Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ମେଣ୍ଟରୁ କଂଗ୍ରେସକୁ ହଟାଇବାକୁ ଦାବି କରିବ ଆପ

Ramesh Parida by Ramesh Parida
Dec 27, 2024, 09:42 am GMT+0530
FacebookTwitterWhatsAppTelegram

କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଏବେ ତୀବ୍ର କନ୍ଦଳ ଦେଖିବାକୁ ମିଳିଛି । ଗୋଟିଏ ପରେ ମେଣ୍ଟର ନେତୃତ୍ବକୁ ନେଇ ଟିଏମସି- କଂଗ୍ରେସ – ଶିବସେନା ମଧ୍ୟରେ ମତଭେଦ ଲାଗି ରହିଥିବା ବେଳେ ଅନ୍ୟପଟେ ଫେବ୍ରୁଆରିରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ କଂଗ୍ରେସ ବିରୋଧରେ ଯୁଦ୍ଧ ଘୋଷଣା କରିଛି । କଂଗ୍ରେସ ବିଜେପିକୁ ସାହାର୍ଯ୍ୟ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆପ ରାଜ୍ୟସଭା ସାଂସଦ ସିଂହ ଅଭିଯୋଗ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦେଶ ବିରୋଧୀ ବୋଲି ବଣ୍ଣନା କରି କଡ଼ା ସମାଲୋଚନା କରିଥିବା ବେଳେ ମାକେନ ଏବେ ବିଜେପିର ସଂଳାପ ପଢୁଛନ୍ତି ଏବଂ ବିଜେପିର ନିର୍ଦ୍ଦେଶରେ ବୟାନ ଦେଉଛନ୍ତି ବୋଲି ଆପ୍‌ କହିଛି। ମାକେନଙ୍କ ବିରୋଧରେ କଂଗ୍ରେସ ତତ୍କାଳ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ହଟାଇବା ପାଇଁ  ଆପ୍‌ ଜୋରଦାର ଦାବି ରଖିବ ବୋଲି ଘୋଷଣା କରିଛି। ଆପ୍‌ର ଏହି ଚରମବାଣୀକୁ ନେଇ ଦିଲ୍ଲୀ କଂଗ୍ରେସ ଓ ଆପ୍‌ ନେତା ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଏବଂ ଆପ୍‌କୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ନେତାମାନେ ସଂକଳ୍ପ ଦୋହରାଇଛନ୍ତି।

ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିବାର କିଛି ମାସ ପରେ ଏଭଳି ମୁକାବିଲାତ୍ମକ ସ୍ଥିତି ବିଜେପି ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି କୁହାଯାଉଛି। ୨୦୨୪- ସାଧାରଣ ନିର୍ବାଚନ ସମୟରେ ଉଭୟ ଦଳର ନେତାମାନେ ପରସ୍ପରର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ତେବେ କଂଗ୍ରେସ-ଆପ୍‌ର ମିଳିତ ପ୍ରୟାସକୁ  ପଣ୍ଡ କରି ରାଜଧାନୀର ସମସ୍ତ ୭ଟି ଯାକ ଆସନରେ ବିଜେପି ବିଜୟୀ ହୋଇଥିଲା। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଚଣ୍ଡିଗଡ଼ରେ ମଧ୍ୟ ସେ କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆପ୍ ବାରମ୍ବାର କଂଗ୍ରେସ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ପରିସ୍ଥିତି ସଂପୂର୍ଣ୍ଣ ଓଲଟି ଯାଇଛି  ଏବଂ ଉଭୟ ଦଳ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ‘କର ବା ମର’ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଂଗ୍ରେସ ନେତା କେଜ୍ରିୱାଲଙ୍କୁ ଦେଶଦ୍ରୋହୀ କହୁଥିବା ବେଳେ  ଯୁବ କଂଗ୍ରେସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିବାରୁ କଂଗ୍ରେସକୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି ସଂଜୟ ସିଂହ କହିଛନ୍ତି।

ସିଂହ କହିଛନ୍ତି ଯେ  କଂଗ୍ରେସ ଦିଲ୍ଲୀରେ ଏବେ ସବୁ ସୀମା ଅତିକ୍ରମ କରାଯାଇଛି। ଅଜୟ ମାକେନ ଯେଉଁ ଦୁଃସାହସିକତା ଦେଖାଇଛନ୍ତି, ସେଥିପାଇଁ କଂଗ୍ରେସ ତାଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ନଚେତ୍ ଆମେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ  ହଟାଇବାକୁ ଦାବି କରିବୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, କଂଗ୍ରେସର କାର୍ଯ୍ୟକଳାପ ଏବଂ କଥାରୁ ସ୍ପଷ୍ଟ ହେଉଛି ଯେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଭିତିରି ହାତ ମିଳାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ, ନାଗରିକ ସୁବିଧା ଏବଂ ଆଇନ ଶୃଙ୍ଖଳାର ଅବ୍ୟବସ୍ଥା ପାଇଁ ଆପ୍ ଏବଂ ବିଜେପିକୁ ଟାର୍ଗେଟ କରି ଦିଲ୍ଲୀ କଂଗ୍ରେସ ଗତକାଲି ଏକ ୧୨ ସୂତ୍ରୀ ଶ୍ୱେତପତ୍ର ଜାରି କରିଛି। କଂଗ୍ରେସ ନେତା ମାକେନ ଏହାକୁ ନେଇ  ଗଣମାଧ୍ୟମକୁ କହିଥିଲେ ଯେ କେଜ୍ରିୱାଲ ହେଉଛନ୍ତି ଜଣେ ଠକ ସେ ସେ ଠକେଇର ରାଜା। ତାଙ୍କର କାର୍ଯ୍ୟକଳାପ ଦେଶ ବିରୋଧୀ ଏବଂ ସେ ଦିଲ୍ଲୀବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ମାକେନ ବୟାନ ଦେଇଥିଲେ।

 

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.