇଗଲା । ଦିଲ୍ଲୀବାସୀ ‘ହାତ’ରେ ଭୋଟ୍ ଦେବେକି ଦେବେନି ଭାବି ଭାବି ଶେଷରେ ଶୂନ ଦେଇଦେଲେ । ‘ହାତ’ ହାତରେ ପୁଣି ଶୂନ ଧରେଇଲେ । ଯାହା କଂଗ୍ରେସ ପାଇଁ ଚିନ୍ତାର ବିଷୟ ଏବଂ କର୍ମୀଙ୍କ ପାଇଁ ଲଜ୍ଜାଜନକ କଥା ।

ଦିଲ୍ଲୀରେ ମୋଟ ୭୦ ଆସନରୁ ୨୦୧୫ରେ କଂଗ୍ରେସ ଗୋଟିଏ ବି ଆସନରେ ଜିତି ନଥିଲା । ସେହିପରି ୨୦୨୦ରେ ବି କଂଗ୍ରେସ କମବ୍ୟାକ୍ କରିପାରିନଥିଲା, ଗତଥର ବି ଶୂନରେ ଶୋଇଥିଲା । ଆଉ ଏଥର ବି ୨୦୨୫ ନିର୍ବାଚନରେ ଶୂନରେ ଅଟକିଛି କଂଗ୍ରେସ । ଅର୍ଥାତ ଦିଲ୍ଲୀରେ ହାଟ୍ରିକ୍ ଥର ଶୂନରେ ହାରିଲାଣି କଂଗ୍ରେସ ।

ଦେଶର ସବୁଠାରୁ ପୁରୁଣା ଦଳ ଭାବେ ଜଣାଶୁଣା କଂଗ୍ରେସ ଦିଲ୍ଲୀରେ ୧୫ ବର୍ଷ ଶାସନ କରିଥିଲା । ୧୯୯୮ରୁ ୨୦୧୩ ଯାଏଁ ଦିଲ୍ଲୀରେ କଂଗ୍ରେସ ସରକାର ଥିବା ବେଳେ କେଜ୍ରିୱାଲଙ୍କ ଆଗମନରେ ଝାଡୁ ଝଡ ସୃଷ୍ଟି କରିଥିଲା ଏବଂ ଦିଲ୍ଲୀରେ କଂଗ୍ରେସର ଗଡ ଭାଙ୍ଗି AAPର ଦୁର୍ଗ ଗଢିଥିଲା ।

ତେବେ କଂଗ୍ରେସ ଖାଲି ୨୦୧୫, ୨୦୨୦ ନୁହେଁ ୨୦୨୫ରେ ବି ଗୋଟିଏ ବି ଆସନ ଦିଲ୍ଲୀରେ ଦଖଲ କରିପାରିବନି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଥିଲେ ଆଉ ସେହି ଏକଜିଟ୍ ପୋଲ ଆଜି ସତ ହୋଇଛି । ‘ହାତ’ ହାତରେ ୨୦୨୫ରେ ବି ଶୂନ ରହିଛି ।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.