Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

କାହିଁକି ହେଲା ଦଳାଚକଟା ?

Ramesh Parida by Ramesh Parida
Jan 30, 2025, 12:20 pm GMT+0530
FacebookTwitterWhatsAppTelegram

କାହିଁକି ହେଲା ଏତେ ବଡ ଅଘଟଣ ? କଣ ରହିଛି କାରଣ ? ଅଘଟଣ ପାଇଁ ଦାୟୀ କିଏ ? ବୋଲି ଯେତେବେଳେ ପ୍ରଶ୍ନ ଉଠୁଛି ସେତେବେଳେ ପ୍ରଶାସନ ଲୋକଙ୍କ ଉପରେ ଦୋଷ ଲଦିଛି । ଲୋକେ ପ୍ରଶାସନ କଥା ଶୁଣୁନଥିଲେ, ମାଇକରେ ନିୟମ ମାନିବାକୁ କହୁଥିଲେ ବି କେହି ମାନୁ ନଥିଲେ, ଆପପାଖରେ ଥିବା ଘାଟରେ ସ୍ନାନ ନକରି ସମସ୍ତେ ସଙ୍ଗମ୍ ଘାଟ ମୁହାଁ ହୋଇଥିଲେ ବୋଲି ପ୍ରଶାସନ ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଚେଷ୍ଟା କରୁଥିୂବା ବେଳେ ଲୋକେ କିନ୍ତୁ ପ୍ରଶାସନ ଭିଡ ନିୟନ୍ତ୍ରଣରେ ବିଫଳ ହେଲା ବୋଲି ଅଭିଯୋଗ ଆଣିଛନ୍ତି ।

ଦଳାଚକଟା ଘଟଣାରେ ମୋଟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି । କିନ୍ତୁ ଏତେ ବଡ ଘଟଣା କାହିଁକି ଘଟିଲା ତା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଆଉ ସେହି କାରଣଟି ହେଉଛି ଅସମ୍ଭାଳ ଭିଡରୁ ମୁକୁଳିବାକୁ ସେଠି ବାଟ ହିଁ ନଥିଲା ।

ମୌନୀ ଅମାବାସ୍ୟା ଥିବାରୁ ପବିତ୍ର ଦିନରେ ସଂଗମ ସ୍ଥଳରେ ବୁଡ ପକାଇ ପୂଣ୍ୟ ଅର୍ଜିବାକୁ ୧୦ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ସଙ୍ଗମ ଘାଟ ପାଖରେ ଖାଲି ୨୫ ଲକ୍ଷ ଲୋକ ଏକାଠି ହୋଇଥିଲେ ।

କିଏ ରାତିରୁ ବୁଡ ପକାଇ ସାରିଥିଲା ତ ଆଉ କିଏ ପବିତ୍ର ମୁହୂର୍ତ୍ତରେ ବୁଡ ପକାଇବାକୁ ଅପେକ୍ଷା କରିଥିଲା । ଯେଉଁମାନେ ବୁଡ ପକାଇ ସାରିଥିଲେ ସେମାନେ ଫେରିବାକୁ ବାଟ ପାଇ ନଥିଲେ.

ଲକ୍ଷ ଲକ୍ଷ ଲୋକଙ୍କୁ ଆଡେଇ ବାହାରିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ଆଉ ଏତିକି ବେଳେ ଏକ ଭିଡର ଜୁଆର ସେମାନଙ୍କୁ ଧକ୍କା ଦେଇଥିଲା ଯାହା ପରେ ଜନଜୁଆର ସଂଗମ ଘାଟରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ସ୍ଥିତି ଏମିତି ଥିଲା ଯେ ଜଣଙ୍କ ଉପରେ ପାଖାପାଖି ୨୦ରୁ ୨୫ ଜଣ ପଡିଥିଲେ ଆଉ ସେହି ଭିଡ ଅନେକ ଲୋକଙ୍କ ଜୀବନ ନେଇଗଲା ବୋଲି ଦେଖଣାହାରୀ କହିଛନ୍ତି ।

Tags: newsTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.