Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଆଜିଠାରୁ ଗାଜାରେ ଅସ୍ତ୍ରବିରତି

Ramesh Parida by Ramesh Parida
Jan 19, 2025, 09:07 am GMT+0530
FacebookTwitterWhatsAppTelegram

ହମାସ ସହ ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ  ଅନୁମୋଦନ ମିଳିଥିବାରୁ ଆସନ୍ତାକାଲି ଠାରୁ 6 ସପ୍ତାହ  ଯୁଦ୍ଧବିରତି ସହ ଗାଜାରେ ଚାଲିଥିବା 15 ମାସର ଯୁଦ୍ଧ ସ୍ଥିତିରେ ସ୍ଥଗିତ ହେବାର ବାଟ ଫିଟିଛି । ରବିବାର ସକାଳ ସାଢେ ଟାରୁ ଅସ୍ତ୍ରବିରତି  ଲାଗୁ ହେବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜମିନ ନେତାନ୍ୟାହକୁଙ୍କ ମନ୍ତ୍ରିମଣ୍ଡଳ କିଛି କଠୋର ଦକ୍ଷିଣପନ୍ଥୀ  ସଦସ୍ୟଙ୍କ ବିରୋଧ ସତ୍ତ୍ବେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଯୁଦ୍ଧବିରତି ଚୁକ୍ତିକୁ ଗ୍ରହଣ କରିବା ପରେ ମଧ୍ୟପ୍ରାଚ୍ୟର ଆଶ୍ବସ୍ତି ପ୍ରକାଶ ପାଇଛି  । ଅସ୍ତ୍ରବିରତି ନେଇ ଦେଶବାସୀ, ବିଶେଷତଃ ବନ୍ଧକ ଥିବା‌ ଲୋକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବନ୍ଧକ ଓ ବନ୍ଦୀ ବିନିମୟ ଅପରାହ୍ଣ ସାଢ଼େ ୪ଟାରୁ ଆରମ୍ଭ ହେବ। ଏହି ଚୁକ୍ତିରେ କତର ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ ଏବଂ ଆମେରିକୀୟ ଅଧିକାରୀମାନେ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧର ଅନ୍ତ ଘଟାଇବା ଏହି ଚୁକ୍ତିର ଲକ୍ଷ୍ୟ।

ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ୪୨ ଦିନ ଧରି ଚାଲିବ ଏବଂ ଗାଜାରେ ହମାସ ଦ୍ୱାରା ବନ୍ଦୀ ଥିବା ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ। ବିନିମୟରେ ଇସ୍ରାଏଲ ମଧ୍ୟ ୭୩୭ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ। କତର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍-ଥାନି କହିଛନ୍ତି ଯେ ମୁକ୍ତି ପାଇବାକୁ ଥିବା ବନ୍ଧକମାନଙ୍କ ମଧ୍ୟରେ ମହିଳା, ଶିଶୁ, ବୟସ୍କ, ବେସାମରିକ ଅସୁସ୍ଥ ଓ ଆହତ ଲୋକ ଅଛନ୍ତି। ଆତଙ୍କବାଦୀ ସଂଗଠନର ଦୁଇ ଘନିଷ୍ଠ ସୂତ୍ର ଅନୁଯାୟୀ, ରବିବାର ସନ୍ଧ୍ୟାରେ ତିନି ଜଣ ଇସ୍ରାଏଲ ମହିଳା ସୈନିକଙ୍କୁ ପ୍ରଥମେ ମୁକ୍ତ କରାଯିବ। ସରକାରୀ ମୁଖପାତ୍ର ଡେଭିଡ୍ ମେନ୍ସର କହିଛନ୍ତି ଯେ, ବନ୍ଦୀଙ୍କ ବଦଳରେ ଇସ୍ରାଏଲ ପ୍ରଚୁର ମୂଲ୍ୟ ଦେବାକୁ ପ୍ରସ୍ତୁତ ଥିଲା। ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ କହିଛି ଯେ ଗାଜା ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ୩୩ ବନ୍ଧକଙ୍କ ବିନିମୟରେ ୭୩୭ କଏଦୀଙ୍କୁ ମୁକ୍ତ କରାଯିବ। ତେବେ ରବିବାର ସ୍ଥାନୀୟ ସମୟ ଅପରାହ୍ଣ ୪ଟା ପୂର୍ବରୁ କାହାକୁ ମୁକ୍ତ କରାଯିବ ନାହିଁ ବୋଲି ଇସ୍ରାଏଲ କହିଛି। ଗାଜାର ସୀମା ପାର ହେଉଥିବା କେରେମ ଶାଲୋମ ଓ ଏରେଜରେ ଗୋଟିଏ ଲେଖାଏଁ ଏବଂ ଏହି ଅଞ୍ଚଳର ପୂର୍ବରେ ଥିବା ରେଇମରେ ଗୋଟିଏ ପଏଣ୍ଟ ରଖାଯାଇଛି। ବନ୍ଦୀମାନେ ସେଠାରେ ପହଞ୍ଚିବା ପରେ ଡାକ୍ତର ଓ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସେମାନଙ୍କର ଯାଞ୍ଚ କରିବେ। ଏହାପରେ ସେମାନଙ୍କୁ ହେଲିକପ୍ଟର କିମ୍ବା ଗାଡ଼ି ଯୋଗେ ଇସ୍ରାଏଲର ଡାକ୍ତରଖାନାକୁ ପଠାଯିବ। ଏହି ୪୨ ଦିନ ମଧ୍ୟରେ ଇସ୍ରାଏଲ ସେନା ଗାଜାର ଜନବହୁଳ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବ। ଇସ୍ରାଏଲର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଗାଜା ଷ୍ଟ୍ରିପ୍ ସୀମାରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେନା ଏକ ସଂଶୋଧିତ ପ୍ରତିରକ୍ଷା ଯୋଜନା ପ୍ରସ୍ତୁତ କରିଛି।
ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ ଭିତରେ ନିର୍ଦ୍ଦିଷ୍ଟ ସ୍ଥାନ ଓ ମାର୍ଗରୁ ଇସ୍ରାଏଲ ସୈନିକମାନେ ପଛକୁ ହଟିବେ କିନ୍ତୁ ସେସବୁ ଅଞ୍ଚଳକୁ ବିସ୍ଥାପିତ ବାସିନ୍ଦାଙ୍କୁ ଫେରିବାକୁ ଅନୁମତି ଦିଆଯିବ ନାହିଁ। ପ୍ରସ୍ତାବିତ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟରେ ଗାଜା ମଧ୍ୟରେ ଏକ ବଫର ଜୋନ୍ ବଜାୟ ରଖିବ। ହମାସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଗାଜାର ଦକ୍ଷିଣରେ ରାଫାଠାରୁ ଉତ୍ତରରେ ବେଇତ୍ ହାନୁନ୍ ପର୍ଯ୍ୟନ୍ତ ୮୦୦ ମିଟର ଭିତରେ ରହିବାର ସମ୍ଭାବନା ରହିଛି। ଯଦିଓ ସବୁ ବନ୍ଧକ ମୁକ୍ତ ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ ସୈନିକମାନେ ଗାଜାରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ ନାହିଁ, ତଥାପି ଏହା ବିସ୍ଥାପିତ ପାଲେଷ୍ଟିନୀୟମାନଙ୍କୁ ଏକ ଇଲେକ୍ଟ୍ରୋନିକ୍ ଚେକ୍ ପଏଣ୍ଟ ମାଧ୍ୟମରେ ଫେରିବାକୁ ଅନୁମତି ଦେବ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଜି ରାତିରେ କହିଛନ୍ତି ଯେ ଯେଉଁ ୩୩ଜଣ ବନ୍ଧକ ମୁକ୍ତ ହେବେ ସେମାନଙ୍କ ତାଲିକା ଦେବାକୁ ହମାସ ବାଧ୍ୟ। ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ନାମ ତାଲିକା  ଆମକୁ ମିଳିଲେ ହିଁ ଅସ୍ତ୍ରବିରତି ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିବ। ଅନ୍ୟଥା ଭିନ୍ନ ପରିଣାମ ସୃଷ୍ଟି ହେବ‌େବାଲି   ନେତାନ୍ୟାହୁ କହିଛନ୍ତି। ଅନ୍ୟପକ୍ଷରେ କତର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ କହିଛନ୍ତି ଯେ ମଧ୍ୟସ୍ଥତାକାରୀ କତର, ଇଜିପ୍ଟ ଓ ଆମେରିକା କାଇରୋସ୍ଥିତ ଏକ ସଂସ୍ଥା ଜରିଆରେ ଯୁଦ୍ଧବିରତି ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିବେ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସମସ୍ତଙ୍କ ସହମତି ଭିତ୍ତିରେ ସ୍ପଷ୍ଟ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି। ଆମେରିକା ଅସ୍ତ୍ରବିରତି ପ୍ରକ୍ରିୟା ଉପରେ ଅହରହ ନଜର ରଖିଛି।

Tags: INDIAnewsodisha
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.