Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

କ୍ଷମତାରେ ଥାଇ ଅତ୍ୟନ୍ତ  ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି

Ramesh Parida by Ramesh Parida
Jan 16, 2025, 09:40 am GMT+0530
FacebookTwitterWhatsAppTelegram

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ଗିରଫ ହୋଇଛନ୍ତି । ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ  ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି । 64 ବର୍ଷୀୟ ୟୁନଙ୍କ ବିରୋଧରେ ମହାଭିଯୋଗ ଆସିଥିଲା । ତେବେ ତଦନ୍ତକାରୀ ଦଳ ତାଙ୍କୁ ଗିରଫ କରିବା ପାଇଁ କଣ୍ଟା  ତାର କାଟି ଏବଂ ବ୍ୟାରିକେଟ ଡ଼େଇଁ ତାଙ୍କ ନିକଟରେ ପହଞ୍ଚିଥିଲେ । ୟୁନ ଡ଼ିସେମ୍ବର 3 ତାରିଖରେ ଦେଶରେ ସାମରିକ ଆଇନ ଲାଗୁ ପାଇଁ ନିର୍ଦ୍ଦେଶ ଦେବାପରେ ଦେଶରେ ଅସ୍ଥିରତା ସୃଷ୍ଟି ହୋଇଥିଲା । ତାଙ୍କ ବିରୋଧରେ ମଧ୍ୟ ସଂସଦ ମହାଭିଯୋଗ ଆଣିଥିଲା । ତେବେ କେବଳ ସାମ୍ବିଧାନିକ କୋର୍ଟ ହିଁ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗକୁ କାଏମ ରଖିଲେ ସେ ରାଷ୍ଟ୍ରପତି ପଦରୁ ହଟିପାରିବେ । ଆଜି ୟୁନଙ୍କ ଗିରଫ ସହ ସପ୍ତାହେ ବ୍ୟାପୀ ତଦନ୍ତକାରୀ ଦଳ ଏବଂ ୟୁନଙ୍କ ରାଷ୍ଟ୍ରତି ସୁରକ୍ଷା ଟିମ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି ।

ଉଲ୍ଲେଖଯୋଗ୍ୟ, ଜାନୁଆରି ୩ ତାରିଖରେ ସିଆଇଓ (ଦୁର୍ନୀତି ତଦନ୍ତ ଅଫିସ୍‌)ର ଉଚ୍ଚ ପଦସ୍ଥ ଅଧିକାରୀମାନେ ୟୁନ୍‌ଙ୍କୁ ଗିରଫ କରିବାରେ ବିଫଳ ହୋଇଥି‌ଲେ। ସେମାନେ ୟୁନ୍‌ଙ୍କ ସୁରକ୍ଷା ଟିମ୍‌ ସହ ୬ ଘଣ୍ଟାର ବିବାଦରେ ଫସିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲେ। କିନ୍ତୁ ବୁଧବାର ଏକ ବଡ଼ ଧରଣର ତଦନ୍ତକାରୀ ଦଳ ଏବଂ ପୁଲିସ କେନ୍ଦ୍ରୀୟ ସିଓଲ୍‌ ସ୍ଥିତ ୟୁନ୍‌ଙ୍କ ବାସଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ବାସଭବନର ପ୍ରବେଶ ପଥକୁ ବନ୍ଦ କରି ରଖିଥିବା ବସ୍‌ ଉପରକୁ ଚଢ଼ିବାପାଇଁ ସେମାନେ ଶିଡ଼ି ବ୍ୟବହାର କରିଥିଲେ ଏବଂ ଏହାପରେ ସେମାନେ ତାର କାଟି ଭିତରକୁ ଯିବାପାଇଁ କଟର ବ୍ୟବହାର କରିଥିଲେ। ଗିରଫ ଟିମ୍‌ରେ ପାଖାପାଖି ୧୦୦୦ ସଦସ୍ୟ ଥିଲେ। ସେମାନେ କାନ୍ଥ ଚଢ଼ି ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରାୟ ୪ ଘଣ୍ଟା ପରେ ଅଧିକାରୀମାନେ ଘୋଷଣା କରିଥିଲେ ଯେ ୟୁନ୍‌ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଗିରଫ ହେବା ପୂର୍ବରୁ ଏକ ୩ ମିନିଟ୍‌ର ଭିଡିଓ ଜାରି କରି ୬୪ ବର୍ଷୀୟ ୟୁନ୍‌ କହିଛନ୍ତି ଯେ ସେ ତଦନ୍ତ ପ୍ରକ୍ରିୟାରେ ସହ‌ଯୋଗ କରିବେ। ଅନ୍ୟପକ୍ଷେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ସେ ଦାବି କରିଛନ୍ତି।

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.