Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ : ଅନିଲ ବିଶ୍ୱାଳ

Ramesh Parida by Ramesh Parida
Jan 4, 2025, 12:32 pm GMT+0530
FacebookTwitterWhatsAppTelegram

ରାଜନୈତିକ ସଙ୍କଟ ଭିତରେ ଗତି କରୁଥିବା ବିଜୁ ଜନତା ଦଳ ନିଜର ଅସ୍ଥିତ୍ୱ ବଂଚାଇବା ପାଇଁ ଏବେ ବାରମ୍ବାର ନାଟକର ସାହାରା ନେଉଛି । ଦୁଇଦିନ ତଳେ ଚାଷୀଙ୍କ ଫସଲ କ୍ଷୟକ୍ଷତି ଦେଖିବା ବାହାନାରେ ବିଜୁ ଜନତା ଦଳ ଯେଉଁ ନାଟକ ରଚିଥିଲା ତାହା ପଦାରେ ପଡିସାରିଛି । ଓଡିଶାର ଲୋକେ ଦେଖିଲେ କିଭଳି ଜଣେ ବିଜେଡିର କୁଜି ନେତା ଜିନ୍ସ୍ ପ୍ୟାଂଟ୍ ପିନ୍ଧି ଗାଡିରେ ଆସିଲେ, ପୋଷାକ ବଦଳାଇ ଗାମୁଛା ପିନ୍ଧିଲେ, ନବୀନ ବାବୁ ସେଠାରେ ପହଁଚିବା ପରେ ସେ ଚାଷୀ ହୋଇ କାନ୍ଦିଲେ ଏବଂ ଗଣମାଧ୍ୟମ ଚାଲିଯିବା ପରେ ଭଲ ଅଭିନୟ ହୋଇଛି ଭାବି ହସିଲେ । ଏହି ସମସ୍ତ କଥା ଓଡିଶାର ଗଣମାଧ୍ୟମରେ ପ୍ରସାରିତ ହୋଇସାରିଛି । ଏସବୁ ଡ୍ରାମା ଦେଖିଲେ ଲାଗୁଛି ଯେ, ବିଜୁ ଜନତା ଦଳ ଓ ନବୀନ ବାବୁ ଚାଷୀମାନଙ୍କୁ କିଭଳି ପ୍ରତାରଣା କରିପାରନ୍ତି ଓ ସେମାନଙ୍କ ମନରେ କେତେ ଛଳନା ଭରି ରହିଛି । ବିଜୁ ଜନତା ଦଳର ସେହି ଦିନର ଅଭିନୟ ଦେଖି ଲାଗୁଛି ଯେ, ତାଙ୍କ ଦଳର ନାଁ ବିଜୁ ଯାତ୍ରା ଦଳ ହେବା ଦରକାର । ସେହି ଦିନର ନାଟକ ବିଜୁ ଜନତା ଦଳ ଓ ନବୀନ ବାବୁଙ୍କୁ ଲୋକହସା କରିବା ପରେ ଏବେ ସେମାନେ ଦରବୃଦ୍ଧି ହୋଇଛି ବୋଲି କହି ପୁଣି ନୂଆ ନାଟକ ରଚି ଦୁଇ ଦିନ ତଳର ରଚିଥିବା ପୁରୁଣା ନାଟକ ଉପରୁ ଦୃଷ୍ଟି ହଟାଇବା ପାଇଁ ଚାହୁଁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ମୁଖପାତ୍ର ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏପ୍ରିଲ ୨୦୨୪ରେ ପରିସଂଖ୍ୟାନ ମନ୍ତ୍ରଣାଳୟ ଯେଉଁ ତଥ୍ୟ ପ୍ରକାଶ କରିଥିଲା ସେଥିରେ ଓଡିଶାର ଦରଦାମ ବୃଦ୍ଧି ହାର ଦେଶରେ ୧ନଂ ସ୍ଥାନରେ ଥିଲା । କେବଳ ସେତିକି ନୁହେଁ ସେହି ରିପୋର୍ଟରେ ସେତେବେଳେ ପ୍ରକାଶିତ ହୋଇଥିଲା ଯେ, ଓଡିଶା ପ୍ରାୟ ୧ବର୍ଷ ଧରି ଦରଦାମ ବୃଦ୍ଧି ହାରରେ ଦେଶରେ ସବୁଠୁ ଆଗରେ ରହିଛି । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନବୀନ ବାବୁଙ୍କର ଏହା କେଉଁ ସୁଶାସନର ପ୍ରଦର୍ଶନ ଥିଲା ତାହା ବିଜୁ ଜନତା ଦଳ ସ୍ପଷ୍ଟ କଲେ ଭଲ ହୁଅନ୍ତା । ଓଡିଶାରେ ଦୀର୍ଘ ୨୪ ବର୍ଷ ନବୀନ ବାବୁ ସରକାରରେ ଥିଲେ । ଆଳୁ, ପିଆଜ, ଟମାଟୋ, ରସୁଣ ଏସବୁ ରାଜ୍ୟରେ ଉତ୍ପାଦନ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇନଥିଲା ବରଂ ଆଳୁ ମିଶନ ଓ ପିଆଜ ମିଶନ ନାଁରେ ଶହ ଶହ କୋଟି ଟଙ୍କା ହରିଲୁଟ୍ କରାଗଲା । ବିଜେଡି ପ୍ରଥମେ ରାଜ୍ୟବାସୀଙ୍କୁ ଉତର ଦେଉ କାହିଁକି ଓଡିଶା ଆଜି ଆଳୁ, ପିଆଜ, ଟମାଟୋ, ରସୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ? ନିଜର ପାପକୁ ଅନ୍ୟ ମୁଣ୍ଡରେ ଦେବାର ପୁରୁଣା ଅଭ୍ୟାସ ବୋଧ ହୁଏ ନବୀନ ବାବୁ ଛାଡିପାରିନାହାଁନ୍ତି । ଯେବେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ଓଡିଶାର ଦରଦାମ ବୃଦ୍ଧି ହାର ୭.୭% ରୁ ଅଧିକ ରହୁଥିଲା । ଏବେ ଏହା ୧% କମି ୬.୭% ହୋଇଛି । ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାର୍ଷିକ ହାରାହାରି ଭାବରେ ଆଳୁ ଦର ବର୍ଷକୁ ୫୩%, ଟମାଟୋ ୪୨%, ପିଆଜ ୩୬% ହାରରେ ଦରବୃଦ୍ଧି ହେଉଥିଲା । ଏହି ତଥ୍ୟକୁ ବୋଧ ହୁଏ ବିଜୁ ଜନତା ଦଳର ନେତୃବୃନ୍ଦ ଭୁଲି ଯାଇଛନ୍ତି ।
(ବିଜେପି ମିଡିଆ ସେଲ)

Tags: INDIAnewsodisha
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.