Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଜାଣନ୍ତୁ କେଜ୍ରିଓ୍ବାଲଙ୍କ ପରାଜୟର କାରଣ

Ramesh Parida by Ramesh Parida
Feb 8, 2025, 05:35 pm GMT+0530
FacebookTwitterWhatsAppTelegram

ଦିଲ୍ଲୀ ବଧାନସଭା ନିର୍ବାଚନ ହାରିଗଲେ ଅରବିନ୍ଦ କେଜ୍ରିଓ୍ବାଲ । ଆପକୁ ଡ଼ବଲ ଝଟକା , ଦିଲ୍ଲୀ ସିଟରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ହେଲା ଏଠି ପ୍ରଶ୍ନ ଉଠୁଛି କାହଁକି ଆପ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ  ସୋରେନଙ୍କ ପରି ଦିଲ୍ଲୀବାସୀଙ୍କ ସହାନୁଭୂତି କାହିଁକି ମିଳିଲାନି । ଉଭୟଙ୍କ ପରିସ୍ଥିତି ସମାନ ଥିଲା । ଦୁଇ ଜଣ ହିଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜେଲ ଯାଇଥିଲେ ଏବଂ ତା ପରେ ଜେଲରୁ ବାହାରି ଆସିଥିଲେ । ହେଲେ କେଜ୍ରିଓ୍ବାଲଙ୍କ ପ୍ରତି ଦିଲ୍ଲୀବାସୀଙ୍କ ସହାନୁଭୂତି ଫ୍ରତିଫଳିତ ହେଲାନାହିଁ । ତେବେ ଜାଣନ୍ତୁ ତାଙ୍କ ପରାଜୟର କାରଣ  ।

ଭିତ୍ତିହୀନ ଆରୋପ ଓ ମିଥ୍ୟାରେ କ୍ରୋଧିତ ହୋଇପଡୁଥିଲେ କେଜ୍ରିୱାଲଙ୍କ ସମର୍ଥକ । ଅରବିନ୍ଦ କେଜ୍ରିୱାଲ ନିଜ ବିରୋଧୀମାନଙ୍କ ଉପରେ କିଛି ବି ଆରୋପ ଲଗାଇଥିଲେ । ବହୁତଥର ଏଥିପାଇଁ ତାଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡିଛି । ଯାହାଦ୍ୱାରା କି ସମସ୍ତଙ୍କ ସାମ୍ନାରେ ତାଙ୍କର ପ୍ରତିଛବି ଏପରି ଜଣେ ନେତାର ହୋଇ ରହିଲା ଯେ ଯାହାଙ୍କ କଥା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ ।

ବ୍ୟାକ୍ ଫୁଟକୁ ନେଲା ବିଳାସପୂର୍ଣ୍ଣ ଜୀବନ । ରାଜନୀତିରେ ଆସିବା ପୂର୍ବରୁ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଭିଭିଆଇପି ଧାରାକୁ ସମାପ୍ତ କରିବେ । ସେ ଗାଡ଼ି, ବଙ୍ଗଳା ଏବଂ ସୁରକ୍ଷା ନେବାକୁ ମଧ୍ୟ ମନା କରିଥିଲେ କିନ୍ତୁ ସତ୍ତାକୁ ଆସିବା ପରେ କେବଳ ବିଳାସପୂର୍ଣ୍ଣ ଗାଡି କରିନଥିଲେ ବରଂ କେନ୍ଦ୍ରଠାରୁ Z ପ୍ଲସ୍ ସୁରକ୍ଷା ପାଇବା ସତ୍ତ୍ୱେ ସେ ପଞ୍ଜାବ ସରକାରଙ୍କଠାରୁ ମଧ୍ୟ ସର୍ବୋଚ୍ଚ ସୁରକ୍ଷା ନେଇଥିଲେ ।

କଂଗ୍ରେସର ଓ ଆପର ବିଭାଜନ ବି ବଡ କାରଣ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକାଠି ହୋଇପାରିଲେ ନାହିଁ । ଯେତେବେଳେ ଉଭୟ ଦଳ ଅଲଗା ଭାବରେ ଲଢ଼ିବାର ଫଳାଫଳ ହରିୟାଣା ବିଧାନସଭା ନିର୍ବାଚନରେ ଦେଖିସାରିଥିଲେ । ତଥାପି ନବୁଝି ନିଜ ନିଜ ଭିତରେ ଲଢିଥିଲେ ଆପ୍ ଓ କଂଗ୍ରେସ ।

ଦେଇଥିବା ପ୍ରତିଶୃତି ରଖିପାରିଲେନି ଯାହା ହାରିବାର କାରଣ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପରେ ମହିଳାମାନଙ୍କୁ ଆର୍ଥିକ ଯୋଜନାରେ ୨୧୦୦ ଟଙ୍କା ଦେବା କଥା କହିଥିଲେ ହେଲେ ଲାଗୁ କରିପାରିନଥିଲେ । ଜନସାଧାରଣରେ ଏହା ଚର୍ଚ୍ଚା ମଧ୍ୟ ହେବାରେ ଲାଗିଲା କି ଏଥର ଯାହା କରିପାରିଲେନି ସିଏମ ହେଲା ପରେ କିପରି କରିବେ ? ଦିଲ୍ଲୀ ସରକାର ଯଦି ମହିଳାମାନଙ୍କ ପାଇଁ ନିଶ୍ଚିତ ଆର୍ଥିକ ସହାୟତା ଯୋଜନା ଲାଗୁ କରିଦେଇଥାଆନ୍ତେ ତେବେ ହୁଏତ ଏ ଦିନ ଆପ ଦେଖିନଥାନ୍ତା । ଦିଲ୍ଲୀରେ ମଇଳା ପାଣି ଯୋଗାଣ ବି ଅନ୍ୟତମ କାରଣ ବୋଲି କୁହାଯାଇପାରେ ।

Tags: newsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.