Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଜଳରେ ବିଜେପି ବିଷ ମିଶାଉଛି – କେଜ୍ରିଓ୍ବାଲ

Ramesh Parida by Ramesh Parida
Jan 28, 2025, 04:54 pm GMT+0530
FacebookTwitterWhatsAppTelegram

ଜଳରେ ବିଜେପି ବିଷ ମିଶାଉଛି | ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଏକ ବଡ଼ ଅଭିଯୋଗ କରି କହିଛନ୍ତି ଯେ ହରିୟାଣାରୁ ଦିଲ୍ଲୀ ଆସୁଥିବା ଜଳରେ ବିଜେପି ବିଷ ମିଶାଉଛି କହିଛନ୍ତି।

ଯଦି ଦିଲ୍ଲୀ ଲୋକମାନେ ବିଜେପି ପାଇଁ ଭୋଟ ଦେବେନି ତା ମାନେ କଣ ଆପଣ ଦିଲ୍ଲୀ ଲୋକଙ୍କୁ ପାଣରେ ବିଷ ମିଶାଇ ମାରିବେ । ହରିୟାଣାର ବିଜେପି ସରକାର ଦିଲ୍ଲୀ ଆସୁଥିବା ଜଳରେ ବିଷ ମିଶାଉଛନ୍ତି ବୋଲି କେଜ୍ରିଓ୍ବାଲ ଦାବି କରିଛନ୍ତି ।ତେବେ କେଜ୍ରିୱାଲଙ୍କ ମନ୍ତବ୍ୟ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି କହିଛନ୍ତି,  ଅଭିଯୋଗ କରିବା କେଜ୍ରିୱାଲଙ୍କ  ଅଭ୍ୟାସ।

କେଜ୍ରିୱାଲ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ପଠାନ୍ତୁ, ମୁଁ ମୋ ମୁଖ୍ୟ ସଚିବଙ୍କୁ  ସୋନିପତ ପଠାଉଛି। ଉଭୟ ସେଠାରେ ଜଳର ମାନ ପରୀକ୍ଷା କରିବେ ଯେଉଁଠାରୁ ଜଳ ଦିଲ୍ଲୀ ଯାଉଛି।

ତେବେ ଦେ ଦିଲ୍ଲୀ ବାସିନ୍ଦାଙ୍କ ପ୍ରତିଶ୍ରୁତି ଦେଇ କହିଉନ୍ତି ଯେ ଯେପର୍ଯ୍ୟନ୍ତ କେଜ୍ରିଓ୍ବାଲ ଅଛନ୍ତି ସେ ପର୍ଯ୍ୟନ୍ତ ଦିଲ୍ଲୀ ବାସିନ୍ଦଙ୍କର କୌଣସ କ୍ଷତି ହେବ ନାହିଁ ।

ହରିୟାଣାରୁ ଦିଲ୍ଲୀକୁ ଯୋଗାଣ କରାଯାଉଥିବା ଜଳରେ ଉଚ୍ଚ ଆମୋନିଆ ସ୍ତର ରହିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ନିର୍ବାଚନ କମିସନ୍‌ (ଇସି) ସେ ସଂକ୍ରାନ୍ତରେ ହରିୟାଣା ସରକାରଙ୍କଠାରୁ ଜବାବ ମାଗିଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ହରିୟାଣା ସରକାର ଉକ୍ତ ଅଭିଯୋଗ ଉପରେ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରିବାପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶାସିତ ହରିୟାଣା ସରକାର ଜାଣିଶୁଣି ଯମୁନା ନଦୀକୁ ବିଷାକ୍ତ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ନିର୍ବାଚନ କମିସନ୍‌ଙ୍କୁ ‌ଭେଟି ଅଭିଯୋଗ କରିଛନ୍ତି।

କେଜ୍ରିୱାଲ କହିଛନ୍ତି, ଜଳ ବୋର୍ଡ ଇଞ୍ଜିନିୟରମାନେ ସମସ୍ୟା ଚିହ୍ନଟ କରି ସୀମା ନିକଟରେ ଜଳକୁ ଅଟକାଇଛନ୍ତି।  ଯଦି ଏହି ଜଳ ଦିଲ୍ଲୀ ଆସିଥାନ୍ତା ଏବଂ ପାନୀୟ ଜଳ ସହ ମିଶିଥାନ୍ତା ତେବେ ଦିଲ୍ଲୀରେ କେତେ ଲୋକ ମରିଥାନ୍ତେ ତାର ହିସାବ ରହିନଥାନ୍ତା।  ଏହା ଗଣହତ୍ୟା ହୋଇଥାନ୍ତା।  କେଜ୍ରିୱାଲ କହିଛନ୍ତି, ଏହା ଏଭଳି ଏକ ବିଷ ଯାହାକୁ ଜଳ ଚିକିତ୍ସା କେନ୍ଦ୍ର ବି ଚିହ୍ନଟ କରିପାରିନି।

ଏହି କାରଣ ପାଇଁ ଦିଲ୍ଲୀରେ ଜଳ ସଙ୍କଟ ଦେଖାଦେଉଛି। କେଜ୍ରିୱାଲ କହିଛନ୍ତି, ମୁଁ ଆଶା କରୁଛି ଯେ ନିର୍ବାଚନ କମିସନ୍‌ ଏଥିରେ ହସ୍ତ‌କ୍ଷେପ କରିବେ ଏବଂ ଦିଲ୍ଲୀର ଲୋକମାନଙ୍କୁ ଏହି ବିପଦରୁ ସୁରକ୍ଷା ଦେବେ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.