Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

କିଏ ଗଢ଼ିବ ଦିଲ୍ଲୀରେ ସରକାର ?

Ramesh Parida by Ramesh Parida
Feb 6, 2025, 11:37 am GMT+0530
FacebookTwitterWhatsAppTelegram

ଦିଲ୍ଲୀ ବିଧାନସଭାରେ ଏଥର ମୋଦି ମ୍ୟାଜିକ ଦେଖିବାକୁ ମିଳିଛି । ମୋଦିଙ୍କ ଚେହେରାରେ ଏଥର ବିଜେପି ନିର୍ବାଚନ ଲଢ଼ୁଥିଲା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ଘୋଷଣା କରିନାହିଁ ବିଜେପି । ଯଦି ବିଜେପି ଦିଲ୍ଲୀରେ ସରକାର ଗଠନ କରେ ତେବେ କ୍ରେଡିଟ ମୋଦିଙ୍କୁ ଯିବ ।

ଏବେ ବି ସାରା ଦେଶରେ ମୋଦିଙ୍କ ଇମେଜରେ ବିଜେପି ନିର୍ବାଚନ ଲଢ଼ୁଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମତଗଣନା ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ବେଳେ, ବିଭିନ୍ନ ଏଜେନ୍ସି ଦ୍ୱାରା ପ୍ରକାଶିତ ଏକଜିଟ୍  ପୋଲଗୁଡ଼ିକ ଅନୁଯାୟୀ ବିଜେପି ଏଥର ସରକାର ଗଠନ କରିବାକୁ ଯାଉଛି ।

ଏହି ପୂର୍ବାନୁମାନଗୁଡ଼ିକ ଆଧାରରେ ବିଜେପି ନେତାମାନେ ଦାବି କରୁଛନ୍ତି ଯେ ଏଥର ଆପ୍‌ର ବିଦାୟ ନିଶ୍ଚିତ। ଅନ୍ୟପକ୍ଷରେ, ଆପ୍‌ ଏକ୍ଜିଟ୍ ପୋଲ ଫଳାଫଳକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ ଅଧିକାଂଶ ପୋଲ ଆପ୍‌କୁ ୨୧ରୁ ୧୧ଟି ଆସନରେ ସୀମିତ କରିଛି।

କଂଗ୍ରେସ ପ୍ରତି ଏଥର ପୂର୍ବାନୁମାନ ଆଦୌ ସପକ୍ଷରେ ନାହିଁ, ଯେଉଁଥିରେ ଏକ୍ଜିଟ୍ ପୋଲଗୁଡ଼ିକ ଏହାକୁ ୦ରୁ ୧ଟି ଆସନ ମିଳିବାର ପୂର୍ବାନୁମାନ କରିଛି। ତେବେ, ଗତ ନିର୍ବାଚନଗୁଡ଼ିକର ଅଭିଜ୍ଞତା ଦେଖିଲେ, ଏକ୍ଜିଟ୍ ପୋଲ ଆପ୍‌ର ପ୍ରକୃତ ଶକ୍ତି ଆକଳନ କରିବାରେ ବିଫଳ ହୋଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପ୍ରକାଶିତ ଏକ୍ଜିଟ୍ ପୋଲ ଫଳାଫଳ ଉପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭିନ୍ନ ଭିନ୍ନ  ପ୍ରତିକ୍ରିୟା ଦେଉଛନ୍ତି ।  ଆମ ଆଦମୀ ପାର୍ଟି (ଆପ୍) ଏହି ପୋଲଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି, ପୂର୍ବରୁ ଏକ୍ଜିଟ୍ ପୋଲ ତାଙ୍କ ପ୍ରକୃତ ଶକ୍ତି ଆକଳନ କରିବାରେ ବିଫଳ ହୋଇଥିବା କହିଛନ୍ତି। ଆପ୍ ନେତାମାନେ ଆଶା କରୁଛନ୍ତି ଯେ ତାଙ୍କ ପ୍ରଦର୍ଶନ ପୂର୍ବାନୁମାନ ଠାରୁ ଭଲ ହେବ।

ଅନ୍ୟପକ୍ଷରେ, ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନେ ଏକ୍ଜିଟ୍ ପୋଲରେ ତାଙ୍କ ପକ୍ଷରେ ଥିବା ପୂର୍ବାନୁମାନକୁ ସ୍ୱାଗତ କରିଛନ୍ତି ଏବଂ ଆଶା କରୁଛନ୍ତି ଯେ ଏଥର ସେମାନେ ଦିଲ୍ଲୀରେ କ୍ଷମତାରେ ଫେରିବେ। କଂଗ୍ରେସ ପକ୍ଷରୁ ଏକ୍ଜିଟ୍ ପୋଲ ଫଳାଫଳ ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ମନୋଜ ତିଓ୍ବାରୀ, ଦିଲ୍ଲୀ ବିଜେପିର ସଭାପତି, ନିର୍ବାଚନ ପ୍ରଚାର ସମୟରେ ଆପ୍‌ର ମାଗଣା ଯୋଜନାଗୁଡ଼ିକୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, “ଆପ୍‌ ମାଗଣା ଯୋଜନା ଦ୍ୱାରା ଦିଲ୍ଲୀବାସୀଙ୍କୁ ଆକର୍ଷିତ କରିଛି, କିନ୍ତୁ ଏହା ଦୀର୍ଘକାଳୀନ ସମାଧାନ ନୁହେଁ।” ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ବିଜେପି ସରକାର ଆସିଲେ, ଦିଲ୍ଲୀରେ ଅଧିକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯିବ।

୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ବିଜେପି ଅଧିକ ଆସନ ପାଇବ ବୋଲି ବିଜେପି ନେତା କହୁଛନ୍ତି ।  ୨୭ ବର୍ଷ ପରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅନେକ ସଂସ୍ଥା ଏକ୍‌ଜଟି ପୋଲରେ ପୂର୍ବାନୁମାନ କରିଛନ୍ତି।

ଅଧିକାଂଶ ସଂସ୍ଥା ବିଜେପି ୫୧ରୁ ୬୦ ଆସନ ପାଇବ ବୋଲି କହିଛନ୍ତି । ୬ଟି ସଂସ୍ଥା ବିଜେପି ସହଜରେ ମ୍ୟାଜିକ୍‌ ନମ୍ବର(୩୬) ହାସଲ କରିବାରେ ସକ୍ଷମ ହେବ ବୋଲି ଦର୍ଶାଇଛନ୍ତି।

ଚାଣକ୍ୟ ଷ୍ଟ୍ରାଟେଜି, ଡିଭି ରିସର୍ଚ୍ଚ, ଜେଭିସି, ମାଟ୍ରିଜ୍‌,  ପି ମାର୍କ, ପିପୁଲ୍ସ ଇନ୍‌ସାଇଟ୍‌, ପୋଲ ଡା‌ଏରୀ ଭଳି ସଂସ୍ଥା  ଏକ୍‌ଜଟି ପୋଲ୍‌ରେ  ବିଜେପିର ବଡ଼ ବିଜୟ ହେବ ବୋଲି ପୂର୍ବାନୁମାନ କରିଛନ୍ତି।

ଆପ୍‌ ୨୧ରୁ ୧୧ଟି ଆସନରେ ସୀମିତ ରହିବ ବୋଲି  ଅଧିକାଂଶ ପୋଲ୍‌ ଦର୍ଶାଇଥିବା ବେଳେ କଂଗ୍ରେସକୁ ୦ ରୁ ୧ଟି ଆସନ ମିଳିପାରେ ବୋଲି କୁହାଯାଇଛି।

୨୦୧୩ ନିର୍ବାଚନରେ ଏକଜିଟ୍ ପୋଲ୍‌ରେ ତ୍ରିଶଙ୍କୁ ବିଧାନସଭାର ସଠିକ୍ ପୂର୍ବାନୁମାନ କରାଯାଇଥିଲା। ତେବେ ୨୦୧୫ ଓ ୨୦୨୦ ନିର୍ବାଚନରେ ଆପ୍  ବିପୁଳ ବିଜୟ ହାସଲ କରିଥିବା ବେଳେ ଏହାର ସଠିକ୍ ପୂର୍ବାନୁମାନ କରିବାରେ ଏକ୍‌ଜିଟ ପୋଲ୍‌ ବିଫଳ ହୋଇଥିଲା।

ଗତ ଦୁଇଟି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଆପ୍ ନିଜର ସଫଳତା ଦୋହରାଇବା ପାଇଁ  ମାଗଣା ଯୋଜନା ଉପରେ ବିଶେଷ ନିର୍ଭର କରିଥିବା ବେଳେ ଏହାକୁ ଟକ୍କର ଦେଇ ବିଜେପି ମଧ୍ୟ ଅନେକ ମାଗଣା ଯୋଜନାର ପ୍ରତିଶ୍ରୁତି ଦେଇଥିଲା ଏବଂ କୌଣସି କଲ୍ୟାଣକାରୀ ଯୋଜନା ବନ୍ଦ ହେବନାହିଁ ବୋଲି ଘୋଷଣା କରିଥିଲା।

Tags: newsTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.