Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

26 ବର୍ଷରୁ ଭାରତ ଉପରୁ ପରମାଣୁ କଟାକଣା ହଟାଇଲା ଆମେରିକା

Ramesh Parida by Ramesh Parida
Jan 8, 2025, 09:03 am GMT+0530
FacebookTwitterWhatsAppTelegram

1998 ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତର ଏହି ସଫଳତାରେ ସାରା  ବିଶ୍ବ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆମେରିକା ଏହାକୁ ତିବ୍ର ବିରୋଧ କରିଥିଲା । ଭାରତର ଏହି ସଫଳତାରେ  କ୍ଷୁବ୍ଧ ଆମେରିକା ଭାରତ ଉପରେ ପରମାଣୁ କଟକଣା ଲଗାଯାଇଥିଲା । ଏହି ପ୍ରକ୍ରିୟାରେ ଅନେକ ବେସାମରିକ ପରମାଣୁ କମ୍ପାନିକୁ ନିଷିଦ୍ଦ କରାଯାଇଥିଲା  । ଏବେ 26 ବର୍ଷରୁ  ଅଧିକ ସମୟ ପରେ ଆମେରିକା ସରକାର ଏବେ ସେହି କଟକଣା ହଟାଇବାକୁ ଘୋଷଣା କରିବା ସହ ଏ ବାବଦ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି । ପୂବର୍ରୁ ଯଦିଓ ଅନେକ କଟକଣା ହଟିସାରିଛି ତଥାପି ଭାରତର କେତେକ ରିଏକ୍ଟର ପରମାଣୁ ଶକ୍ତି କେନ୍ଦ୍ର ଏବଂ ଆଣବିକ ଶକ୍ତି ବିଭାଗର ୟୁନିଟଗୁଡ଼ିକରେ ଏହା ବଳବତ୍ତର ରହିଛ । ଏବେ ଏହି  ସମସ୍ତ କଟକଣା ହଟଯିବାକୁ ଆମେରିକା ଘୋଷଣା କରିବା ସହ ଏହାକୁ କାର୍ଯ୍ୟ କାରୀ  କରିବା ଆରମ୍ଭ କରିଛି । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେବ ସୁଲିଭାନ ନୂଆଦିଲ୍ଲୀ ଗସ୍ତ ସମୟରେ କହିଛନ୍ତି ଯେ ଆମେ କଟକଣା ହଟାଇ ହଟାଯିବା ଘୋଷଣା କରୁଛୁ ଏବଂ ଆଇନଗତ ପ୍ରକ୍ରିୟା ଦେଇ ଏହା  ସଂପାଦନ କରୁଛୁ। ଏବେ ଆମେରିକା ପାକିସ୍ତାନର ଅନେକ ପରମାଣୁ କମ୍ପାନିକୁ ନିଷିଦ୍ଧ କରୁଥିବା ବେଳେ ଅନ୍ୟପଟେ ଭାରତ ପ୍ରତି ବହୁତ ବଡ଼ ଉଦାରତା ଦେଖାଉଥିବାରୁ ଏହା ଭାରତର କୂଟନୈତିକ ଶକ୍ତିର ପ୍ରଭାବ ବୋଲି କୁହାଯାଉଛି।

୨୦୨୦ ସୁଦ୍ଧା ଭାରତ ୨୦,୦୦୦ ମେଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଥିବା ବେଳେ ଏବେ ଏହି ଲକ୍ଷ୍ୟ ୨୦୩୦କୁ ଲମ୍ବିଯାଇଛି। ୨୦୨୧ରେ ବାଇଡେନ୍ ହ୍ୱାଇଟ୍ ହାଉସ୍ ଦାୟିତ୍ୱ ନେବା ପରେ ୨୦୨୨ରେ ଭାରତ ଓ ଆମେରିକା ଏ ଦିଗରେ କେତେକ ମିଳିତ ପଦକ୍ଷେପ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତା) ବିକାଶରେ ସହଯୋଗ କରିବା। ଏହି ପଦକ୍ଷେପ ଅଧୀନରେ ଜେନେରାଲ ଇଲେକ୍ଟ୍ରିକ୍ ଏବଂ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଭାରତରେ ଜେଟ୍ ଇଞ୍ଜିନ୍ ଉତ୍ପାଦନ ପାଇଁ ଚୁକ୍ତି କରିଛନ୍ତି। ଏବେ ବାଇଡେନ ପ୍ରଶାସନର ଅନ୍ତିମ ଦିନରେ ସୁଲିଭାନଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଏହି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ନୂତନ ଭାଗିଦାରୀ ସ୍ଥାପନ କରିବା। ବାଇଡେନ ମଧ୍ୟ ଭାରତ ସହ ତାଙ୍କ ବନ୍ଧୁତାରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ଚାହୁଛନ୍ତି। ଆଗାମୀ  ଆମେରିକା ସରକାର ମଧ୍ୟ ଏ ସଂକ୍ରାନ୍ତ ନୀତିକୁ ସମ୍ମାନ ଦେଇ କାମକରିବ। ମହାକାଶ ଓ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ସହ ସହଯୋଗ ବଢ଼ାଇବା, କ୍ଷେପଣାସ୍ତ୍ର ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର)କୁ କୋହଳ କରିବା ଏବଂ ଭାରତୀୟ ପରମାଣୁ କେନ୍ଦ୍ରଗୁଡ଼ିକୁ କଟକଣା ତାଲିକାରୁ ହଟାଇବା ଦିଗରେ ପଦକ୍ଷେପ ନେବା ଉପରେ ଆମେରିକା ଏବେ ତତ୍ପରତା ଦେଖାଇବା ଦ୍ବିପାକ୍ଷିକ ସଂପର୍କର ଗଭୀରତାକୁ ଦର୍ଶାଉଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସୁଲିଭାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ପରମାଣୁ ପ୍ରସଙ୍ଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ ବିସ୍ତୃତ ଆଲୋଚନା ହୋଇଛି।

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.