Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ତେଜିଛି ଭାରତ – ବାଂଲାଦେଶ ସୀମା ବିବାଦ ,ଭାରତ ବାଂଲାଦେଶର ଉପଉଚ୍ଚାୟୁକକ୍ତଙ୍କୁ ସମନ କରିଛି

Ramesh Parida by Ramesh Parida
Jan 14, 2025, 12:29 pm GMT+0530
FacebookTwitterWhatsAppTelegram

ଭାରତ – ବାଂଲାଦେଶ ସୀମା ବିବାଦ ତେଜିଛି । ମାଲଦାର ବୈଷ୍ଣବନଗରର ସୁକଦେବପୁରଠାରେ ଭାରତ ତାରବାଡ଼ ଲଗାଇବାକୁ ନେଇ ବିବାଦ ଘନେଇଥିବାବେଳେ ଆଜି ଭାରତ ବାଂଲାଦେଶରେ ଉପ ଉଚ୍ଚାୟୁକ୍ତ ନୁରଲ ଇସଲାମଙ୍କୁ ସମନ କରିଛି । ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ଏହି ମାମଲାରେ ସମନ କରିବାର ଦିନକ ପରେ ଆଜି ଭାରତ ବାଂଲାଦେଶର ଉପ ଉଚ୍ଚାୟୁକକ୍ତଙ୍କୁ ସମନ କରିଛି । ତେବେ ବାଂଲାଦେଶ ଅଧିକାରୀଙ୍କ ସହ ବୈଠକ ପରେ ପ୍ରଣୟ ବର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି । ସୁରକ୍ଷା ପାଇଁ ସୀମାରେ ବାଡ଼ ଲଗାଇବା ସଂକ୍ରାନ୍ତରେ ଆମ ମଧ୍ୟରେ ବୁଝାମଣା ହୋଇଛି ଏବଂ 2 ସୀମା ସୁରକ୍ଷା ବାହିନୀ ବିଏସଏଫ ଏବଂ ବିଜିବି ନିୟମିତ ଯୋଗାଯୋଗରେ ରହୁଛନ୍ତି ।

ସେ କହିଛନ୍ତି, ଆମେ ଆଶା କରୁଛୁ ଯେ ଏହି ବୁଝାମଣା କାର୍ଯ୍ୟକାରୀ ହେବ ଏବଂ ସୀମାରେ ଅପରାଧ ରୋକିବା ଦିଗରେ ପରସ୍ପରର ସହଯୋଗ ରହିବ। ଇତି ମଧ୍ୟରେ ବାଂଲାଦେଶ ଗୃହ ବ୍ୟାପାର ଉପଦେଷ୍ଟା ଜାହାଙ୍ଗିର ଆଲମ ଚୌଧୁରୀ ଏବେ ଚାଲିଥିବା ସୀମା ବିବାଦ ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାର ସମୟରେ ହୋଇଥିବା ଚୁକ୍ତି ପାଇଁ ଭାରତ-ବାଂଲାଦେଶ ସୀମାରେ ଅନେକ ଜଟିଳ ସ୍ଥିତି ଉପୁଜିଛି।  ପୂର୍ବ ସରକାର ସମୟରେ ହୋଇଥିବା କିଛି ଅସମାନ ଚୁକ୍ତି ପାଇଁ ଏହି ସ୍ଥିତି ଉପୁଜିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରୁ ବିବାଦ ଆରମ୍ଭ ହୋଇଛି। ବିଏସ୍‌ଏଫ୍‌ ( ସୀମା ସୁରକ୍ଷା ବାହିନୀ) ମାଲଦାର ବୈଷ୍ଣବନଗରରେ ସୁକଦେବପୁରଠାରେ ଏକ ତାରବାଡ଼ ଲଗାଇବାପାଇଁ ଉଦ୍ୟମ କରିବା ସମୟ‌ରେ ବିଜିବି (ବର୍ଡର ଗାର୍ଡ ବାଂଲାଦେଶ)ଠାରୁ ବିରୋଧ ସାମ୍ନା କରିଥିଲା। ଭାରତ ପୁଣିଥରେ ଏହି କାମ ଆରମ୍ଭ କରିବାବେଳେ ବାଂଲାଦେଶ ପୁଣି ଏହାକୁ ବିରୋଧ କରିଥିଲା। ୨ ରାଷ୍ଟ୍ର ମଧ୍ୟରେ ଫ୍ଲାଗ୍‌ ବୈଠକ ହୋଇଥିଲା ଏବଂ ସେବେଠାରୁ ଏହି କାର୍ଯ୍ୟ ବନ୍ଦ ରହିଛି।

ଉଲ୍ଲେଖଯୋଗ୍ୟ ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବାକୁ ସୀମାରେ ଭାରତ କେତେକ କଡ଼ା ପଦକ୍ଷେପ ଗ୍ରହଣ କରିବା ପରେ  ବାଂଲାଦେଶ ଏଥି‌ରେ କ୍ଷୁବ୍ଧ ହୋଇ  ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ କରିଥିଲା। ଦ୍ୱିପାକ୍ଷିକ ଚୁକ୍ତିକୁ ଉଲ୍ଲଂଘନ କରି  ସୀମାର ୫ଟି ସ୍ଥାନରେ  ଭାରତ ତାର ବାଡ଼ ଲଗାଇବାକୁ ଚେଷ୍ଟା କରୁଛି ବୋଲି ବାଂଲାଦେଶ ଅଭିଯୋଗ କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷରେ ବାଂଲାଦେଶ ସେନା କେତେକ ଅଂଚଳରେ ବଙ୍କର ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହାକୁ ନେଇ ଉଭୟ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ତୀବ୍ର ଯୁକ୍ତିତର୍କ  ହୋଇଛି। ବିବାଦ ବଢ଼ୁଥିବାରୁ ଏବେ  ସୀମାରେ ଭାରତ ସେନା ମୁତୟନ ବଢାଇଦେଇଛି। ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାରର ପତନ ପରଠାରୁ ଅରାଜକ ସ୍ଥିତି ଲାଗି ରହିଥିବା ବେଳେ ଏବେ ସୀମାରେ ବାଂଲାଦେଶ ସେନାର କାର୍ଯ୍ୟକଳାପ ଦ୍ବିପାକ୍ଷିକ ସଂପର୍କକୁ ଅଧିକ ତିକ୍ତ କରିଛି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.