Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଆମେରିକାର ଲସ ଏଞ୍ଜେଲସରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି, 12 ହଜାରରୁ ଅଧିକ ଘର ସଂପୂଣ୍ଣ ଜଳିଯାଇଛି

Ramesh Parida by Ramesh Parida
Jan 13, 2025, 09:22 am GMT+0530
FacebookTwitterWhatsAppTelegram

ଆମେରିକାର ଲସ ଏଞ୍ଜେଲସରେ ଗତ 6 ଦିନ ଧରି ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି । ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସଂଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି । ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି ବୋଲି ଲସ ଆଞ୍ଜେଲସ କର୍ତୁପକ୍ଷ ଚେତାବନୀ ଦେଇଛନ୍ତି । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ନିଆଁରେ 16 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ହଜାରରୁ ଅଧିକ ଘର ସଂପୂଣ୍ଣ ଜଳିଯାଇଛି । ଇଟନ ଓ ପାଲିସାଡ଼େସ ଅଗ୍ନିକାଣ୍ଡ ସମେତ 20 ଟି ସ୍ଥାନରେ ଅଗ୍ନି ବ୍ୟାପିବାରେ ଲାଗିଛି  ଏବଂ ବ୍ୟାପକ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ  ନିର୍ଦ୍ଦେଶ ଦିଆଯାଇଛି। ପାଲିସାଡେସ୍ ଅଗ୍ନିକାଣ୍ଡରେ ୨୨,୬୦୦ ଏକର ଜମିର ଜଙ୍ଗଲ ଜଳିଯାଇଥିବା ବେଳେ  ସେଠାରେ ଏବେ ବି ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ଇଟନ୍ ଅଗ୍ନିକାଣ୍ଡ ଅଲଟାଡେନା ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ୧୪,୦୦୦ ଏକର  ଅଂଚଳରେ ଥିବା ହଜାର ହଜାର ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟ ଭିତ୍ତିଭୂମି ଜଳି ଯାଇଛି।

ଆଗାମୀ ଦିନରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ରାତିରେ  ଏବଂ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ପବନର ବେଗ ବଢ଼ିବା ଅନୁମାନ କରାଯାଇଥିବାରୁ ସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଅଗ୍ନିକାଣ୍ଡଜନିତ ଧ୍ୱଂସକୁ ଯୁଦ୍ଧଦୃଶ୍ୟ ଭଳି ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ଭିଷଣ ବିପର୍ଯ୍ୟୟ ସମୟରେ ଅପରାଧୀମାନେ ବି ସକ୍ରିୟ ହୋଇଉଠିଛନ୍ତି ଏବଂ ଶତାଧିକ ସ୍ଥାନରେ ଲୁଟ୍‌ପାଟ ଚାଲିଛି। ଲୁଟ୍ ରୋକିବା ପାଇଁ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଛି ଏବଂ ୨୦ରୁ ଅଧିକ ଗିରଫ ହୋଇଛନ୍ତି। ଅଗ୍ନିବିଧ୍ବସ୍ତ ଅଂଚଳର ୬୦ ପ୍ରତିଶତ ସ୍ଥାନରେ ଅଗ୍ନିଶମ ବିଭାଗ ପହଞ୍ଚି ପାରିନଥିବାରୁ ମୃତକଙ୍କ ସଂଖ୍ୟା ଅଗକୁ ଯଥେଷ୍ଟ ବଢ଼ିବ ବୋଲି କୁହାଯାଉଛି।  ସର୍ଚ୍ଚ ଟିମ୍ ଧ୍ବଂସ୍ତସ୍ତୂପ ଭିତରୁ ମୃତକଙ୍କ ସନ୍ଧାନ କରୁଛନ୍ତି ଏବଂ ପ୍ରତିକୂଳ ସ୍ଥିତି ଯୋଗୁଁ ଏଥିରେ ସମସ୍ୟା ଉପୁଜିଛି। ସବୁଠି ବିଷାକ୍ତ ଧୂଆଁ ବାହାରୁଥିବାରୁ ଲସ୍ ଏଞ୍ଜେଲସ କାଉଣ୍ଟି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ବାସିନ୍ଦାଙ୍କୁ ବାହ୍ୟ ଚଳପ୍ରଚଳ ସୀମିତ କରିବାକୁ   ପରାମର୍ଶ ଦିଆଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ପ୍ରାକୃତିକ କାରଣରୁ ଅନେକ ସମୟରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ବେଳେ ମାନବୀୟ କାର୍ଯ୍ୟକଳାପକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଜଙ୍ଗଲ ନିଆଁର ଏଭଳି ତୀବ୍ରତା ଦେଖିବାକୁ ମିଳିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଦୀର୍ଘ ଦିନ ଧରି ମରୁଡ଼ି ଏବଂ ଶୁଖିଲା ଗଛଗୁଡ଼ିକ ନିଆଁ ବ୍ୟାପିବାକୁ ସୁହାଉଛି।

ଗତ 6 ଦିନ ଧରି ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି । ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସଂଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି । ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି ବୋଲି ଲସ ଆଞ୍ଜେଲସ କର୍ତୁପକ୍ଷ ଚେତାବନୀ ଦେଇଛନ୍ତି । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ନିଆଁରେ 16 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ହଜାରରୁ ଅଧିକ ଘର ସଂପୂଣ୍ଣ ଜଳିଯାଇଛି । ଇଟନ ଓ ପାଲିସାଡ଼େସ ଅଗ୍ନିକାଣ୍ଡ ସମେତ 20 ଟି ସ୍ଥାନରେ ଅଗ୍ନି ବ୍ୟାପିବାରେ ଲାଗିଛି  ଏବଂ ବ୍ୟାପକ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ  ନିର୍ଦ୍ଦେଶ ଦିଆଯାଇଛି। ପାଲିସାଡେସ୍ ଅଗ୍ନିକାଣ୍ଡରେ ୨୨,୬୦୦ ଏକର ଜମିର ଜଙ୍ଗଲ ଜଳିଯାଇଥିବା ବେଳେ  ସେଠାରେ ଏବେ ବି ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ଇଟନ୍ ଅଗ୍ନିକାଣ୍ଡ ଅଲଟାଡେନା ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ୧୪,୦୦୦ ଏକର  ଅଂଚଳରେ ଥିବା ହଜାର ହଜାର ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟ ଭିତ୍ତିଭୂମି ଜଳି ଯାଇଛି।

ଆଗାମୀ ଦିନରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ରାତିରେ  ଏବଂ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ପବନର ବେଗ ବଢ଼ିବା ଅନୁମାନ କରାଯାଇଥିବାରୁ ସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଅଗ୍ନିକାଣ୍ଡଜନିତ ଧ୍ୱଂସକୁ ଯୁଦ୍ଧଦୃଶ୍ୟ ଭଳି ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ଭିଷଣ ବିପର୍ଯ୍ୟୟ ସମୟରେ ଅପରାଧୀମାନେ ବି ସକ୍ରିୟ ହୋଇଉଠିଛନ୍ତି ଏବଂ ଶତାଧିକ ସ୍ଥାନରେ ଲୁଟ୍‌ପାଟ ଚାଲିଛି। ଲୁଟ୍ ରୋକିବା ପାଇଁ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଛି ଏବଂ ୨୦ରୁ ଅଧିକ ଗିରଫ ହୋଇଛନ୍ତି। ଅଗ୍ନିବିଧ୍ବସ୍ତ ଅଂଚଳର ୬୦ ପ୍ରତିଶତ ସ୍ଥାନରେ ଅଗ୍ନିଶମ ବିଭାଗ ପହଞ୍ଚି ପାରିନଥିବାରୁ ମୃତକଙ୍କ ସଂଖ୍ୟା ଅଗକୁ ଯଥେଷ୍ଟ ବଢ଼ିବ ବୋଲି କୁହାଯାଉଛି।  ସର୍ଚ୍ଚ ଟିମ୍ ଧ୍ବଂସ୍ତସ୍ତୂପ ଭିତରୁ ମୃତକଙ୍କ ସନ୍ଧାନ କରୁଛନ୍ତି ଏବଂ ପ୍ରତିକୂଳ ସ୍ଥିତି ଯୋଗୁଁ ଏଥିରେ ସମସ୍ୟା ଉପୁଜିଛି। ସବୁଠି ବିଷାକ୍ତ ଧୂଆଁ ବାହାରୁଥିବାରୁ ଲସ୍ ଏଞ୍ଜେଲସ କାଉଣ୍ଟି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ବାସିନ୍ଦାଙ୍କୁ ବାହ୍ୟ ଚଳପ୍ରଚଳ ସୀମିତ କରିବାକୁ   ପରାମର୍ଶ ଦିଆଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ପ୍ରାକୃତିକ କାରଣରୁ ଅନେକ ସମୟରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ବେଳେ ମାନବୀୟ କାର୍ଯ୍ୟକଳାପକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଜଙ୍ଗଲ ନିଆଁର ଏଭଳି ତୀବ୍ରତା ଦେଖିବାକୁ ମିଳିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଦୀର୍ଘ ଦିନ ଧରି ମରୁଡ଼ି ଏବଂ ଶୁଖିଲା ଗଛଗୁଡ଼ିକ ନିଆଁ ବ୍ୟାପିବାକୁ ସୁହାଉଛି।

Tags: INDIAnewsodisha
ShareTweetSendShare

RelatedNews

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?
Latest News

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies