Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

କୁମ୍ଭମେଳା 2025: ଷ୍ଟିଭ ଜବ୍ସଙ୍କ ଭାରତ ଗସ୍ତ ଯୋଜନା ବିଷୟରେ ଉଲ୍ଲେଖ ଚିଠିି ଚର୍ଚ୍ଚାର ବିଷୟ ପାଲଟିଛି

Ramesh Parida by Ramesh Parida
Jan 16, 2025, 01:01 pm GMT+0530
FacebookTwitterWhatsAppTelegram

ସ୍ବର୍ଗତ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାଓ୍ବେଲ ଜବ୍ସ ବର୍ତମାନ ମହାକୁମ୍ଭ ମେଳା 2025 ପାଇଁ ଭାରତରେ ଅଛନ୍ତି , ଯେଉଁଠାରେ ତାଙ୍କୁ କମଳା ନାମ ଦିଆଯାଇଛି । ଇତିମଧ୍ୟରେ ଆପଲର ସ୍ବର୍ଗତ ସହପ୍ରତିଷ୍ଠାତାଙ୍କ ଏକ ହାତଲେଖା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 1974 ମସିହାରେ ଲିଖତ ଏହି ଚିଠିରେ କୁମ୍ଭମେଳା ପାଇଁ ଷ୍ଟିଭ ଜବ୍ସଙ୍କ ଭାରତ ଗସ୍ତ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଛି । ନିକଟରେ ବୋନହାମ୍ସ ଏହାକୁ 500 , 312 ଡ଼ଲାର ରେ ନିଲାମ କରିଥିଲା ।

ଷ୍ଟିଭ୍ ଜବ୍ସଙ୍କ ୧୯ତମ ଜନ୍ମଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ ପୋଷ୍ଟ୍ ହୋଇଥିବା ଏହି ଚିଠି ତାଙ୍କ ପିଲାଦିନର ବନ୍ଧୁ ଟିମ୍ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଏହା ତାଙ୍କ ଆଧ୍ୟାତ୍ମିକ ଅଭୀପ୍ସାର ଏକ ବିରଳ ଝଲକ ପ୍ରଦାନ କରୁଛି। ଏଥିରେ ଜବ୍ସ ‘ଜେନ୍ ବୈଦ୍ଧ ଧର୍ମକୁ କୁ ପ୍ରତିଫଳିତ କରିଛନ୍ତି ଏବଂ କୁମ୍ଭ ମେଳା ପାଇଁ ଭାରତ ଆସିବା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ବ୍ରାଉନଙ୍କ ଏକ ଚିଠିର ଜବାବରେ ଜବ୍ସ ଦୁଃଖରେ ଲେଖିଛନ୍ତି ଯେ ସେ ଅନେକ ଥର କାନ୍ଦିଥିଲେ। ଏପ୍ରିଲରେ ଆରମ୍ଭ ହେବାକୁ ଥିବା କୁମ୍ଭମେଳାରେ ଯୋଗ ଦେବାକୁ ସେ ଭାରତ ଯିବାକୁ ଚାହାନ୍ତି। ସେ ମାର୍ଚ୍ଚ ମାସରେ କେବେ ବି ଯିବେ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ବୋଲି ଜବ୍ସ ଲେଖିଥିଲେ। ହିନ୍ଦୁଧର୍ମ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସେ ଚିଠି ଶେଷରେ ‘ଶାନ୍ତି, ଷ୍ଟିଭ୍ ଜବ୍ସ’ ବୋଲି ଲେଖିଥିଲେ।

ପରେ ଷ୍ଟିଭ୍ ତାଙ୍କ ଭାରତ ଗସ୍ତ ବିଷୟରେ ଲେଖିଛନ୍ତି, ସେ ପ୍ରଥମେ ଉତ୍ତରାଖଣ୍ଡରେ ଥିବା ନିମ କରୋଲି ବାବାଙ୍କ ଆଶ୍ରମ ପରିଦର୍ଶନ କରିବାକୁ ଯୋଜନା କରିଥିଲେ। ତେବେ ନୈନିତାଲରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ନିମ କରୋଲି ବାବାଙ୍କର ପୂର୍ବ ବର୍ଷ ମୃତ୍ୟୁ ଘଟିଥିଲା। ନିମ କରୋଲି ବାବାଙ୍କ ଶିକ୍ଷାରୁ ସାନ୍ତ୍ୱନା ପାଇ ଜବ୍ସ  ଏକ ଆଶ୍ରମରେ ରହିଥିଲେ। ସେ ସାତ ମାସ ଭାରତରେ ବିତାଇଥିଲେ ଏବଂ ଏହାର ସଂସ୍କୃତି ଓ ଆଧ୍ୟାତ୍ମିକତାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ହଜାଇ ଦେଇଥିଲେ। ଜବ୍ସ ଯେତେବେଳେ ଆମେରିକା ଫେରିଲେ, ତାଙ୍କର ପରିବର୍ତ୍ତନ ସ୍ପଷ୍ଟ ଭାବରେ ଦେଖାଗଲା। ତାଙ୍କ ପିତାମାତା ତାଙ୍କୁ ଚିହ୍ନି ପାରି ନ ଥିଲେ। ସେ ଲେଖିଛନ୍ତି, ମୋର ମୁଣ୍ଡନ ହୋଇଥିଲା, ମୁଁ ଭାରତୀୟ ସୂତା ପୋଷାକ ପିନ୍ଧିଥିଲି ଏବଂ ମୋ ଚର୍ମ ଚକୋଲେଟ୍ ପରି ବାଦାମୀ-ଲାଲ ହୋଇଯାଇଥିଲା। ଜବ୍ସ ସାଧୁଙ୍କ କମଳା ରଙ୍ଗର ପୋଷାକ ମଧ୍ୟ ଗ୍ରହଣ କରିଥିଲେ, ଯାହା ତାଙ୍କ ଆଧ୍ୟାତ୍ମିକ ଯାତ୍ରାର ଗଭୀର ପ୍ରଭାବକୁ ପ୍ରତିଫଳିତ କରିଥିଲା।

ଏବେ ଷ୍ଟିଭଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ମହାକୁମ୍ଭ ମେଳା ୨୦୨୫ରେ ଯୋଗ ଦେଇ ତାଙ୍କର ଏକ ଦୀର୍ଘଦିନର ଇଚ୍ଛା ପୂରଣ କରିଛନ୍ତି। ଦ୍ୱିତୀୟ ଦିନରେ ଆଲର୍ଜି ହେବା ସତ୍ତ୍ୱେ ସେ ଗଙ୍ଗାନଦୀରେ ସ୍ନାନ କରିବାକୁ ଯୋଜନା କରିଛନ୍ତି। ତାଙ୍କ ଗୁରୁ ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଦ୍ୱାରା ହିନ୍ଦୁ ନାମ ‘କମଳା’ ପାଇଥିବା ଲରେନ ୪୦ ଜଣିଆ ଟିମ୍ ସହ ପ୍ରୟାଗରାଜରେ ପହଞ୍ଚିଥିଲେ। ସେ ଧ୍ୟାନ, କ୍ରିୟାଯୋଗ ଓ ପ୍ରାଣାୟାମ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ନିୟୋଜିତ ଅଛନ୍ତି। ମହାକୁମ୍ଭକୁ ତାଙ୍କର ଗସ୍ତ ଭାରତୀୟ ପରମ୍ପରା ପ୍ରତି ତାଙ୍କର ଗଭୀର ସମ୍ମାନ ଏବଂ ତାଙ୍କର ବ୍ୟକ୍ତିଗତ ଆଧ୍ୟାତ୍ମିକ ଅନୁସନ୍ଧାନକୁ ସୂଚାଇଥାଏ।

Tags: INDIAnewsodisha
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.