Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ହତ୍ୟା ମାମଲାରେ ଛନ୍ଦି ହେଲେ ମହାରାଷ୍ଟ୍ର ସରକାର

Ramesh Parida by Ramesh Parida
Jan 9, 2025, 03:48 pm GMT+0530
FacebookTwitterWhatsAppTelegram

ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ହଲଚଲ ହେଲାଣି । କୁହାଯାଉଛି କି ମହାରାଷ୍ଟ୍ର ସରକାର ଏେବ ଗୋଟିଏ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛି । ଆଉ ଏହି ମାମଲାରେ ବିଜେପିର ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛି ବିରୋଧୀ । ହତ୍ୟା ମାମଲାରେ ଯିଏ ଅପରାଧୀ ସିଏ କୁଆଡ଼େ ବିଜେପି ବିଧାୟକଙ୍କ ଘନିଷ୍ଠ ଅଛନ୍ତି । ଏ କଥା  ସେ ମଧ୍ୟ ସ୍ବୀକାର କରିଛନ୍ତି । ଶାସକ ଦଳର ଜଣେ ବିଧାୟକ ହତ୍ୟା ଅପରାଧୀଙ୍କ ସହ ଘନିଷ୍ଠ ହେବା ପରେ ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମୌକା ମିଳିଯାଇଛି । ସେପଟେ ଏହି ମାମଲାରେ ସରକାର କାହିଁକି ଚୁପ ଅଛନ୍ତି ସେନେଇ ବି ଉଠିଲାଣି ପ୍ରଶ୍ନ । ଚର୍ଚ୍ଚା ସେଥିଲାଗି ହେଲା କାରଣ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅଜିତ ପାୱାରଙ୍କୁ ସାକ୍ଷାତ କରିଛନ୍ତି । କୁହାଯାଉଛି କି, ବିଧାୟକ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବିକୁ ବିରୋଧୀ ଜୋରଦାର କରିବା ପରେ ସ୍ଥିତି ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଥିବା ଚର୍ଚ୍ଚା ଧରିଛି ।

ମହାରାଷ୍ଟ୍ରରେ ସରପଞ୍ଚଙ୍କୁ ହତ୍ୟା ପରେ ଏବେ ରାଜନୀତି ଜୋର । କୁହାଯାଉଛି କି, ବିରୋଧୀ ଦଳର ନେତାମାନେ ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି କଲେଣି । ଖାଲି ଏତିକି ନୁହେଁ ଶାସକ ଦଳର ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ବି ଭେଟିଲେଣି । ଏମିତି ସ୍ଥିତିରେ ବିଧାୟକ ଜଣକ କୁଆଡ଼େ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି । ସ୍ଥିତିକୁ ଆୟତ୍ତ କରିବାକୁ ସେ ଶାହଙ୍କ ଶରଣରେ ପଶିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ର ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପାୱାର ଶାହାଙ୍କୁ କାହିଁକି ଭେଟିଲେ ସେନେଇ ରାଜନୀତି ବି ଜୋର ଧରିଛି । କୁହାଯାଉଛି ଶାହ-ପାୱାରଙ୍କ ମଧ୍ୟରେ ପାଖାପାଖି ୧୫ ମିନିଟ୍‌ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ହୋଇଥିଲା । ହେଲେ ଏହି ଚର୍ଚ୍ଚା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ହୋଇଥିଲା । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପାୱାରଙ୍କ ସହ ଦିଲ୍ଲୀ ଗସ୍ତରେ ପ୍ରଫୁଲ୍ଲ ପଟେଲ ବି ସାମିଲ ହୋଇଥିଲେ ।

ମହାରାଷ୍ଟ୍ରରେ ରାଜନୈତିକ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ସାଂସଦ ବି ଶାହଙ୍କ ସହ ସାକ୍ଷାତ କରିଥିଲେ । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କୁହାଯାଉଛି କି, ଲଗାତାର ଭାବରେ ବିଡ୍‌ ଜିଲ୍ଲାରେ ହତ୍ୟା, ଗଣ୍ଡଗୋଳ ଆଦି ମାମଲା ବଢିବାରେ ଲାଗିଛି । ତେଣୁ ସ୍ଥିତିକୁ ଆୟତ୍ତ କରିବାକୁ ଶାହଙ୍କ ରଣନୀତି କଣ ହେଉଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କିଛିଦିନ ହେବ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି, ଫଡନାଭିସଙ୍କୁ ଖୋଲାଖୋଲି ଭାବରେ ବିରୋଧୀ ଦଳର ବିଧାୟକ ଉଦ୍ଧବ ଠାକରେ ସଂପାଦକୀୟ ଲେଖି ଖୁଲମଖୁଲା ପ୍ରଶଂସା କରିଥିଲେ । କହିଥିଲେ, ନକ୍ସଲବାଦକୁ ଦମନ କରିବାକୁ ସରକାର ଯେଉଁ ରଣନୀତି ଆପଣାଇଛନ୍ତି ତାହା ଫଳପ୍ରଦ ହେବ । ଆଉ ଏବେ ଶାହା-ପାୱାର ଭେଟଘାଟ ପରେ ଚର୍ଚ୍ଚା ଆହୁରି ଜୋର ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.