Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ନିଜ ସୁନ୍ଦରତାକୁ ଆୟୁଧ କରି ୧୦ ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ କଲେ ମୋନାଲିସା

Ramesh Parida by Ramesh Parida
Jan 28, 2025, 04:38 pm GMT+0530
FacebookTwitterWhatsAppTelegram

ମହାକୁମ୍ଭରେ ମାଳି ବିକୁଥିବା ମୋନାଲିସା ନିଜ ସୁନ୍ଦରତା ଏବଂ ପୋଟଳଚିରା ଆଖିର  ଚାହାଣୀ ପାଇଁ ରାତାରାତି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ରୋଜଗାରକୁ ନେଇ ଆଉ ଏକ ଚର୍ଚ୍ଚା ଖବରର ଶିରୋନାମା ପାଲଟିଛି । ମୋନାଲିସା ମହାକୁମ୍ଭରେ କେତେ ଟଙ୍କା ରୋଜଗାର କରିଛନ୍ତି ରୁନ୍ଦ୍ରାକ୍ଷ ଏବଂ ମାଳ ବିକି ମାତ୍ର 10  ଦିନରେ ସେ କେତେ କମେଇଛନ୍ତି ତାକୁ ନେଇ ସୋସିଆଲ ମିଡ଼ିଆରେ ପୁଣି ଚର୍ଚ୍ଚା ଆଲୋଚନା ଚାଲିଥିଲା । ବେଳା ମୋନାଲିସା କାଳେ ମାତ୍ର 10 ଦିନରେ 10 କୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକେ ଆଲୋଚନା କରୁଥିବା ଏବେ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହୋଇଛି ।

ନିଜ ସୁନ୍ଦରତାକୁ ଆୟୁଧ କରି ସେ ମାତ୍ର ୧୦ ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା କୁହାଯାଉଥିବା ବେଳେ ମୋନାଲିସା କିନ୍ତୁ ଏପରି ଉଡା କଥାକୁ ଖଣ୍ଡନ କରିଛନ୍ତି ଆଉ କହିଛନ୍ତି ଏହା ଗୁଜବ । ଆଉ କହିଛନ୍ତି, ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥାନ୍ତି ତାହାଲେ କଣ ପାଇଁ ଏଠି ପଡିରହିଛି ଆଉ କଣ ପାଇଁ ଆଜି ଯାଏଁ ମାଳି ବିକୁଛି ।

ସେପଟେ ମୋନାଲିସାଙ୍କ ବାପା ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି ନିଜ ସୁନ୍ଦରତା ପାଇଁ ଝିଅ ରାତାରାତି ଭାଇରାଲ ହେବା ଆମ ପାଇଁ କାଳ ସାଜିଛି । ୧୦ ଦିନରେ ୧୦ କୋଟି ନୁହେଁ ବରଂ ବ୍ୟବସାୟ ପ୍ରଭାବିତ ହୋଇଛି, ମାଳି ବିକି ଯେତିକି ରୋଜଗାର କରି ହୋଇଥାନ୍ତା ତାହା ହୋଇପାରିନି । ମାଳମାଳ ଲୋକଙ୍କ ସହ ସେଲ୍ଫି, ୟୁଟୁବରଙ୍କ ଭିଡିଓ ଏବଂ ସାମ୍ବାଦିକଙ୍କ ଗହଳି ବେପାରରେ ବାଧା ଦେଇଛି ତେଣୁ ବ୍ୟବସାୟ ହୋଇପାରିନି ।

ତେବେ ପ୍ରୟାଗରାଜ ଯିଏ ଯାଉଛି ସିଏ ବାବାଙ୍କୁ ଭେଟିବା ସହ ଭାଇରାଲ ଗାର୍ଲ ମୋନାଲିସାଙ୍କୁ ଭେଟୁଛି । ତାଙ୍କ ପାଖରେ ସବୁଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଛି ତେଣୁ ତାଙ୍କୁ ବାଧ୍ୟ ହୋଇ ଘରେ ରହିବାକୁ ପଡିଛି । ନିଜର ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସେ ଫେରିଯାଇଥିବା କହି ତାଙ୍କ ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ମୋନାଲିସା ।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.