Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ଗତ 10 ବର୍ଷ ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି – କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ

Ramesh Parida by Ramesh Parida
Jan 3, 2025, 03:55 pm GMT+0530
FacebookTwitterWhatsAppTelegram

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡ଼ିଏ ସରକାରଙ୍କ ଗତ 10 ବର୍ଷ ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ୟୁପିଏ ଅମଳରେ ସୃଷ୍ଟି ହୋଇଥିବା ନିଯୁକ୍ତି ତୁଳନାରେ ଏହା ପ୍ରାୟ 5 ଗୁଣା ଅଧିକ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଏଭଳି ଦାବ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ତଥ୍ୟକୁ ଉଲ୍ଲେଖ କରି ସେ ଏହା କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୦୪ରୁ ୨୦୧୪ ମଧ୍ୟରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା। କିନ୍ତୁ କେବଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୪ରେ ୪.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ମୋଦୀ ସରକାରଙ୍କ ପ୍ରଥମ ୧୦ ବର୍ଷ ଅର୍ଥାତ୍‌ ୨୦୧୪ରୁ ୨୦୨୪ ମଧ୍ୟରେ ୧୭.୧୯ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ନିଯୁକ୍ତି ଅଭିବୃଦ୍ଧି ୬ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ଅମଳରେ ଏହା ୩୬ ପ୍ରତିଶତ ରହିଛି। ୟୁପିଏ ସରକାରଙ୍କ ଅମଳରେ କୃଷି କ୍ଷେତ୍ରରେ ନିଯୁକ୍ତି ୧୬ ପ୍ରତିଶତ ହ୍ରାସ ଘଟିଥିଲା। କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ଏଥିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି। ବିନିର୍ମାଣ କ୍ଷେତ୍ରରେ ନିଯୁକ୍ତି ୟୁପିଏ ସରକାରଙ୍କ ଅମଳରେ ମାତ୍ର ୬ ପ୍ରତିଶତ ବଢ଼ିଥିଲା। ଏନ୍‌ଡିଏ ସରକାରଙ୍କ ଅମଳରେ ଏହା ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖୁଥିବା ସେବା କ୍ଷେତ୍ର ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ଏ କ୍ଷେତ୍ରରେ ନିଯୁକ୍ତି ୨୫ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା। କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ଏକ୍ଷେତ୍ରର ନିଯୁକ୍ତିରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି।

ଦେଶରେ ବେକାରି ହାର ୨୦୧୭-୧୮ରେ ୬ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୩.୨ ପ୍ରତିଶତକୁ ଖସିଆସିଛି। ସ୍ନାତକମାନଙ୍କ ନିୟୋଜନୀୟତାରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ୨୦୧୩ରେ ଏହା ୩୩.୯୫ ପ୍ରତିଶତ ଥିଲା ଏବଂ ୨୦୨୪ରେ ଏହା ୫୪.୮୧ ପ୍ରତିଶତରେ ପହଞ୍ଚିଛି। ଯୁବବର୍ଗ କ୍ଷେତ୍ରରେ ମଧ୍ୟ ନିଯୁକ୍ତିରେ ଯଥେଷ୍ଟ ଉନ୍ନତି ଆସିଛି। ୨୦୧୭-୧୮ରେ ଏହି ହାର ୩୧.୪ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୪୧.୭ ପ୍ରତିଶତକୁ ବୃଦ୍ଧି ଘଟିଛି। ଏଥିସହିତ ୨୦୧୭ ସେପ୍ଟେମ୍ବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଆନୁଷ୍ଠାନିକ ନିଯୁକ୍ତି କ୍ଷେତ୍ରରେ ୧୮ରୁ ୨୮ ବର୍ଷ ବୟସ ବର୍ଗର ୪.୭ କୋଟିରୁ ଅଧିକ ବ୍ୟକ୍ତି ସାମିଲ ହୋଇଛନ୍ତି ବୋଲି ଇପିଏଫ୍‌ଓ ତଥ୍ୟରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ଡ ମ‌ନମୋହନ ସିଂହ ରହିଥିଲେ। ତାହା ପରଠାରୁ ଏନ୍‌ଡିଏ ସରକାରଙ୍କ ଅମଳରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରହିଛନ୍ତି।

Tags: INDIAnewsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.