Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ବଜେଟ 2025-26 : ଜାଣନ୍ତୁ ଏଥିର ବଜେଟରେ କଣ ସବୁ ରହିଛି

Ramesh Parida by Ramesh Parida
Feb 1, 2025, 03:00 pm GMT+0530
FacebookTwitterWhatsAppTelegram

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ଅଭିବୃଦ୍ଧି ଭିତ୍ତିଭୂମି ଏବଂ ମଧ୍ୟବିତ୍ତି ଶ୍ରେଣୀକୁ ବଜେଟରେ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି । ବଜେଟରେ ଯେଉଁସବୁ ଘୋଷଣା ହୋଇଛି ତାହା ଏଠାରେ ଉପସ୍ଥାପନ କରାଯାଇଛି ।

ବଜେଟରେ ଜ୍ଞାନ(GYAN) ଅର୍ଥାତ ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତିକୁ ଗୁରୁତ୍ଵ। ତା’ଛଡ଼ା ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇଛି ପ୍ରାଧାନ୍ୟ।
କିଷାନ କ୍ରେଡିଟ କାର୍ଡ ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ।
ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍‌।
ଶସ୍ତା ହେବ ୩୬ ଜୀବନ ରକ୍ଷାକାରୀ ଔଷଧ, ବୀମା କ୍ଷେତ୍ରରେ ୧୦୦% ଏଫଡିଆଇକୁ ଅନୁମତି।
ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ। ପ୍ରତିଷ୍ଠା ହେବ ନ୍ୟୁକ୍ଲିୟର ଏନର୍ଜି ମିଶନ।
ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼।
ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ଟିକସ ବିଧେୟକ।
ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି।
ଆୟକର ଦାଖଲ ସୀମା ୨ରୁ ୪ ବର୍ଷକୁ ବୃଦ୍ଧି, ପୂର୍ବ ୪ ବର୍ଷର ଆୟକର ରିଟର୍ନ ଦାଖଲ ଏକସଙ୍ଗେ କରିପାରିବେ।
ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଭାରତ। ଆଗାମୀ ୬ ବର୍ଷ ହରଡ଼, ବିରି ଓ ମସୁର ଡାଲି ଉତ୍ପାଦନ ବୃଦ୍ଧି ଲାଗି ହେବ ମିଶନ।
ବିହାରରେ ହେବ ମଖାନା ବୋର୍ଡ। ଆସାମରେ ପ୍ରତିଷ୍ଠା ହେବ ୧୨.୭ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ୟୁରିଆ ପ୍ଲାଣ୍ଟ।
କ୍ଷୁଦ୍ର ଉଦ୍ୟୋକଗୁଡ଼ିକୁ ସ୍ବତନ୍ତ୍ର କ୍ରେଡିଟ କାର୍ଡ। ପ୍ରଥମ ବର୍ଷରେ ଜାରି ହେବ ୧୦ ଲକ୍ଷ କାର୍ଡ।
ଏମଏସଏମଇ ପାଇଁ ଲୋନ ଗ୍ୟାରେଣ୍ଟି ୫କୋଟିରୁ ୧୦ କୋଟିକୁ ବୃଦ୍ଧି।
ଷ୍ଟାର୍ଟଅପ ପାଇଁ ମିଳିବ ୨୦ କୋଟି ପର୍ଯ୍ୟନ୍ତ ଋଣ। କମିବ ଗ୍ୟାରେଣ୍ଟି ଦେୟ।
ହଟିବ ୭ ତାରିଫ ରେଟ୍‌, ରହିବ ୮ ତାରିଫ ରେଟ।
ଶସ୍ତା ହେବ: କର୍କଟ ଓ ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ, ଏଲଇଡି ଓ ଏଲସିଡି ଟେଲିଭିଜନ, ଇଭି କାର, ମୋବାଇଲ ଫୋନ ଏବଂ ଏହାର ଉପକରଣ, କପଡ଼ା, ଜୋତା, ବେଲ୍ଟ, ପର୍ସ, ବୈଦ୍ୟୁତିକ ଉପକରଣ, ମେଡିକାଲ ଉପକରଣ, ଲିଥିଅମ ଆୟନ ବ୍ୟାଟେରୀ, ଚମଡ଼ା ଜ୍ୟାକେଟ ଓ ସାମୁଦ୍ରିକ ଖାଦ୍ୟ।
ମହଙ୍ଗା ହେବ: ଫ୍ଲାଟ ପ୍ୟାନେଲ ଡିସପ୍ଲେ ଟିଭି, ପ୍ଲାଷ୍ଟିକ ଉପକରଣ, ନିଟେଡ ଫାବ୍ରିକ।
ସମସ୍ତ ସରକାରୀ ସ୍କୁଲରେ ବ୍ରଡବ୍ୟାଣ୍ଡ ସଂଯୋଗ।
ଷ୍ଟାର୍ଟଅପ ପାଇଁ ୧୦ ହଜାର କୋଟିର ପାଣ୍ଠି ଘୋଷଣା। ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀଙ୍କୁ ୨ କୋଟିର ଋଣ।
୨୦୧୪ ପରଠାରୁ ନିର୍ମିତ ୫ ଆଇଆଇଟିର ଭିତ୍ତିଭୂମି ବିକାଶ ହେବ, ଆଇଆଇଟି ଶିକ୍ଷାନୁଷ୍ଠାନରେ ବଢ଼ିବ ୬୫୦୦ ସିଟ୍‌।
ଭାରତୀୟ ଡାକକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ୍ତ ଲଜିଷ୍ଟିକ ସଂଗଠନରେ ପରିଣତ କରାଯିବ
ଅଣଚମଡ଼ା ଜାତ ଶିଳ୍ପକୁ ପ୍ରାଧାନ୍ୟ। ଏ​‌ କ୍ଷେତ୍ରରେ ୨୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି। ଅଣଚମଡ଼ା ଜାତ ଦ୍ରବ୍ୟର ବ୍ୟବସାୟ ୪ ଲକ୍ଷ କୋଟିକୁ ବୃଦ୍ଧି ହେବ।
କପଡ଼ା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଲାଗି କପା ଚାଷକୁ ଦିଆଯିବ ଗୁରୁତ୍ଵ। ଆସିବ ୫ ବର୍ଷୀୟା ମିଶନ।
ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟଗୁଡ଼ିକ ସହିତ ମିଶି ସରକାର ଏହି ଯୋଜନା ଚଳାଇବେ। ଏଥିରେ ୧.୭ କୋଟି ଚାଷୀଙ୍କୁ ମିଳିବ ଲାଭ। ଦେଶର ୧୦୦ ଜିଲାରେ ଆରମ୍ଭ ହେବ ଏହି ଯୋଜନା।
ସକ୍ଷମ ଅଙ୍ଗନୱାଡ଼ି କାର୍ଯ୍ୟକ୍ରମରେ ଦେଶରେ ୮କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳାଙ୍କୁ ପୋଷଣ ସହାୟତା।
୫୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବାରଦ।
ସହରାଞ୍ଚଳ ବିକାଶ ଲାଗି ୧ ଲକ୍ଷ କୋଟି ବ୍ୟୟବରାଦ।
୨୦୨୮ ସୁଦ୍ଧା ଜଳ ମିଶନ ଶେଷ କରାଯିବ, ଶତପ୍ରତିଶତ ପରିବାରକୁ ଜଳଯୋଗାଣ ପାଇଁ ସରକାରଙ୍କ ଲକ୍ଷ୍ୟ।
ଲାଗୁ ହେବ ରୁପାନ୍ତରିତ ଉଡ଼ାଣ ଯୋଜନା। ଯୋଡ଼ିହେବେ ୪ କୋଟି ନୂଆ ବିମାନ ଯାତ୍ରୀ। ବିହାରରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ବିମାନବନ୍ଦର।

Tags: INDIAnewsTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.