Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ହାତକଡ଼ା ପିନ୍ଧାଇ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଇବାକୁ ନେଇ ରାଜନୀତି ଜୋର ଧରିଲା

Ramesh Parida by Ramesh Parida
Feb 7, 2025, 12:46 pm GMT+0530
FacebookTwitterWhatsAppTelegram

ହାତକଡ଼ା ପଡ଼ିଲା । ଗୋଡ଼ରେ ବେଡି ପଡ଼ିଲା ।  ଆମେରିକା ଦ୍ବାରା ସାମରିକ ବିମାନରେ 140 ବେଆଇନ ପ୍ରବାସୀଙ୍କୁ ଭାରତ ଅଣାଗଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ମୋଦି ସରକାର କରିଛନ୍ତି ଆମେରିକାର ନିୟମ ଅନୁସାରେ ସେମାନେ ଯାହା କରିଛନ୍ତି ସମସ୍ତଙ୍କ ପାଇଁ ସମାନ  ।

ନେତାମାନେ ଏହି ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ପ୍ରବାସୀ ଭାରତୀୟଙ୍କ ପ୍ରସଙ୍ଗରେ ଏବେ ଚାରିଆଡ଼େ ଆଲୋଚନା ହେଉଛି । ବଜେଟ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ  ଏସ ଜୟଶଙ୍କର ସଂସଦରେ ଜବାବ ରଖିଛନ୍ତି ।

ରାଜ୍ୟସଭାରେ ଜୟଶଙ୍କର କହିଛନ୍ତି ଯେ ଦେଶାନ୍ତର ସଂକ୍ରାନ୍ତ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ । ହାତକଡ଼ା ପିନ୍ଧାଇ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଇବା ଆମେରିକାର ନୀତି ।

ଏହା ପୂର୍ବରୁ ମଧ୍ୟ ବିଭିନ୍ନ ରାଷ୍ଟ୍ର ବେଆଇନ ଭାବେ ରହୁଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇବାର ବହୁତ ନଜିର ରହିଛି । ମୁଁ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଗତିଶୀଳତା ଏବଂ ପ୍ରବାସ ଏକ ଦେଶକୁ ଆଗକୁ ନେବାର ଅତ୍ୟନ୍ତ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏକ ରାଷ୍ଟ୍ର ଭାବରେ ଆମେ ଆଇନଗତ ଗତିଶୀଳକତାକୁ  ପ୍ରୋତ୍ସାହିତ କରୁ ଏବଂ କେବେ ବି ବେଆଇନ ପ୍ରବାସକୁ ପ୍ରୋତ୍ସାହିତ କରିନାହୁଁ। ଆମର ନାଗରିକମାନେ ଯେଉଁମାନେ ବେଆଇନ ଭାବେ ଅନ୍ୟ କୌଣସି ଦେଶକୁ ଯାଇଛନ୍ତି, ସେହି ଦେଶ ସେମାନଙ୍କୁ ଠାବ କରି ସେମାନଙ୍କ ଆଇନ ଅନୁଯାୟୀ ଫେରାଇବା ପ୍ରକ୍ରିୟା ଗଣହ କରୁଛନ୍ତି। ଏହି ପ୍ରକ୍ରିୟା ନୂଆ ନୁହେଁ’ ବୋଲି ଜୟଶଙ୍କର କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ  କହିଛନ୍ତି ଯେ କୌଣସି ଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ୨୦୦୯ ମସିହାରୁ ଚାଲିଛି। ୨୦୧୨ ମସିହାରୁ ଲୋକଙ୍କୁ  ସାମରିକ ବିମାନରେ ଏୟାରଲିଫ୍ଟ କରିବା ପ୍ରକ୍ରିୟା ବିଭିନ୍ନ ରାଷ୍ଟ୍ରରେ ଦେଖିବାକୁ ମିଳିଛି।

ନିୟମ ଅନୁଯାୟୀ ପ୍ରତ୍ୟର୍ପଣ କରାଯାଇଛି ରାଜ୍ୟସଭାରେ  ଜୟଶଙ୍କର କହିଛନ୍ତି, ସାଂସଦମାନେ ଜାଣିବା ଉଚିତ ଯେ ‘ବେଆଇନ ପ୍ରବାସୀ ପ୍ରତ୍ୟର୍ପଣ’ ହଠାତ୍‌ ସାମ୍ନାକୁ ଆସିଥିବା ଏକ ସମସ୍ୟା ନୁହେଁ, ଏହା ପୂର୍ବରୁ ମଧ୍ୟ ହୋଇଆସୁଛି।

୨୦୦୯ରେ ୭୪୭ ଜଣ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଯାଇଥିଲା। ସେହିଭଳି ଶହ ଶହ ଲୋକଙ୍କୁ ପ୍ରତିବର୍ଷ ଦେଶାନ୍ତର କରାଯାଉଛି। ପ୍ରତ୍ୟେକ ଦେଶରେ ନାଗରିକତା ଯାଞ୍ଚ କରାଯାଏ ଓ ଲୋକଙ୍କୁ ଦସ୍ତାବିଜ ମଗାଯାଏ।

୨୦୧୨ ମସିହାରୁ ସାମରିକ ବିମାନ ପଠାଇବାର ନିୟମ ଲାଗୁ ହୋଇଛି। ଏଥିରେ କୌଣସି ଭେଦଭାବ ନାହିଁ। ତେବେ ଜୟଶଙ୍କରଙ୍କ ବୟାନକୁ ବିରୋଧୀ ସଦସ୍ୟମାନେ ଅଗ୍ରାହ୍ୟ କରିବା ସହ  ଗୃହରେ ଲଗାତାର ହଟ୍ଟଗୋଳ ଜାରି ରଖିଥିଲେ।

ବିଦେଶ ମନ୍ତ୍ରୀ  କହିଛନ୍ତି ଯେ ପ୍ରତ୍ୟର୍ପଣ ନିୟମ ବହୁତ ପୁରୁଣା। ସେ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ଜାତିସଂଘ ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ଆଇନଗତ ସ୍ଥାନାନ୍ତରକୁ ସମର୍ଥନ କରିବା ଏବଂ ବେଆଇନ ପ୍ରବାସକୁ ନିରୁତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ଏ ନେଇ ବିଭିନ୍ନ ରାଷ୍ଟ୍ରର ଭିନ୍ନ ଭିନ୍ନ ନୀତି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟମାନଙ୍କ ସହ ଯେପରି କୌଣସି ଅମାନବୀୟ ବ୍ୟବହାର ନ ହୁଏ ସେଥିପାଇଁ ଆମେ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛୁ ଏବଂ ଏହି ପ୍ରକ୍ରିୟା ଜାରି ରହିବ।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.