Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଏଲନ ମସ୍କ ଏବେ ବିଶ୍ବ ପାଇଁ ଅଡ଼ୁଆ

Ramesh Parida by Ramesh Parida
Jan 10, 2025, 03:43 pm GMT+0530
FacebookTwitterWhatsAppTelegram

ଡ଼ୋନାଲ୍ଟ ଟ୍ରମ୍ପ ହେବେ ଆମେରିକାର ପରବର୍ତୀ  ରାଷ୍ଟ୍ରପତି । ହେଲେ ଟ୍ରମ୍ପଙ୍କୁ ନେଇ ବିଶ୍ବରେ ଏବେ ଯେତିକି ଚର୍ଚ୍ଚା ନୁହେଁ ଦୁନିଆର  ସୁବଠାରୁ ଧନୀ ବ୍ୟବସାୟୀ ତଥା ଗେସ୍ଳା ମୁଖ୍ୟ ଏଲନ ମସ୍କଙ୍କୁ ନେଇ ଅଧିକ ଚର୍ଚ୍ଚା । ମସ୍କ ଯେଉଁ ଭଳି ଭାବେ ଆଗକୁ ବଢୁଛନ୍ତି ତାହାକୁ ନେଇ ଏବେ ସାରା ବିଶ୍ବ ଏବେ ଚିନ୍ତାରେ । କାରଣ ସ୍ବଳ୍ପ ସମୟରେ ମସ୍କଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି । ମାତ୍ର 12 ବର୍ଷ ମଧ୍ୟରେ ଟ୍ରମ୍ପଙ୍କ ସମ୍ପତ୍ତିରେ 430 ବିଲିୟନ ଡ଼ଲାର ବୃଦ୍ଧି ହୋଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼ୋନାଲ୍ଟ ଟ୍ରମ୍ପଙ୍କ ବିଜୟରେ ଏଲନ ମସ୍କ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏହାପରେ ସେ ଟ୍ରମ୍ପ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛନ୍ତି।

ନଭେମ୍ବରରେ ଟ୍ରମ୍ପ ନିର୍ବାଚନ ଜିତିବା ପରେ କାନାଡା ଉପରେ ଶୁଳ୍କ ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ସେତେବେଳେ ଏହା ପଛରେ ମସ୍କଙ୍କ ହାତ ଥିବା ବୋଲି କୁହାଯାଉଥିଲା। ଏଥିସହ ନିର୍ବାଚନରେ ଜଷ୍ଟିନ ଟ୍ରୁଡୋଙ୍କ ପରାଜୟର ପୂର୍ବାନୁମାନ ମସ୍କ ହିଁ କରିଥିଲେ। ଏସବୁ ଯୋଗୁ ବର୍ତ୍ତମାନ ବିଶ୍ବର ଅନେକ ନେତା ମସ୍କଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଲେଣି। ବର୍ତ୍ତମାନ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଏବଂ ନରୱେରୁ ମଧ୍ୟ ମସ୍କକୁ ତୀବ୍ର ସମାଲୋଚନା ରିପୋର୍ଟ ମାନ ଆସିବାରେ ଲାଗିଛି। ସେପଟେ, ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥନୀତି ଚୀନ୍ ମଧ୍ୟ ମସ୍କଙ୍କ ଉପରେ ନଜର ରଖÒଛି। କାରଣ ଚାଇନାରେ ମସ୍କଙ୍କର ବଡ ପୁଞ୍ଜି ନିବେଶ ରହିଛି। ଯଦି ମସ୍କ ସେଠାରୁ ପୁଞ୍ଜି ପ୍ରତ୍ୟାହାର କରିନିଅନ୍ତି ତେବେ ଚୀନ୍ର ଅର୍ଥନୀତି ଅଧିକ ଅସ୍ଥିର ହୋଇଯିବ। ଭାରତରେ ମଧ୍ୟ ଷ୍ଟାରଲିଙ୍କରୁ ମସ୍କଙ୍କ ବ୍ୟବସାୟ ଆରମ୍ଭ। ଭାରତ ସରକାରଙ୍କ ଇଭି ନୀତି ମସ୍କଙ୍କ ଟେସଲା ପାଇଁ ପରିବର୍ତ୍ତନ କରାଯାଇଥିଲା। ଯେଉଁ କାରଣରୁ ସ୍ଥାନୀୟ ଇଭି କମ୍ପାନୀଙ୍କୁ ଆଗାମୀ ବର୍ଷଗୁଡିକରେ ବହୁତ କ୍ଷତି ସହିବାକୁ ପଡିପାରେ। ତେଣୁ ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ମସ୍କ ଯେତେ ଅଧÒକ ଧନୀ ହେବେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକର ଅର୍ଥନୀତି ପାଇଁ ସେ ବିପଦ ସାଜିପାରନ୍ତି।

ଉଭୟ ଟ୍ରମ୍ପ ଏବଂ ମସ୍କ ବିଶ୍ୱ ଅର୍ଥନୀତି ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୪ରେ ମସ୍କଙ୍କର ମୋଟ ସମ୍ପତ୍ତି ମୂଲ୍ୟରେ ୨୦୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ଘଟିଥିଲା। ୨୦୧୩ରେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨ ବିଲିୟନ ଡ଼ଲାର ରହିଥିଲା, ଯାହା ବର୍ତ୍ତମାନ ୪୩୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ମସ୍କଙ୍କ ମୋଟ ସମ୍ପତ୍ତିରେ ୨୧,୭୫୦ ପ୍ରତିଶତ ବୃଦ୍ଧି ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୩ରେ ବିଲ୍ ଗେଟ୍ସ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଥିଲେ। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୧୫୯ ବିଲିୟନ ଡ଼ଲାର ଏବେ ସେ ଧନୀ ତାଲିକାର ୮ମ ସ୍ଥାନରେ ରହିଛନ୍ତି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.