Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜିଠାରୁ ଆରମ୍ଭ ହେଉଛି ମହାକୁମ୍ଭ ମେଳା

Ramesh Parida by Ramesh Parida
Jan 13, 2025, 09:11 am GMT+0530
FacebookTwitterWhatsAppTelegram

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜିଠାରୁ ଆରମ୍ଭ ହେଉଛି ମହାକୁମ୍ଭ ମେଳା ଗଙ୍ଗା ,ଯମୁନା ଓ କଳ୍ପିତ ସରସ୍ବତୀ ନନ୍ଦୀଙ୍କ ସଙ୍ଗମ ସ୍ଥଳରେ ପହଞ୍ଚିଛନ୍ତି ଦେଶଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଏଥିର ମହାକୁମ୍ଭ ମେଳାକୁ 40 କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଆଜିଠୁ ଏଠାରେ ବୁଡ଼ ପକାଇବା ଆରମ୍ଭ ହେଉଛି । ତେବେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ମହାକୁମ୍ଭମେଳାକୁ ଖାସ ବନାଇବାକୁ ଶ୍ରଦ୍ଧଳୁଙ୍କ ଉପରେ ଆକାଶମାର୍ଗରୁ ଫୁଲ ବର୍ଷା କରାଯିବାର ବ୍ୟବସ୍ଥା ରହିଛି । ଉଦ୍ୟାନ ବିଭାଗ ପକ୍ଷରୁ ଗୋଲାପ ପାଖୁଡ଼ାକୁ ହେଲିକପ୍ଟର ଜରିଆରେ ପୁରା 4000 ହେକ୍ଟର କ୍ଷେତ୍ରରେ ବର୍ଷା କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ 20 କୁଣ୍ଟାଲରୁ ଅଧିକ ଗୋଲାପ ଫୁଲର ବ୍ୟବସ୍ଥା କରାଯାଇଛି । ମହାକୁମ୍ଭ ମେଳାକୁ ଆକର୍ଷଣୀୟ କରିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟରର ବ୍ୟବସ୍ଥା ରହିଛି । ହେଲିକପ୍ଟରରେ ଯାଇ ସେମାନେ କୁମ୍ଭମେଳାର ଦୃଶ୍ୟ ଆକାଶ ମାର୍ଗରୁ ଦେଖିପାରିବେ। ହେଲିକପ୍ଟର ଭଡା ୩ହଜାରରୁ ୧୨୯୬ ଟଙ୍କାକୁ ହ୍ରାସ କରାଯାଇଛି । ୭ରୁ ୮ ମିନିଟର ହେଲିକପ୍ଟର ଉଡାଣ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହେଉଛି।

କେମିତି ବୁକ୍ କରିବେ ଟିକେଟ?

ହେଲିକପ୍ଟର ରାଇଡ କରିବାକୁ ଅନଲାଇନ୍ ବୁକିଂ କରିବାକୁ ପଡିବ । ଏଥିପାଇଁ ୱେବସାଇଟ୍ ହେଉଛି, www.upstdc.co.in । ଏହାସହ ଉତ୍ତରପ୍ରଦେଶ ସରକାର ମେଳାରେ ଜଳ ଓ ସାହାସିକ କ୍ରୀଡାର ବ୍ୟବସ୍ଥା କରିଛନ୍ତି। କେବଳ ଏତିକି ନୁହେଁ ମେଳାରେ ସାଂସ୍କୃତିକ କାର୍ୟ୍ୟକ୍ରମର ବ୍ୟବସ୍ଥା ରହିଛି। ଦେଶର ପ୍ରସିଦ୍ଧ କଳାକାର ଏଥିପାଇଁ ପ୍ରସ୍ତୁତି କରଛନ୍ତି । ଜାନୁଆରୀ ୧୬ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍ ଗଙ୍ଗା ପେଣ୍ଡାଲରେ ନିଜର ପ୍ରସ୍ତୁତି ଭେଟିଦେବେ  ଏବଂ ଅନ୍ୟ
କଳାକାରମାନେ ମଧ୍ୟ  ଯୋଗଦେବେ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ମହାକୁମ୍ଭ ମେଳାରେ ୬ ଥର ବୁଡ ପକାଇବାକର ବିଧି ରହିଛି । ପ୍ରଥମ ବୁଡ ଆଜି, ଦ୍ବିତୀୟ ୧୪, ଏବଂ ଯଥାକ୍ରମେ ଜାନୁଆରୀ ୨୯, ଫେବୃଆରୀ ୨, ୧୨, ଓ ଶେଷ ବୁଡ ୨୬ ତାରିଖରେ ହେବ।

Tags: INDIAnewsodisha
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.