Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ବ୍ୟକ୍ତିଗତ ଋଣ ନିୟମରେ ବଡ଼ ପରିବର୍ତନ ଆଣିଲା ରିଜର୍ଭ ବ୍ୟାଙ୍କ

Ramesh Parida by Ramesh Parida
Jan 4, 2025, 04:48 pm GMT+0530
FacebookTwitterWhatsAppTelegram

2025 ଆରମ୍ଭ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ପର୍ସନାଲ ଲୋନ ବା ବ୍ୟକ୍ତିଗତ ଋଣ ନିୟମରେ ବଡ଼ ପରିବର୍ତନ କରିଛି । ଏହାଫଳରେ ଏଣିକି ପର୍ସନାଲ ଲୋନ ନେବା ପୂର୍ବାପେକ୍ଷା କଷ୍ଟକର ହେବ । ଯେଉଁମାନେ ନୂଆ ବର୍ଷରୁ ଏକାଧିକ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା କଷ୍ଟକର ହେବ । ଗତବର୍ଷ ଅଗଷ୍ଟରେ ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥିଲଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ 2025 ଜାନୁଆରୀ ପହିଲା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା  ।ବର୍ତମାନ ଏହାକୁ ଲାଗୁ କରାଯାଇଛି ।

ପୂର୍ବରୁ ଗୋଟିଏ ପର୍ସନାଲ ଲୋନ ପାଇଁ ଆପଣଙ୍କ ଫୋନ୍‌କୁ ବାରମ୍ବାର କଲ ଆସି ନଥାଏ। ଅନ୍ୟ ଋଣ ତୁଳନାରେ ପର୍ସନାଲ ଲୋନ୍‌ ମିଳିବା ବେଶ ସହଜ ଥିଲା। ଏଥିପାଇଁ ବ୍ୟାଙ୍କ କେବଳ ବେତନ, ଆର୍ଥିକ କାରବାର ଓ ସିବିଲ ସ୍କୋର ଦେଖି ଋଣ ମଞ୍ଜୁର କରିଦେଇଥାଏ। ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ବ୍ୟାଙ୍କରୁ ଋଣ ନେବା ପରେ ଅନ୍ୟ ବ୍ୟାଙ୍କରୁ ବି ଋଣ ନେଇ ଯାଉଥିଲେ ଓ ଦେବାଳିଆ ହେବା ହେଉଥିଲେ। ଏଭଳି ଘଟଣାକୁ ଦେଶରେ ବଢ଼ିଚାଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପର୍ସନାଲ ଲୋନ ନିୟମ କଡ଼ାକଡ଼ି କରିଦେଇଛି। ଏ ପର୍ଯ୍ୟନ୍ତ ଲୋକେ ଏହି ଋଣ ପାଇଁ ଥିବା କୋହଳ ନିୟମର ଫାଇଦା ଉଠାଉଥିଲେ। ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ କରିବେ। ଏଥିରେ ଋଣ ଗ୍ରହୀତାଙ୍କ ବ୍ୟାଙ୍କ ସୂଚନା, ଋଣ ରାଶି, ସିବିଲ ସ୍କୋର ଆଦି ସମ୍ପର୍କରେ ୧୫ ଦିନ ମଧ୍ୟରେ ତଥ୍ୟ ଅପଡେଟ୍ କରିବେ। ପୂର୍ବରୁ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ ପାଇଁ ୩୦ ଦିନର ମହଲତ ମିଳୁଥିଲା। ହେଲେ ଏବେ ଏହି ସମୟସୀମା ୧୫ ଦିନ କରିଦିଆଯାଇଛି। ଯାହା ଫଳରେ ଗୋଟିଏ ସମୟରେ ଅଲଗା ଅଲଗା ବ୍ୟାଙ୍କରୁ ପର୍ସନାଲ ଲୋନ ନେବା କଷ୍ଟକର ହେବ। ପ୍ରଥମେ ଋଣ ମଞ୍ଜୁରୀର ୪୦ ଦିନ ପରେ ଅନ୍ୟ ବ୍ୟାଙ୍କକୁ ଋଣୀଙ୍କ ସମ୍ପର୍କରେ ସୂଚନା ମିଳିପାରୁଥିଲା। ଏହାଫଳରେ ଅନେକ ଲୋକ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ସହଜରେ ଅନ୍ୟ ବ୍ୟାଙ୍କରୁ ବି ପର୍ସନାଲ ଲୋନ ଉଠାଇ ନେଉଥିଲେ। ପରିବର୍ତ୍ତିତ ନିୟମରେ ଜଣେ ବ୍ୟକ୍ତିଙ୍କୁ ଥରେ ପର୍ସନାଲ ଲୋନ ମଞ୍ଜୁର ହେଲେ ଅନ୍ୟ ବ୍ୟାଙ୍କରୁ ଆଉ ପର୍ସନାଲ ଲୋନ ନେବା ଆଉ ସମ୍ଭବପର ହେବନାହିଁ।

ତେବେ ପର୍ସନାଲ ଲୋନ ନେବା ପରେ ଜଣେ ଗୃହ ଏବଂ କାର ଋଣ ନେଇ ପାରିବେ କି ନାହିଁ ସେ ପ୍ରଶ୍ନ ମଧ୍ୟ ଉଠୁଛି। ଏହାର ଜବାବରେ ଆରବିଆଇ କହିଛି ଯେ, ଦେଇଛନ୍ତି। ଜଣେ ପର୍ସନାଲ ଲୋନ ନେବା ପରେ କାର ଋଣ ଓ ଗୃହ ଋଣ ବି ନେଇପାରିବେ। ହେଲେ ଋଣୀଙ୍କ ଆୟ, ବର୍ତ୍ତମାନର ଋଣ ଇଏମଆଇ ଓ ଋଣ ସୁଝିବାର କ୍ଷମତା ଉପରେ ତାହା ନିର୍ଭର କରୁଛି। ଏଥି ଲାଗି ଥିବା ବ୍ୟାଙ୍କ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏବେ ବ୍ୟାଙ୍କମାନଙ୍କୁ ଋଣୀଙ୍କ ସମ୍ପର୍କରେ ଖୁବ୍ ଶୀଘ୍ର ଅପଡେଟ୍ ମିଳିଯିବ। ଏଣୁ ବ୍ୟାଙ୍କ ଗ୍ରାହକଙ୍କୁ ଋଣ ଦେବେ କି ନା ତାହିଁ ତାହା ତାଙ୍କ ଉପରେ ନିର୍ଭର କରିବ।

Tags: INDIAnewsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.