ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁ ଆଗରେ ରହିଛି। ଦିଲ୍ଲୀର 70 ଆସନ ମଧ୍ୟରୁ 48 ଆସନରେ ଆଗରେ ରହିଛି ବିଜେପି । ସେହିପରି ଆପ୍ 22 ଆସନ ଆଗରେ ଥିବାବେଳେ, କଂଗ୍ରେସ କେବଳ ଗୋଟିଏ ସିଟରେ ଆଗରେ ରହିଛି । ତେବେ ଏବେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ବିଜେପି ।