Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଚେୟାରମ୍ୟାନ ପଦରୁ ଉଦ୍ଧବ ଠାକରେଙ୍କୁ ହଟାଇବା ଶିବସେନା ସିନ୍ଦେ ଦଳର ଦାବି

Ramesh Parida by Ramesh Parida
Jan 14, 2025, 05:49 pm GMT+0530
FacebookTwitterWhatsAppTelegram

ବାଲାସାହେବ ଠାକରେଙ୍କ ସ୍ମୃତିକୁ ସଂରକ୍ଷଣ କରିବା ପାଇଁ ଗଠିତ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ ପଦରୁ ଉଦ୍ଧବ ଠାକରେଙ୍କୁ ହଟାଇବା ଶିବସେନା ସିନ୍ଦେ ଦଳ ଦାବି କରିଛି । ଏ ସମ୍ପର୍କରେ ସୂଚନା ଦେଇ ଶିବସେନା ନେତା ରାମଦାସ କହିଛନ୍ତି ଯେ ସୋମବାର ଅନୁଷ୍ଠିତ ଦଳର ପ୍ରମୁଖ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କଦମ କହିଛନ୍ତି ଦଳ ଏହି ପ୍ରସ୍ତବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ନିକଟକୁ ପଠାଇବା ସେ କହିଛନ୍ତି ବାଲାସାହେବ ଠାକରେ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ହେଉଛି ସରକାରଙ୍କମ ଟ୍ରଷ୍ଟା ସରକାରୀ ଖର୍ଚ୍ଚରେ ଏହୀ ସ୍ମାରକୀ ନିର୍ମାଣ କରାଯାଉଛି । ରାମଦାସ କଦମ କହିଛନ୍ତି ଏଭଳି ପରିସ୍ଥିତିରେ ସରକାରଙ୍କ ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କର ଉଦ୍ଧବ ଠାକରେଙ୍କୁ ସ୍ମାରକରେ ଅଧ୍ୟକ୍ଷ ପଦରୁ ହଟାଇବାର ଅଧିକାର ରହିଛି ।

ସୂଚନାଯୋଗ୍ୟ, ନିକଟରେ ଉଦ୍ଧବ ଠାକରେ ସ୍ମାରକର ସଭାପତି ଭାବରେ ସ୍ମାରକୀ ପରିଦର୍ଶନ କରିଥିଲେ। ସମ୍ପ୍ରତି ସମାପ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ବିଷୟରେ ଜାଣିବା ପରେ ସେ ନିଜେ ସ୍ମାରକୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ରାମଦାସ କଦମ ଅଭିଯୋଗ କରିଛନ୍ତି ଯେ, ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଆଦର୍ଶକୁ କ୍ଷୁର୍ଣ୍ଣ କରିବା ଭଳି ଉଦ୍ଧବ ଠାକରେ କାର୍ଯ୍ୟ କରିଛନ୍ତି।  କ୍ଷମତା ପାଇଁ କଂଗ୍ରେସ ସହ ଏକ ମେଣ୍ଟ ଗଠନ କରିଥିବା ଉଦ୍ଧବ ଠାକରେଙ୍କର ସ୍ମାରକୀର ସଭାପତି ହେବାର କୌଣସି ଅଧିକାର ନାହିଁ।

କୁହାଯାଉଛି ଯେ, ସୋମବାର ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ଉପସ୍ଥିତିରେ ପ୍ରମୁଖ ଅଧିକାରୀଙ୍କ ବୈଠକରେ ସାଂଗଠନିକ ପ୍ରସଙ୍ଗ ଏବଂ ଆଗାମୀ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ବାଲାସାହେବ ସାହେବ ଠାକରେଙ୍କ ଜନ୍ମ ବାର୍ଷିକୀରେ ୨୩ଜାନୁଆରିରେ ବି.କେ.ସିରେ  ପାର୍ଟି ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ସମ୍ମିଳନୀରେ ସମସ୍ତ ଶିବସେନା ବିଧାୟକ ଏବଂ ସାଂସଦମାନଙ୍କୁ ଏକ ବଡ଼ ସମ୍ମାନ ପ୍ରଦାନ କରାଯିବ। ରାମଦାସ କଦମ କହିଛନ୍ତି ଯେ, ଆମର ଏକ ଶିବସେନା-ବିଜେପି ମିଳିତ ମେଣ୍ଟ  ଅଛି। ଆମର ମିଳିତ ମେଣ୍ଟରେ କୌଣସି ମତଭେଦ ନାହିଁ। ଯଦି କେହି ଆମର ମିଳିତ ମେଣ୍ଟରେ ଫାଟ ସୃଷ୍ଟି କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କଲେ ମଧ୍ୟ ଆମର ମେଣ୍ଟ  ଅକ୍ଷୁର୍ଣ୍ଣ ରହିବ । ବିଏମସି ନିର୍ବାଚନ ସମ୍ପର୍କରେ  ନିଷ୍ପତ୍ତି ଏକନାଥ ସିନ୍ଦେ ନେବେ।

କମିଟିର ସୁପାରିଶ କ୍ରମେ ନିଯୁକ୍ତି ଉପରେ ଏକନାଥ ସିନ୍ଦେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତୃତୀୟ ନିଷ୍ପତ୍ତି ଅନ୍ତର୍ଗତ୨୪ ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଦଳର ସଦସ୍ୟତା ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସର୍ବ ବୃହତ ସଦସ୍ୟତା ଅଭିଯାନ ହେବ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.