Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଏଲନ ମସ୍କଙ୍କ ବିରୋଧରେ କ୍ଷମତା ବଦଳାଇବା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମହିଳା ସାଂସଦ

Ramesh Parida by Ramesh Parida
Feb 4, 2025, 03:45 pm GMT+0530
FacebookTwitterWhatsAppTelegram

ଆମେରିକାର ଟ୍ରମ୍ପ ସରକାରରେ ସରକାରୀ ଦକ୍ଷତା ବିଭାଗ ର ନେତୃତ୍ବ ନେଉଥିବା ଟେକ କୋଟିପତି ଏଲନ ମସ୍କଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଯାଉଛି । ଜଣେ ମହିଳା ସାଂସଦ ମଧ୍ୟ ତାଙ୍କ ବିରୋଧରେ କ୍ଷମତା ବଦଳାଇବା ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ ଆଣିଛନ୍ତି ବୋଲି ଜଣାପଡ଼ିଛି । ଏନେଇ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ କହିଛନ୍ତି ଯେ ଯେଉଁଠି ଆବଶ୍ୟକ ହେବ ସେଠାରେ ମସ୍କଙ୍କୁ ମଞ୍ଜୁରୀ ଦିଆଯିବା ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ, ମସ୍କ ଏକ ଅସାଧାରଣ ଗତିରେ ଆମେରିକୀୟ ସରକାରଙ୍କ ବଡ଼ ଅଂଶ ଉପରେ ନିଜର ନିୟନ୍ତ୍ରଣକୁ ସୁଦୃଢ କରୁଛନ୍ତି । ଯାହା ଡ଼େମୋକ୍ରାଟ ଏବଂ ସାମ୍ବିଧାନିକ ବିଦ୍ବାନମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି ।

ସୋମବାର ହ୍ୱାଇଟ୍ ହାଉସ୍ ଦ୍ୱାରା ମସ୍କଙ୍କୁ ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମନୋନୀତ କରାଯାଇଛି। ସେ ନିର୍ବାଚିତ ପଦବୀରେ ନାହାନ୍ତି ଏବଂ ଟ୍ରମ୍ପଙ୍କ କ୍ୟାବିନେଟର ଅଂଶ ନୁହନ୍ତି, ଯାହାର ସଦସ୍ୟମାନଙ୍କୁ ଆମେରିକୀୟ ସେନେଟ ଦ୍ୱାରା ଅନୁମୋଦନ ଆବଶ୍ୟକ ହୋଇଥାଏ।

ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ. ବୁଶଙ୍କ ପ୍ରଶାସନରେ ହ୍ୱାଇଟ୍ ହାଉସର ମୁଖ୍ୟ ନୀତିଶାସ୍ତ୍ର ଓକିଲ ଭାବରେ କାର୍ଯ୍ୟ କରିଥିବା ରିଚାର୍ଡ ପେଣ୍ଟର ଅଲ ଜଜିରାକୁ କହିଛନ୍ତି, ମୁଁ ଏପରି କେବେ ଦେଖି ନଥିଲି। ଦେଶର ଇତିହାସରେ କେବେ  ଏଭଳି ହୋଇନାହିଁ। ଆମକୁ ସବୁବେଳେ ରାଷ୍ଟ୍ରପତି, କ୍ୟାବିନେଟ ଏବଂ ସରକାର ପ୍ରଶ୍ନ କରିଥାନ୍ତି। ସଦସ୍ୟ ଏବଂ ଟ୍ରେଜେରୀ ସଚିବଙ୍କୁ ସେନେଟ୍ ଦ୍ୱାରା ଅନୁମୋଦନ କରାଯାଇଥାଏ। କ୍ୟାବିନେଟ ସଦସ୍ୟମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ କରାଯାଇଥାଏ। ନୀତି କାର୍ଯ୍ୟକାରୀ କରିବା ପାଇଁ ସେମାନେ ହ୍ୱାଇଟ୍ ହାଉସ୍ ସହିତ ସମନ୍ୱୟ ସ୍ଥାପନ କରିଥାନ୍ତି।

ସୋମବାର ଦିନ, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ସେ ଯୁକ୍ତରାଷ୍ଟ୍ର ଅନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମସ୍କ ଏହାକୁ ଏକ ‘ଅପରାଧୀ ସଂଗଠନ’ ଭାବରେ ବର୍ଣ୍ଣନା କରିଥିଲେ। କିଛି ଘଣ୍ଟା ପରେ, ମସ୍କ ରିପୋର୍ଟକୁ ନିଶ୍ଚିତ କରିଥିଲେ ଯେ, ତାଙ୍କ ଟାସ୍କ ଫୋର୍ସ ଆମେରିକାର ଟ୍ରେଜେରୀ ପେମେଣ୍ଟ ସିଷ୍ଟମକୁ ନିଜ ଅଧୀନକୁ ନେଇଛି, ଯାହା ସମଗ୍ର ସଂଘୀୟ ସରକାରଙ୍କ ପକ୍ଷରୁ ପାଣ୍ଠି ସ୍ଥାନାନ୍ତର ପରିଚାଳନା କରିଥାଏ।

କରଦାତାଙ୍କ ଟଙ୍କାର ଠକେଇ ଏବଂ ଅପଚୟକୁ ରୋକିବାର ଏକମାତ୍ର ଉପାୟ ହେଉଛି ପେମେଣ୍ଟ ପ୍ରବାହ ଉପରେ ନଜର ରଖିବା ଏବଂ ସନ୍ଦେହଜନକ କାରବାରକୁ ସମୀକ୍ଷା ପାଇଁ ରଖିବ।  ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି। ସ୍ପଷ୍ଟ ଭାବରେ, ସ୍ୱାଭାବିକ ଭାବରେ, ଏହା ଏକ ବିରାଟ ବୃଦ୍ଧି ଆଣିବ। କାରବାର ସଂଖ୍ୟା ବଢ଼ିବ। ଏହି ଠକେଇ ପାଇଁ ଯେଉଁମାନେ ସାହାଯ୍ୟ କରିଥିଲେ, ପ୍ରୋତ୍ସାହିତ କରିଥିଲେ ଏବଂ ପେମେଣ୍ଟ ଗ୍ରହଣ କରିଥିଲେ ସେମାନଙ୍କ ପାଇଁ ବହୁତ ଅସୁବିଧା ହେବ। ଏହା ବହୁତ ଦୁଃଖର କଥା ବୋଲି ମସ୍କ କହିଛନ୍ତି।

ସୋମବାର ଦିନ, ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୟୁନିଅନର ଏକ ଗୋଷ୍ଠୀ ଟ୍ରେଜେରୀ ବିଭାଗ ଏବଂ ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଥିଲେ। ଅଭିଯୋଗ ହୋଇଥିଲା ଯେ, ପେମେଣ୍ଟ ସିଷ୍ଟମରେ ଡିଓଜିଇର ପ୍ରବେଶ ଲକ୍ଷାଧିକ ଆମେରିକୀୟଙ୍କ ଗୋପନୀୟତାକୁ ବେଆଇନ ଭାବରେ କ୍ଷୁର୍ଣ୍ଣ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ, ସିନେଟ୍ ଡେମୋକ୍ରାଟିକ୍ ନେତା ଚକ୍ ସ୍କୁମର କହିଛନ୍ତି, ଆମେରିକା ଏକ ଅନିର୍ବାଚିତ ଛାୟା ସରକାର ଦ୍ୱାରା ସଂଘୀୟ ସରକାରଙ୍କୁ ନିୟନ୍ତ୍ରଣରେ  ରଖିବାର ପ୍ରୟାସ କରୁଛି। ରିପୋର୍ଟ ଅନୁସାରେ, ନ୍ୟୁୟର୍କ ହାଉସ୍ ପ୍ରତିନିଧି ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ୍ ମସ୍କଙ୍କ ବିରୋଧରେ କ୍ଷମତା ବଦଳାଉଥିବା  ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଥିଲେ।  ଯଦି ତୁମେ କ୍ଷମତା ଚାହୁଁଛ, ତେବେ ପଦ ପାଇଁ ଲଢ଼ି ଲୋକଙ୍କ ପାଇଁ ନିର୍ବାଚିତ ହୁଅ ବୋଲି ଓକାସିଓ-କର୍ଟେଜ୍ ଏକ୍ସରେ କହିଥିଲେ।

ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ, ମସ୍କ ତାଙ୍କ ପ୍ରଶାସନର ଅନୁମୋଦନ ବିନା କିଛି କରିପାରିବେ ନାହିଁ ଏବଂ କରିବେ ମଧ୍ୟ ନାହିଁ।  ଯେତେବେଳେ ଉପଯୁକ୍ତ  ଲାଗିବ ଆମେ ତାଙ୍କୁ ଅନୁମତି ଦେବୁ।  ଯେଉଁଠାରେ ଏହା ଉପଯୁକ୍ତ ଲାଗିବ ନାହିଁ, ଆମେ ମଞ୍ଜୁରୀ ଦେବୁ ନାହିଁ। ଯେଉଁଠାରେ ଆମେ ଭାବିବୁ ଯେ, କୌଣସି ଦ୍ୱନ୍ଦ୍ୱ କିମ୍ବା ସମସ୍ୟା ଅଛି, ଆମେ ତାଙ୍କୁ ସେଠାରେ ପହଞ୍ଚିବାକୁ ଦେବୁ ନାହିଁ।

ଆଇନ ପ୍ରଫେସର ଗେରହାର୍ଡ କହିଛନ୍ତି ଯେ, ଆମେରିକୀୟ ରାଜନୀତିରେ ସିଂହାସନ ପଛରେ ଶକ୍ତିର ଉପସ୍ଥିତି କିଛି ନୂଆ ନୁହେଁ, କିନ୍ତୁ ସରକାରଙ୍କ ଉପରେ ମସ୍କଙ୍କ ପ୍ରଭାବ ଆଇନ ପ୍ରତି ଏକ ଅଭୂତପୂର୍ବ ଅବମାନନାକୁ ପ୍ରତିନିଧିତ୍ୱ କରୁଛି। ଆମେରିକୀୟ ଇତିହାସରେ ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରପତି ଶାସନ ଦୁର୍ନୀତି ସହିତ ଜଡିତ, କିନ୍ତୁ ମସ୍କ ସରକାରଙ୍କ କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରୁଥିବା ଆଇନଗୁଡ଼ିକୁ ସ୍ପଷ୍ଟ ଭାବରେ ଅବମାନନା କରୁଛନ୍ତି ବୋଲି  ଗେରହାର୍ଟ କହିଛନ୍ତି।

Tags: INDIAodishaTOP NEWS
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.