Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ନିର୍ବାଚନ ପାଇଁ ଲାଲୁ ପ୍ରସାଦ  ଅଧିକ ସକ୍ରିୟ ହେବା ବିଜେପି ଏବଂ ନୀତୀଶ କୁମାରଙ୍କ ପାଇଁ ସତର୍କ ଘଣ୍ଟି

Ramesh Parida by Ramesh Parida
Jan 12, 2025, 09:50 am GMT+0530
FacebookTwitterWhatsAppTelegram

ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଅଛି । କିନ୍ତୁ ରାଜ୍ୟରେ ରାଜନୈତିକ ପରିବେଶରେ ଅତ୍ୟଧିକ ଉଷ୍ଣତା ବୃଦ୍ଧି ପାଇଛି । ବିହାରର ରାଜନୈତିକ ଚାଣକ୍ୟ କୁହାଯାଉଥିବା ଲାଲୁ ପ୍ରସାଦ ଯାଦବ ଏଥର ଅଧିକ ସକ୍ରିୟ ଥିବା ଜଣାପଡ଼ିଛି । ଲାଲୁ ପ୍ରସାଦ  ଅଧିକ ସକ୍ରିୟ ହେବା ବିଜେପି ଏବଂ ନୀତୀଶ କୁମାରଙ୍କ ପାଇଁ ସତର୍କ ଘଣ୍ଟି ଭଳି ସାବ୍ୟସ୍ତ ହୋଇଛି । ବିଜେପି ସହିତ ନୀତିଶଙ୍କ ଚିନ୍ତା ବଢିବାରେ ଲାଗିଛି ।

ବିହାରରେ ବିଧାନସଭା ନିର୍ବାଚନ ସମୟ ବାକି ଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହା ମଧ୍ୟରେ ବେଳେବେଳେ ନୀତୀଶ କୁମାରଙ୍କ ୟୁ ଟର୍ନର ଖବର ଏବଂ  ବିଜେପି ଚିନ୍ତାରେ ରହିଛନ୍ତି। ଏସବୁ ମଧ୍ୟରେ, ଲାଲୁ ଯାଦବ ଅତିରିକ୍ତ ସକ୍ରିୟ ହେବା କିଛି ଅଲଗା ସୂଚାଉଛି।

ବାସ୍ତବରେ ଚଳିତ ବର୍ଷ ନଭେମ୍ବର ମାସରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୫ବର୍ଷର ଆରମ୍ଭ ସହିତ ସମସ୍ତ ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଳ ଏବଂ ସଂଗଠନକୁ ମଜବୁତ କରାଯାଉଛି ଏବଂ ନିର୍ବାଚନ ରଣନୀତି ସ୍ଥିର କରାଯାଉଛି। ଏହି ସମୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ବିହାର ରାଇଟ୍ ଟର୍ଣ୍ଣ ନେବ. ଅବକି ବାର୍ ତେଜସ୍ୱୀ ସରକାର ସ୍ଲୋଗାନ ଦେଇଛନ୍ତି।

ଲାଲୁ ପ୍ରସାଦ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଏଥର ଠିକ୍ ଚୟନ କରି ପରିବର୍ତ୍ତନ ଆଣ! ଦୁର୍ନୀତିର ସେତୁ ଭୁଶୁଡ଼ିବାକୁ ଯାଉଛି। ରାଜ୍ୟରେ ବେକାରୀ, ଦାରିଦ୍ର୍ୟତ‌ା, ଅପରାଧ, ସ୍ଥାନାନ୍ତରଣ, ବଢୁଛି।ଆମ ବିହାର ଆଜି କ୍ରନ୍ଦନ କରୁଛି।  ଯୁବର୍ଗମାନଙ୍କୁ ରୋଜଗାର, ମା ଏବଂ ଭଉଣୀମାନଙ୍କୁ ସମ୍ମାନ, ବିଧବାମାନଙ୍କୁ ସମ୍ମାନ, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ସହାୟତା, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ମାଧ୍ୟମରେ ଘରକୁ ଆଲୋକିତ କରନ୍ତୁ।

ଲାଲୁ ପ୍ରସାଦ ତାଙ୍କ ପୋଷ୍ଟ ସହିତ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ନୀତୀଶ କୁମାରଙ୍କ ଶାସନ ଏବଂ ତେଜସ୍ୱୀଙ୍କ ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, ରାଇଟ୍ ଟର୍ଣ୍ଣ ନେବାକୁ ସମୟ ଆସିଛି। ପୋଷ୍ଟରରେ ଦୁଇଟି ରାସ୍ତା ଦେଖାଯାଇଛି। ନୀତୀଶଙ୍କ ପଥରେ ବେକାରୀ, ଭୁଶୂୁଡ଼ି ପଡ଼ିଥିବା ସେତୁ, ଅପରାଧ ଏବଂ ଖରାପ ରାସ୍ତା ଦେଖାଯାଇଥିବାବେଳେ ଅନ୍ୟ ପଟେ ତେଜସ୍ୱୀଙ୍କ ପଥ ଦେଖାଯାଇଛି, ସେଠାରେ ରାଇଟ୍ ଟର୍ଣ୍ଣ ସାଇନ୍ ବୋର୍ଡ ଅଛି।

ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଲାଲୁ ନୀତୀଶ କୁମାରଙ୍କ ପାଇଁ ଆମ ଦ୍ବାର ଖୋଲା ବିବୃତି ଦେଇ ବିହାରର ରାଜନୈତିକ ଉଷ୍ଣତା ବୃଦ୍ଧି କରିଥିଲେ। ଏବେ ୧୮ ଜାନୁଆରୀରେ ଆରଜେଡିର ଏକ ବଡ଼ ବ‌ୈଠକ ଡକାଯାଇଛି। ମକର ସଂକ୍ରାନ୍ତି ଦିନ, ନୀତୀଶ କୁମାର ମକର ଚାଉଳ ଭୋଗ ଖାଇବାକୁ ଲାଲୁ ଯାଦବଙ୍କ ଘରେ ମଧ୍ୟ ପହଞ୍ଚିପାରନ୍ତି ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.