Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ 16 ଜଣଙ୍କର ସନ୍ଦେହଜନକ ମୃତ୍ୟୁ , କାରଣ ଅସ୍ପଷ୍ଟ

Ramesh Parida by Ramesh Parida
Jan 18, 2025, 09:08 am GMT+0530
FacebookTwitterWhatsAppTelegram

ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ 16 ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି  । ଗତବର୍ଷ ଡ଼ିସେମ୍ବର ମାସରୁ 3 ଟି ପରିବାରର 16 ଜଣଙ୍କର ମୃତ୍ୟୁ ହେଲାଣି ଏବଂ ଗତ ରବିବାରରୁ ଆଜି  ସୁଦ୍ଧା ସୁଦ୍ଧା 7 ଜଣଙ୍କର ମୃତ୍ୟୁ ହେଲାଣି । ମାମଲା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବାରୁ କର୍ତୁପକ୍ଷ ପ୍ରଭାବିତ ପରିବାରର 3 ଟି ଘରକୁ ସିଲ କରିଛନ୍ତି  ଏବଂ ସେମାନଙ୍କର 21 ଜଣ ଘନିଷ୍ଠ ସମ୍ପର୍କୀୟଙ୍କୁ ସରକାରୀ ବ୍ୟବସ୍ଥାରେ ରଖାଯାଇଛି । ଏହାଦ୍ବାରା ସେମାନଙ୍କୁ କଡ଼ା ନଜରରେ ରଖାଯାଇପାରିବ।

ଅନ୍ୟପକ୍ଷେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କରି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ମୃତ୍ୟୁର କାରଣ କ’ଣ ଜାଣିବାପାଇଁ ତଦନ୍ତ ତ୍ବରାନ୍ବିତ କରିବାକୁ ସେ ସ୍ବାସ୍ଥ୍ୟ ଏବଂ ପୁଲିସ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଓମାର କହିଛନ୍ତି, ବର୍ଷକ ମଧ୍ୟରେ ଏତେଗୁଡ଼ିଏ ସନ୍ଦେହଜନକ ମୃତ୍ୟୁର ମୂଳ‌ରେ ପହଞ୍ଚିବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। ଆମେ ଏହି ସଙ୍କଟର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ।  ଉଲ୍ଲେଖଯୋଗ୍ୟ, ଓମାର ଅବଦୁଲ୍ଲା କରିଥିବା ବୈଠକରେ ରାଜ୍ୟର ଅନ୍ୟ ଶୀର୍ଷ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।   ଏହି ମାମଲାରେ ୩୦୦୦ରୁ ଅଧିକ ଘରକୁ ଯାଇ ସର୍ଭେ କରାଯାଉଛି। ଖାଦ୍ୟ, ପାଣି ଏବଂ ଅନ୍ୟ ସାମଗ୍ରୀର ନମୁନା ପରୀକ୍ଷା କରାଯାଉଛି। ସମସ୍ତ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। କୌଣସି ପ୍ରକାର ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇନି। କେବଳସେତିକି ନୁହେଁ ଆଇସିଏମ୍‌ଆର, ‌ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି, ଏନ୍‌ସିଡିସି, ସିଏସଆଇଆର, ଡିଆରଡିଓ ମଧ୍ୟ ଏହି ମୃତ୍ୟୁର ପ୍ରକୃତ କାରଣ କ’ଣ ଜାଣିବାରେ ବିଫଳ ହୋଇଛନ୍ତି।  ପୁଲିସ ଅଫିସରମାନେ   ବୈଠକରେ ଜଣାଇଛନ୍ତି ‌ଯେ ସମସ୍ତ ମୃତକ  ଦେଢ଼ କିମି ଅଞ୍ଚଳ ମଧ୍ୟରେ ରହୁଥିଲେ। ଉଲ୍ଲେଖଯୋଗ୍ୟ,  ୬୦ ବର୍ଷୀୟ ଜାଟ୍ଟି ବେଗମ୍‌ଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା।  ତାଙ୍କର ଅନ୍ୟ ଜଣେ ଝିଅ ମଧ୍ୟ ମୃତ୍ୟୁ ସହ ଲଢ଼ୁଛି। ଅତିରିକ୍ତି ଡେପୁଟି କମିସନର ଦିଲ ମୀର୍‌ଙ୍କ ନେତୃତ୍ବାଧୀନ ଟିମ୍‌ ଏହି ଅପରେସନ୍‌ ପରିଚାଳନା କରୁଛନ୍ତି।  ବୁଧାଲ ଏସ୍‌ପି ୱାଜାହାଟ ହୁସେନଙ୍କ ନେତୃତ୍ବାଧୀନ ଏକ ୧୧ ଜଣିଆ ଏସ୍‌ଆଇଟି ଏହି ମାମଲାର ତଦନ୍ତ କରୁଛି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.