Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ପାନାମା କେନାଲ କୁ ନେଇ ଚୀନ ଓ ଆମେରିକା ମଧ୍ୟରେ ବିବାଦ

Ramesh Parida by Ramesh Parida
Jan 12, 2025, 04:12 pm GMT+0530
FacebookTwitterWhatsAppTelegram

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି  ଡ଼ୋନାଲ୍ଟ ଟ୍ରମ୍ପ ପାନାମା କେନାଲ ଉପରେ ନିୟନ୍ତ୍ରଣ ବିଷୟରେ ବିବାଦୀୟ ପ୍ରଦାନ କରିଛନ୍ତି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଆଟଲାଣ୍ଟିକ ଏବଂ ପ୍ରଶାନ୍ତ ମହାସାଗରକୁ ସଯୋଗ କରୁଥିବା ଏହି କନାଲକୁ ଚୀନ ସୈନିକମାନେ ନିୟନ୍ତ୍ରଣ କରୁଛନ୍ତି । ଏହା ବ୍ୟତୀତ ଆମେରିକୀୟ ଜାହାଜରୁ ଅଧିକ ଭଡ଼ା ଆଦାୟ କରାଯାଉଛି ବୋଲି ସେ ଦାବି କରିଛନ୍ତି ।

ସେ ଚେତାବନୀ ଦେଇଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଯଦି ହ୍ରାସ ନହୁଏ ତେବେ ସେ ଶୀଘ୍ର ଏବଂ କୌଣସି ପ୍ରଶ୍ନ ବିନା ଆମେରିକା ଏହି କେନାଲକୁ ନିୟନ୍ତ୍ରଣ କରିବେ ବୋଲି ଦାବି କରିବେ । ବର୍ତମାନ ଟ୍ରମ୍ପଙ୍କ ଦାବି ସମ୍ପର୍କରେ ପାନାମା କେନାଲର ପ୍ରଶାସକ ସତ୍ୟ ପ୍ରକାଶ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ପାନାମା କେନାଲ ଆଡମିନିଷ୍ଟ୍ରେଟର ରିକୋର୍ଟ ଭାସ୍କେଜ ଏକ ସାକ୍ଷାତକାରରେ ଟ୍ରମ୍ପ୍‌ଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ, ଚୀନ୍ ଏହି କେନାଲକୁ ନିୟନ୍ତ୍ରଣ କରୁନାହିଁ। ସେ କହିଛନ୍ତି, କେନାଲର ଉଭୟ ମୁଣ୍ଡରେ ବନ୍ଦରରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ହଂକଂ କନ୍ସୋର୍ଟିୟମର ଏକ ଅଂଶ ଯାହା ୧୯୯୭ରେ ବିଡିଂ ପ୍ରକ୍ରିୟାରେ ଠିକା ହାସଲ କରିଥିଲେ।

ସେ କହିଛନ୍ତି, ଆମେରିକୀୟ ଏବଂ ତାଇୱାନ କମ୍ପାନୀଗୁଡିକ କେନାଲରେ ଥିବା ଅନ୍ୟ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ସେ କେନାଲକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ ବଳ ପ୍ରୟୋଗ କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ।

ପାନାମାରେ ନିର୍ମିତ ପାନାନା କେନାଲର ଲମ୍ବ ୮୨ କିଲୋମିଟର। ଏହା କାରିବିଆନ୍ ସାଗରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରେ। ପୂର୍ବରୁ ଫ୍ରାନ୍ସ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ଶେଷରେ ଆମେରିକା ଏହାକୁ ୧୯୦୪ରୁ ୧୯୧୪ ମଧ୍ୟରେ ତିଆରି କଲା। ଏହା ପରେ ଆମେରିକୀୟ ସରକାର ଏହାକୁ ଅନେକ ଦଶନ୍ଧି ଧରି ନିୟନ୍ତ୍ରଣରେ ରଖିଥିଲେ। ପାନାମା ସେହି ସମୟରେ କଲମ୍ବିଆର ଏକ ଅଂଶ ଥିଲା।

ନ୍ୟୁୟର୍କ ଟାଇମ୍ସ  ରିପୋର୍ଟ ଅନୁଯାୟୀ, ଯେତେବେଳେ କଲମ୍ବିଆ ପ୍ରସ୍ତାବିତ କେନାଲ ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କଲା, ସେତେବେଳେ ଆମେରିକା ସରକାର ବିଦ୍ରୋହୀମାନଙ୍କୁ ସମର୍ଥନ କରିଥିଲେ। କଲମ୍ବିଆର ଉତ୍ତର ପ୍ରଦେଶଗୁଡିକ ପୃଥକ ହୋଇ ପାନାମା ଗଣତନ୍ତ୍ର ଗଠନ କଲେ। ଏହା ପରେ ଆମେରିକାର ନୌସେନା କଲମ୍ବିଆର ସୈନ୍ୟମାନଙ୍କୁ ବିଦ୍ରୋହକୁ ଦମନ କରିବାକୁ ବାରଣ କରିଥିଲା।

ଏକ ନୂତନ ଦେଶ ସୃଷ୍ଟି କରିବା ସତ୍ତ୍ବେ ୧୯୬୪ ମସିହାରେ ପାନାମା କେନାଲ ଉପରେ ଆମେରିକାର ନିୟନ୍ତ୍ରଣ ଯୋଗୁ ପାନାମାରେ ଆମେରିକୀୟ ବିରୋଧୀ ହିଂସା ଆରମ୍ଭ ହୋଇଥିଲା। ଆମେରିକା କେନାଲ ସମ୍ବନ୍ଧରେ ଏକ ନୂତନ ଚୁକ୍ତି କରିବାକୁ ବାଧ୍ୟ ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର ୧୯୭୭ରେ ପାନାମାର ନେତା ଓମାର ଇଫ୍ରେନ ଟୋରୀସଙ୍କ ସହ କାର୍ଟର-ଟୋରୀ ଚୁକ୍ତି ସ୍ୱାକ୍ଷର କରିଥିଲେ।

ଏହି ଚୁକ୍ତି ପାନାମା କେନାଲର ସ୍ଥାୟୀ ନିରପେକ୍ଷତାକୁ ନିଶ୍ଚିତ କରିଥିଲା। ୨୦୦୦ସୁଦ୍ଧା ଆମେରିକାକୁ କେନାଲ ଉପରେ ନିଜର ନିୟନ୍ତ୍ରଣ ତ୍ୟାଗ କରିବାକୁ ପଡିଥିଲା। ୧୯୯୯ରେ, ପାନାମା ଏହି କେନାଲକୁ ନିୟନ୍ତ୍ରଣ କରିଥିଲା ଏବଂ ସେବେଠାରୁ ଏହା ପାନାମା କେନାଲ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି।

ପାନାମା କେନାଲ ଆଡମିନିଷ୍ଟ୍ରେଟର ରିକୋର୍ଟ ଭାସ୍କେଜ କହିଛନ୍ତି ଯେ, ନିରପେକ୍ଷତା ଚୁକ୍ତି ଯୋଗୁ ଆମେରିକାର ପତାକାଥିବା ଜାହାଜକୁ ବିଶେଷ ସୁବିଧା ଦିଆଯାଇପାରିବ ନାହିଁ। ଗତ ମାସରେ ଟ୍ରମ୍ପଙ୍କ ବିବୃତି ନେଇ ପାନାମାର ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋ କହିଥିଲେ ଯେ, ପାନାମା କେନାଲର ପ୍ରତ୍ୟେକ ବର୍ଗ ମିଟର ଏବଂ ଏହାର ଆଖପାଖ ଅଞ୍ଚଳ ପାନାମାର ଅଟେ। ସେ ଆହୁରି ମଧ୍ୟ କହିଥିଲେ, ଯେ ଆମେରିକୀୟ ଜାହାଜଗୁଡ଼ିକ ଉପରୁ ଅଧିକ ଭଡ଼ା ଆଦାୟ କରାଯାଉନାହିଁ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.