Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ପାରମ୍ପରିକ ଭାଷଣ ନ ଦେଇ କକ୍ଷତ୍ୟାଗ କଲେ ତାମିଲନାଡ଼ୁ ରାଜ୍ୟପାଳ , ଏହାକୁ ପିଲାଳିଆମି କହିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

Ramesh Parida by Ramesh Parida
Jan 7, 2025, 09:09 am GMT+0530
FacebookTwitterWhatsAppTelegram

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ରାଜ୍ୟପାଳ ଆରଏନ ରବିଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖାଦେଇଛି । ଆଜି ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟପାଳ ତାଙ୍କ ପାରମ୍ପରିକ ଭାଷଣ ନ ଦେଇ କକ୍ଷତ୍ୟାଗ କରି ପଳାଇ ଆସିଛନ୍ତି । ଜାତୀୟ ସଙ୍ଗୀତ ଗାନ କରା ନଯିବା ଏବଂ ସମ୍ବିଧାନକୁ ଅସମ୍ମାନ କରାଯାଇଥିବା ଦର୍ଶାଇ ସେ ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପିଲାଳିଆମି କହିଛନ୍ତି । ସାମ୍ବିଧାନିକ ଦାୟିତ୍ବ ପ୍ରତି ରାଜ୍ୟପାଳଙ୍କର ଏହା ଅସମ୍ମାନ ବୋଲି ସେ ମତ ଦେଇଛନ୍ତି ।

ଏହି ଘଟଣା ପରେ ରାଜଭବନ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍‌ କରାଯାଇଛି ଯେ ବିଧାନସଭାରେ ରାଜ୍ୟପାଳ ଉପସ୍ଥିତ ହେବା ପରେ ‘ତାମିଲ ଥାଇ ଭାଝଥୁ’ (ତାମିଲନାଡ଼ୁର ପ୍ରାଦେଶିକ ସଂଗୀତ) ସଂଗୀତ ଗାନ କରାଯାଇଥିଲା। ରାଜ୍ୟପାଳ ସସମ୍ମାନ ସହ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ ଓ ଆବେଗପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଜାତୀୟ ସଂଗୀତ ଗାନ କରିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ଏହାକୁ ସେମାନେ ଅଗ୍ରାହ୍ୟ କରିଦେଇଥିଲେ। ଏହା ଗଭୀର ଚିନ୍ତାଜନକ ପ୍ରସଙ୍ଗ। ସମ୍ବିଧାନ ଓ ଜାତୀୟ ସଂଗୀତର ଏଭଳି ଅପମାନରେ ସେ (ରାଜ୍ୟପାଳ) ଭାଗିଦାର ହେବେନାହିଁ ଏହା ବିଚାର କରି ଗଭୀର ଦୁଃଖରେ ଗୃହତ୍ୟାଗ କରିଥିଲେ। ଅପରପକ୍ଷରେ, ଏହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି, ସାମ୍ବିଧାନିକ ପ୍ରଥାକୁ କ୍ଷୁଣ୍ଣ କରିବା ରାଜ୍ୟପାଳଙ୍କ ନିମନ୍ତେ ଏକ ପରମ୍ପରା ହୋଇଗଲାଣି। ପୂର୍ବରୁ ଅଭିଭାଷଣରେ ଯାହା ଲେଖାଥିଲା ତାହା କାଟିବା ସହ ଯାହା ଲେଖାହୋଇ ନଥିଲା ତାହା ଯୋଡ଼ିଥିଲେ। ଏଥର ମଧ୍ୟ ଅଭିଭାଷଣ ନପଢ଼ି ଚାଲିଯାଇଛନ୍ତି। ରାଜ୍ୟପାଳଙ୍କ ଏଭଳି ଆଚରଣ ତାମିଲନାଡ଼ୁ ଲୋକ ଓ ସେମାନଙ୍କ ଦ୍ବାରା ନିର୍ବାଚିତ ସରକାରଙ୍କୁ ଅପମାନିତ କରୁଛି। ଯିଏ ନିଜର ରାଜନୈତିକ ଓ ଆଇନଗତ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛୁକ, ସେ କାହିଁକି ପଦବିରେ ବସିଛନ୍ତି ବୋଲି ଷ୍ଟାଲିନ୍‌ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୪ ଏବଂ ୨୦୨୩ରେ ମଧ୍ୟ ରାଜ୍ୟପାଳ ରବି ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ୨୦୨୪ ଫେବ୍ରୁଆରିରେ ରାଜ୍ୟପାଳଙ୍କ ପାଇଁ ପ୍ରସ୍ତୁତ ଭାଷଣ ଉପରେ ରବି ଆପତ୍ତି ଉଠାଇଥିଲେ। ପ୍ରାୟ ୧ ଘଣ୍ଟାର ଭାଷଣକୁ ରବି ୩ ମିନିଟ୍‌ରେ ଶେଷ କରି ବିଧାନସଭାରୁ ବାହାରି ପଳାଇ ଆସିଥିଲେ। ୨୦୨୩ରେ ମଧ୍ୟ ରାଜ୍ୟପାଳ ଭାଷଣର କିଛି ଅଂଶକୁ ବାଦ୍‌ ଦେବାପରେ ବିବାଦ ଦେଖାଦେଇଥିଲା।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.