Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଦୀର୍ଘ 15 ମାସ ଧରି ଚାଲିଥିବା ସଂଘର୍ଷରେ ଆଜିଠାରୁ ବିରାମ , ଗାଜା ଅସ୍ତ୍ରବିରତି ଚୁକ୍ତି ଲାଗୁ

Ramesh Parida by Ramesh Parida
Jan 20, 2025, 10:17 am GMT+0530
FacebookTwitterWhatsAppTelegram

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ 15 ମାସ ଧରି ଚାଲିଥିବା ସଂଘର୍ଷରେ ଆଜିଠାରୁ ବିରାମ ଲାଗିଛି । ଅସ୍ତ୍ରବିରତି ଚୁକ୍ତି ନିର୍ଦ୍ଧାରିତ ସମୟର ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆଜି ପୂର୍ବାହ୍ନରେ କାର୍ଯ୍ୟକାରୀ ହୋଇଛି ।ମଧ୍ୟପ୍ରାଚୀର ବିପର୍ଯ୍ୟୟ ଆଣିଥିବା ଏହି ସଂଘର୍ଷରେ 60 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଳକ୍ଷରୁ ଅଧିକ ଆହତ ହୋଇଛନ୍ତି । ଆଜି ଯୁଦ୍ଧବିରତି ପୁର୍ବରୁ ଇସ୍ରାଏଲର ଦାବି ମୁତାବକ ବନ୍ଧକଙ୍କ ନାମ ତାଲିକା ଦେବାରେ ହମାସ ବିଳମ୍ବ କରିବାରୁ ଇସ୍ରାଏଲ ପୁଣି ଆକ୍ରମଣ ଆରମ୍ଭ କରିଦେଇଥିଲା।  ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଓ ଆର୍ଟିଲାରି ଆକ୍ରମଣରେ ୧୩ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଇସ୍ରାଏଲ  ଆକ୍ରମଣର ତୀବ୍ରତାକୁ ଦେଖି ହମାସ  ଚୁକ୍ତି ଅଧୀନରେ ମୁକ୍ତ ହେବାକୁ ଥିବା ପ୍ରଥମ ତିନି ଜଣ ବନ୍ଧକଙ୍କ ନାମ ତାଲିକା ତୁରନ୍ତ ପ୍ରଦାନ କରିଥିଲା ଏବଂ ଏହାପରେ ଯୁଦ୍ଧବିରତି ଲାଗୁ ହୋଇଥିବା ଉଭୟ ପକ୍ଷ ଘୋଷଣା କରିଥିଲେ।

ଜଣେ ପାଲେଷ୍ଟାଇନ୍ ଅଧିକାରୀ କହିଛନ୍ତି ଯେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟସ୍ଥିମାନେ ୪୮ ଘଣ୍ଟା ଶାନ୍ତ ରହିବାକୁ ଉଭୟ ପକ୍ଷଙ୍କୁ କହିଥିଲେ। ତେବେ ଇସ୍ରାଏଲ ଏହାକୁ ଗ୍ରହଣ କରିନଥିଲା ଏବଂ ଏହି ପ୍ରକ୍ରିୟାରେ  ଅସ୍ତ୍ରବିରତି ଲାଗୁ ହେବାପାଇଁ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ତାଲିକା ମିଳିବାରେ ବିଳମ୍ବ ଯୋଗୁଁ ହିଁ ଏଭଳି ସ୍ଥିତି ଉପୁଜିଲା ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ।  ଆଜି ଯେଉଁ ଇସ୍ରାଏଲୀ ବନ୍ଧକମାନଙ୍କୁ  ହମାସ ମୁକ୍ତ କରିଛି, ସେମାନେ ହେଲେ   ରୋମି ଗୋନ୍, ଡୋରନ୍ ଷ୍ଟେନ୍‌ବ୍ରେଚର ଏବଂ ଏମିଲି ଡାମାରୀ ।  ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ପରେ ଶତାଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ଏହାପରେ ଗାଜା ଯୁଦ୍ଧ  ଆରମ୍ଭ ହୋଇଥିଲା। ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଗାଜାର ୮୦ ପ୍ରତିଶତ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ  ୬୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ଜାତିସଂଘ ସୂତ୍ରରୁ କୁହାଯାଇଛି।   ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିପଦ ମୁହାଁ କରିଥିବା ବେଳେ  ଇସ୍ରାଏଲ ଓ ଏହାର  ଶତ୍ରୁ ଇରାନ ମଧ୍ୟରେ ବି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ କରିଥିଲେ।
ଇସ୍ରାଏଲ ସେନା ଗାଜାର ରାଫା  ଅଞ୍ଚଳରୁ ଆଜି ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର ଆରମ୍ଭ କରିବା ଲୋକଙ୍କୁ ଆଶ୍ବସ୍ତ କରିଛି ଏବଂ ରିଲିଫ୍‌ ଶିବିରରେ ରହୁଥିବା ବାସହରାମାନେ ସେମାନଙ୍କ ଧ୍ବସ୍ତବିଧ୍ବସ୍ତ ବାସସ୍ଥାନ ଅଂଚଳକୁ ଫେରିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଇଜିପ୍ଟ, କତାର ଏବଂ   ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ମାସ ଧରି ଚାଲିଥିବା ଆଲୋଚନା ପରେ ତିନି ପର୍ଯ୍ୟାୟ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା।  ଆସନ୍ତାକାଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି ଚୁକ୍ତି  ଆଜି କାର୍ଯ୍ୟକାରୀ ହୋଇଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ସ୍ବାଗତ କରିଛନ୍ତି। ଟ୍ରମ୍ପ ମଧ୍ୟ ଅସ୍ତ୍ରବିରତିକୁ ସ୍ବାଗତ କରି ଏହା ଶାନ୍ତି ପାଇଁ ବାଟ ଫିଟାଇବ ବୋଲି କହିଛନ୍ତି।  ପ୍ରାୟ ୭୭ ଜଣ ବନ୍ଧକଙ୍କ ବଦଳରେ ଇସ୍ରାଏଲ ପର୍ଯ୍ୟାୟକ୍ରମେ ୨,୦୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବ ବୋଲି ଜଣାପଡ଼ିଛି।   ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍ ୱିଟକଫଙ୍କ ସହ ମିଶି ଏହି ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ କାମ କରିଥିଲେ। ସୂଚନାଯୋଗ୍ୟ, ନିକଟରେ  ଟ୍ରମ୍ପ ହମାସକୁ ଚେତାବନୀ ଦେଇ କହିଥିଲେ ଯେ ବନ୍ଧକମାନଙ୍କୁ ମୁକ୍ତ କରାନଗଲେ ସେମାନଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିବ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.