Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଅବିବାହିତ ଦମ୍ପତିଙ୍କ ପାଇଁ ବଡ଼ ଖବର , ଏଣିକି ଅବିବାହିତ ଦମ୍ପତ୍ତିଙ୍କୁ ଓୟୋ ମନା

Ramesh Parida by Ramesh Parida
Jan 5, 2025, 04:54 pm GMT+0530
FacebookTwitterWhatsAppTelegram

ଅବିବାହିତ ଦମ୍ପତିଙ୍କ ପାଇଁ ବଡ଼ ଖବର । ଏଣିକି ଅବିବାହିତ ଦମ୍ପତ୍ତିଙ୍କୁ ଓୟୋ ହୋଟଲ ମନା । ଓୟୋ ରୁମ୍ସ ନିଜ ଚେକ ଇନ ନିୟମରେ ପରିବର୍ତନ କରିଥିବା ନେଇ ସୂଚନା ମିଳିଛି ।ଓୟୋର ନୂତନ ଚେକ ଇନ ପଲିସି ଅନୁଯାୟୀ ବର୍ତମାନଠାରୁ ଅବିବାହିତ ଦମ୍ପତିଙ୍କୁ ଚେକ ଇନ କରିବାକୁ ଅନୁମତି ଦିଆଯିବ ନାହିଁ ।

ଓୟୋ ତାର ସହଭାଗୀ ହୋଟାଲଗୁଡ଼ିକ ପାଇଁ ଏକ ନୂତନ ଚେକ ଇନ ପଲିସି ଆରମ୍ଭ କରିଛି । ନୂତନ ନୀତି ଅନୁଯାୟୀ ବର୍ତମାନ ଅବିବାହିତ ଦମ୍ପତ୍ତିଙ୍କୁ ଓୟୋ ହୋଟଲ ରୁମରେ ଚେକ ଇନ କରିବାକୁ ଅନୁମତି ଦିଆଯିବ ନାହିଁ । କମ୍ପାନୀ ଏହି ନିୟମ ବର୍ତମାନ ମେରଟ ସହରରୁ ଆରମ୍ଭ କରିଛି । ତେବେ ଏହି ନୂତନ ଚେକ୍ ଇନ୍ ନିୟମ ଦେଶର ଆଉ କୌଣସି ସହରରେ ଲାଗୁ ହୋଇନଥିଲେ ମଧ୍ୟ ଆଗକୁ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ନୂତନ ନୀତି ଅନୁଯାୟୀ ଅବିବାହିତ ଦମ୍ପତିଙ୍କୁ ଆଉ ‘ଚେକ୍ ଇନ୍’ କରିବାକୁ ଦିଆଯିବ ନାହିଁ। ଏହାର ଅର୍ଥ କେବଳ ସ୍ୱାମୀ-ସ୍ତ୍ରୀ ହୋଟେଲରେ ଏକ କୋଠରୀ ନେଇପାରିବେ। ସଂଶୋଧିତ ନୀତି ଅନୁଯାୟୀ, ସମସ୍ତ ଦମ୍ପତିଙ୍କୁ ‘ଚେକ୍ ଇନ୍’ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯିବ। ଅନ୍‌ଲାଇନରେ କରାଯାଇଥିବା ବୁକିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କମ୍ପାନୀ କହିଛି ଯେ ସ୍ଥାନୀୟ ସାମାଜିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅବିବାହିତା ଦମ୍ପତିଙ୍କ ବୁକିଂକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଓୟୋ ତାର ସହଭାଗୀ ହୋଟେଲକୁ ଦେଇଛି।

ତେବେ ଓୟୋ ପକ୍ଷରୁ କୁହାଯାଇଛି କି ମେରଟର ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତୁରନ୍ତ ପ୍ରଭାବ ସହିତ ଏହାକୁ ସୁନିଶ୍ଚିତ କରିବା ପାଇଁ ଓୟୋ ମେରଟରେ ଥିବା ଅଂଶୀଦାର ହୋଟେଲମାନଙ୍କୁ ନିର୍ଦ୍ଦେଶ ଦେଇଛି । OYO ଉତ୍ତର ଭାରତର କ୍ଷେତ୍ର ମୁଖ୍ୟ ପୱାସ ଶର୍ମା କହିଛନ୍ତି ଯେ ନିରାପଦ ତଥା ଦାୟିତ୍ପୂର୍ଣ୍ଣ ଆତିଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ଆମେ ପ୍ରତିବଦ୍ଧ। ଆମେ ବ୍ୟକ୍ତିଗତ ସ୍ୱାଧୀନତାକୁ ସମ୍ମାନ କରୁ। ଏଥି ସହିତ ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପରୁ ଆମେ ମତାମତ ଗ୍ରହଣ କରୁ। ମିରଟ ଅଞ୍ଚଳରେ ଆମେ ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲରେ ପ୍ରବେଶ ବାରଣ ନେଇ ସିଭିଲ ସୋସାଇଟି ଗ୍ରୁପରୁ ପ୍ରସ୍ତାବ ପାଇଥିଲୁ। ଯାହା ପରେ ଆମେ ନାଗରିକ ସମାଜ ଗୋଷ୍ଠୀରୁ ମତାମତ ଗ୍ରହଣ କରିଛୁ। ବିଶେଷ କରି ମେରଟରେ ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏହା ବ୍ୟତୀତ ଅନ୍ୟ କେତେକ ସହରର ବାସିନ୍ଦା ଅବିବାହିତା ଦମ୍ପତିଙ୍କୁ OYO ହୋଟେଲରେ ଚେକ୍ ଇନ୍ କରିବାକୁ ଅନୁମତି ନଦେବାକୁ ନିବେଦନ କରିଛନ୍ତି। ଯାହା ଉପରେ ଆମେ ବିଚାର କରୁଛୁ। ଆମେ ଏହି ନୀତି ଏବଂ ଏହାର ପ୍ରଭାବକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରି ଆଗକୁ କଣ କରିହେବ ତାହାର ନିଷ୍ପତ୍ତି ନେବୁ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.