ବଜେଟ ଅଧିବେସନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ସଂସଦରେ ପୂର୍ବହ୍ନ 11 ଟାରେ ଅଧିବେସନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ବା ଫ୍ରେବୃଆରୀ 1 ତାରିଖରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବ ।
ତାଙ୍କ ଅଭିଭାଷଣରେ ସେ କହିଛନ୍ତି:
ରାଜ୍ୟ ସରକାର ୩ କୋଟି ଲୋକଙ୍କୁ ଘର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ଆୟୁଷ୍ମାନ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଛି।
“ଏକ ଦେଶ, ଏକ ନିର୍ବାଚନ” ପ୍ରତିଷ୍ଠା ପାଇଁ କାର୍ଯ୍ୟ ଚାଲିଛି।
ଦେଶ ଦୃଢତାର ସହିତ ନିଜ ନିଷ୍ପତ୍ତି ନେଉଛି।
ସେ କୁମ୍ଭମେଳା ଦୁର୍ଘଟଣା ପ୍ରତି ଦୁଃଖ ପ୍ରକାଶ କରିବା ସହିତ, ଗରିବ ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଛନ୍ତି। ସମ୍ବିଧାନ ନିର୍ମାତାମାନଙ୍କୁ ସେ ପ୍ରଣାମ କରିଛନ୍ତି।
ଏହି ବଜେଟ ଅଧିବେଶନ ଚାରି ପର୍ଯ୍ୟାୟରେ ଆୟୋଜିତ ହେବ:
ପ୍ରଥମ ପର୍ଯ୍ୟାୟ: ଜନୁଆରୀ ୩୧ ରୁ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ।
ଦ୍ୱିତୀୟ ପର୍ଯ୍ୟାୟ: ମାର୍ଚ୍ଚ ୧୦ ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ‘‘୩ କୋଟି ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି। କୃଷକଙ୍କ ଉନ୍ନତ ପାଇଁ ପଦକ୍ଷେପ ନିଆଯାଇଛି। ଆୟୁଷ୍କାନ ଯୋଜନାରେ ସଭିଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ବୀମା ମିଳୁଛି। ଏକ ଦେଶ ଏକ ନିର୍ବାଚନ ପାଇଁ କାମ ଚାଲିଛି। ଦେଶ ଦୃଢ଼ତାର ସହ ନିଜ ନିଷ୍ପତ୍ତି ନେଉଛି।’’
କୁମ୍ଭମେଳା ଦୁର୍ଘଟଣାକୁ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ଗରିବ ଓ କୃଷକଙ୍କ ବିକାଶକୁ ଗୁରୁତ୍ବ ଦିଆଯାଉଥିବା କୁହିଛନ୍ତି। ସମ୍ବିଧାନ ନିର୍ମାତାଙ୍କୁ ମୁର୍ମୁ ପ୍ରଣାମ କରୁଛି ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।
ସଂସଦ ଅଧିବେଶନ ଜୁନାଆରି ୩୧ ତାରିଖରୁ ଆରମ୍ଭ ହୋଇ ୪ଟି ପର୍ଯ୍ୟାୟରେ ଏପଅିଲ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରି ୧୩ ତାରିଖରେ ଶେଷ ହୋଇ ଦ୍ବିତୀୟ ଭାଗ ମାର୍ଚ୍ଚ ୧୦ରେ ଆରମ୍ଭ ହେବ।